‘ମିଷ୍ଟର କହ୍ନେୟା’ ପୋଷ୍ଟର ବିବାଦ : ପ୍ରଯୋଜକଙ୍କୁ ନୋଟିସ

ଭୁବନେଶ୍ୱର: ‘ ମିଷ୍ଟର କହ୍ନେୟା’ର ବିବାଦୀୟ ପୋଷ୍ଟଟରକୁ ନେଇ ସୋମବାର ସକାଳେ ଚଳଚ୍ଚିତ୍ର ପ୍ରଯୋଜକ ସୀତାରାମ ଅଗ୍ରଓ୍ୱାଲଙ୍କୁ ନୋଟିସ ଜାରି କରାଯାଇଛି । ମହିଳା ଥାନା ପକ୍ଷରୁ ଏହି ନୋଟିସ ଜାରି ହୋଇଛି । ପୋଷ୍ଟରରେ ହାସ୍ୟ ଅଭିନେତା ପପୁ ପମପମ କିଛି ନାରୀଙ୍କ ବେକରେ  ବନ୍ଧାଯାଇଥିବା ରସିର ଲଗାମ ହାତରେ ଧରିଥିବା ଦୃଶ୍ୟ ରହିଛି । ଏହି ପୋଷ୍ଟରରେ ମହିଳାଙ୍କୁ  ଅସମ୍ମାନ କରାଯାଇଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଥିଲା । ଏ ନେଇ ସମାଜିକ କର୍ମୀ  ଲିଙ୍କନ ସୁବୁଦ୍ଧି ମହିଳା ଥାନାରେ ଅଭିଯୋଗ କରିଥିଲେ ।

 

kalyan agarbati

Comments are closed.