www.samajalive.in
Monday, December 15, 2025
17.1 C
Bhubaneswar

ସର୍ଟସର୍କିଟରୁ ଅଗ୍ନିକାଣ୍ଡ; ୩ ବଖରା ଘର ଭସ୍ମୀଭୂତ

କୋଣାର୍କ: ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଜଳି ଯିବା ସହ ଏଥିରେ ନଗଦ ୫୨ହଜାର ଟଙ୍କା ଓ ଅନ୍ୟାନ୍ୟ ଆସବାସ ପତ୍ର ପୋଡି ପାଉଁଶ ହୋଇ ଯାଇଛି । ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ପୁରୀ ଜିଲା କୋଣାର୍କ ଥାନା ଅଧିନ ଜୁଣେଇ ନିକଟରେ ରହୁଥିବା ଧନେଶ୍ୱର ସାହୁଙ୍କ ଘରେ ଶୁକ୍ରବାର ରାତିରେ ସର୍ଟସର୍କିଟ ଯୋଗୁଁ ଘରେ ନିଆଁଲାଗି ଯାଇଥିଲା । ଦେଖୁ ଦେଖୁ ନିଆଁ ଜୋରରେ ଜଳିବାକୁ ଲାଗିଥିଲା । ଏ ସମ୍ପର୍କରେ ସ୍ଥାନୀୟ ଲୋକ କୋଣାର୍କ ଚମ୍ପାହାର ଅଗ୍ନୀଶମ   କେନ୍ଦ୍ରକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନୀଶମ କର୍ମଚାରୀ ଦମକଳ ଗାଡି ସହ ଘଟଣା ସ୍ଥଳରେ ପହଁଚିଥିଲା ବେଳକୁ ତିନି ବଖରା ଘର ପୋଡି ପାଉଁଶ ହୋଇ ଯାଇଥିଲା । ଚାଳ ଛପର ଘରେ ଆଜବେଷ୍ଟ ପକାଇବା ପାଇଁ ଗ୍ରାମ ମହିଳା ସମିତିରୁ ଆଣିଥିବା ୫୨ହଜାର ଟଙ୍କା ଏଥିରେ ଜଳି ଯାଇଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories