ଉତ୍କଳ ସିନେ ଚାମ୍ବରସ ଅଫ କମର୍ସରେ ପ୍ରଯୋଜକ ଧସ୍ତାଧସ୍ତି, ଥାନାରେ ଦୁଇ ଗୋଷ୍ଠୀ

ଭୁବନେଶ୍ବର: ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସର ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସାମ୍ବାଦିକ ସମ୍ମିଳନୀକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ, ଧସ୍ତାଧସ୍ତି ଓ ଗଣ୍ଡଗୋଳ ହେଉଛି। ଟଙ୍କା ହେରଫେର ଅଭିଯୋଗର ସ୍ପଷ୍ଟୀକରଣକୁ ନେଇ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୁଲିସ ହସ୍ତକ୍ଷେପ କରି ଉଭୟ ଗୋଷ୍ଠୀର ପ୍ରଯୋଜକଙ୍କୁ ଥାନାକୁ ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି।

prayash

ପ୍ରାଥମିକ ସୂଚନା ଅନୁଯାୟୀ, ନିର୍ବାଚନକୁ ନେଇ ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଛି। ବର୍ତ୍ତମାନର ଅଧ୍ୟକ୍ଷ ଏବଂ ସାଧାରଣ ସମ୍ପାଦକ ପ୍ରଯୋଜକ ଟୁଟୁ ନାୟକଙ୍କ ନାମରେ ଅନିୟମିତତା ଅଭିଯୋଗ ଆଣିବା ପରେ ଟୁଟୁ ନାୟକଙ୍କ ସମର୍ଥକ ମାନେ ମଧ୍ୟ ପାଲଟା ଅଭିଯୋଗ କରିଥିଲେ। ଉଭୟ ସମର୍ଥକ ଓ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା।

Comments are closed.