ଚୋର ପାଇଲା ପାନେ , ଟ୍ରେନ୍ ଯାତ୍ରୀଙ୍କ ଠାରୁ ମୋବାଇଲ୍ ଝାମ୍ପିବା ବେଳେ ଧରି ପକାଇଲେ ହାତ । ୧୨ କିଲୋମିଟର ଟ୍ରେନ୍ରେ ଝୁଲି କରି ରହିଲା । କେତେ କାକୁତି ମିନତି ହେଲା । ଆଉ ଚୋରି କରିବନି ବୋଲି ଶପଥ କଲା , ହେଲେ ଚୋର ଗୁଣ କିଏ ଜାଣେ । ଏହା ଭିଡିଓ ଏବେ ଭାଇରାଲ୍ ହେଉଛି ।
- Advertisement -

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!