ରାଜଧାନୀରେ ଚିଟଫଣ୍ଡ ଜମାକାରୀଙ୍କ ଆନ୍ଦୋଳନ

0

ଭୁବନେଶ୍ବର: ଟିଟଫଣ୍ଡ ଟଙ୍କା ଫେରସ୍ତ ଦାବିରେ ରାଜଧାନୀରେ ହଜାର ହଜାର ଜମାକାରୀ ମଙ୍ଗଳବାର ଆନ୍ଦୋଳନ ଆରମ୍ଭ କରିଛନ୍ତି। ଜମାକାରୀମାନେ ମିଳିତ ମଞ୍ଚର ଡାକରାରେ ଏକାଠି ହୋଇଛନ୍ତି। ସେମାନେ ସରକାରଙ୍କ ବିଫଳତା ବିରୋଧରେ ସତ୍ୟାଗ୍ରହ କରିବାକୁ ଧମକ ଦେଇଛନ୍ତି। ଚିଟଫଣ୍ଡ ଜମାକାରୀମାନେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଦାବିପତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାୟ ୨୦ଲକ୍ଷ ଜମାକାରୀ ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜଣାପଡିଛି। ସିବିଆଇ ପ୍ରାୟ ୪୪ଟି ସଂସ୍ଥା ବିରୋଧଷର ତଦନ୍ତ କରୁଥିବାର ଜଣାପଡିଛି।

kalyan agarbati
Leave A Reply