www.samajalive.in
Sunday, December 7, 2025
26.1 C
Bhubaneswar

ଚିତାବାଘ ଛୁଆ ସହ ବିମାନବନ୍ଦରରୁ ଯାତ୍ରୀ ଗିରଫ

ଚେନ୍ନଇ : ଜଣେ ଯାତ୍ରୀ ନିଜ ବ୍ୟାଗ୍‌ରେ ଚିତାବାଘ ଛୁଆ ନେଇ ଯାଉଥିବାବେଳେ ଚେନ୍ନଇ ବିମାନବନ୍ଦରରେ ଗିରଫ ହୋଇଛନ୍ତି। ଶନିବାର ସକାଳେ ସୁରକ୍ଷାକର୍ମୀ ତାଙ୍କ ବ୍ୟାଗ୍‌ ତନଖି ସମୟରେ ଏଥିରୁ ବିଚିତ୍ର ଶବ୍ଦ ଶୁଣିଥିଲେ। ବ୍ୟାଗ୍‌କୁ ଖୋଲିବା ପରେ ସେଥିରୁ ଚିତାବାଘ ଛୁଆ ବାହାରିଥିଲା। କାଜା ମୋଇଦିନ(୪୫) ନାମକ ସମ୍ପୃକ୍ତ ଯାତ୍ରୀ ଥାଇଲାଣ୍ଡରୁ ଫେରୁଥିଲେ। ଚିତାବାଘ ଛୁଆ ସହିତ ସମ୍ପୃକ୍ତ ଯାତ୍ରୀଙ୍କୁ ତାମିଲନାଡ଼ୁ ଜଙ୍ଗଲ ବିଭାଗ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ତାଙ୍କ ନାମରେ ବେଆଇନ ଚିତାବାଘ ଛୁଆ ଚାଲାଣ ଅଭିଯୋଗକ୍ରମେ ମାମଲା ରୁଜୁ ହୋଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories