ଛତିଶଗଡ : ଛତିଶଗଡ ସୁକୁମାରେ ଆଇଇଡି ବିସ୍ଫୋରଣରେ ୩ ଜଣ ଯବାନ ଶହୀଦ୍ ହୋଇଥିବା ଖବର ଗୁରୁବାର ସାମ୍ନାକୁ ଆସିଛି। ତଲାସି ଅଭିଯାନ ସମୟରେ ଆଇଇଡି ବିସ୍ଫୋରଣରେ ଯବାନ ଶହୀଦ୍ ହୋଇଛନ୍ତି । ଛତିଶଗଡ-ତେଲେଙ୍ଗାନା ମୁଲୁଗୁ ଜିଲାରେ ମାଓବାଦୀ-ଯବାନ ମୁହାଁମୁହିଁ ହୋଇଛନ୍ତି । ପେରୁରୁ ଏବଂ ୱାଜେଡୁ ଥାନା ଅଞ୍ଚଳରେ ଗୁଳି ବିନିମୟ ଚାଲୁ ରହିଛି।
- Advertisement -



