ବଡ ଖବର; ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା, ୬ ମୃତ

ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ଗୁରୁବାର ସକାଳେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି । ଖବର ପାଇ ପୁଲିସ- ପ୍ରଶାସନ ସହ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ଗୁରୁବାର ସକାଳେ ଉତ୍ତରକାଶୀର ଗଙ୍ଗାନାନୀରେ ପ୍ରାୟ ୨୦୦ ମିଟର ଗଭୀର ଖାଇକୁ ହେଲିକପ୍ଟର ଖସି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଘରୋଇ ହେଲିକପ୍ଟରରେ ପାଞ୍ଚ ମହିଳାଙ୍କ ସହ ୨ ପୁରୁଷ ଥିଲେ । ପାଇଲଟଙ୍କ ସମେତ ୬ ଜଣଙ୍କ … Continue reading ବଡ ଖବର; ଉତ୍ତରକାଶୀରେ ହେଲିକପ୍ଟର ଦୁର୍ଘଟଣା, ୬ ମୃତ