www.samajalive.in
Saturday, December 6, 2025
15.1 C
Bhubaneswar

ଚାଣକ୍ୟ ନୀତି : ଏହି ୩ଟି ଉପାୟରେ ଶୀଘ୍ର ହେବେ ଧନୀ..

ସଭିଏଁ  ଇଚ୍ଛା କରନ୍ତି ସେମାନେ ଅଧିକ ଧନ ସଂଚୟ କରନ୍ତୁ। ଧନୀ ହୁଅନ୍ତୁ। ଟଙ୍କାର ଅଭାବ ନରହୁ। ତେବେ ଏଭଳି ଇଚ୍ଛା ଆପଣଙ୍କର ଥିଲେ କିଛି ଏଭଳି ଉପାୟ ରହିଛି,ଯାହାକୁ ଆପଣାଇବା ଦ୍ୱାରା ଶୀଘ୍ର ଧନୀ ହୋଇପାରିବେ। ନିୟମିତ ସେହି ୩ଟି କାର୍ଯ୍ୟ କରିବା ଦ୍ୱାରା ଧନସମ୍ପତି ବୃଦ୍ଧି ପାଇଥାଏ।

ଆଚାର୍ଯ୍ୟ ଚାଣକ୍ୟ ଏଭଳି ୩ଟି କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହା ମନୁଷ୍ୟକୁ ଶୀଘ୍ର ଧନୀ କରିଥାଏ। ଯେଉଁମାନେ ଏହି ୩ଟି କାର୍ଯ୍ୟକୁ କରନ୍ତି ସେମାନେ ସର୍ବଦା ହସଖୁସିରେ ସମୟ ଅତିବାହିତ କରିବା ସହ ଧନସମ୍ପତିର ଆଦୌ ଅଭାବ ହୋଇନଥାଏ। ଏହି ୩ଟି ଉପାୟ ଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହେବା ସହ ଧନ ବୃଦ୍ଧି ହୋଇଥାଏ।

ରାହୁ-କେତୁଙ୍କ ପ୍ରଭାବ ଥିଲେ ମିଳେ ଏହି ସଙ୍କେତ : ଏମିତି ମିଳିବ ଶୁଭଫଳ..

- Advertisement -

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ସଭିଁଙ୍କୁ ବ୍ରହ୍ମ ମୁହୂର୍ତ୍ତରେ ଶେଯ ତ୍ୟାଗ କରିବା ସହ ସ୍ନାନ ଓ ଧ୍ୟାନ କରିବା ଉଚିତ୍। ଚାଣକ୍ୟଙ୍କ ଅନୁଯାୟୀ, ସ୍ନାନ ଓ ଧ୍ୟାନ କରିବା ପରେ ପ୍ରଥମେ ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରିବା ଉଚିତ୍।

ଚୈତ୍ର ନବରାତ୍ରୀରେ ଏହି ଉପାୟରେ ଦୂର ହେବ ବାସ୍ତୁ ଦୋଷ..

ଏହାପରେ ଏକ ମାଳାରେ କିଛି ସମୟ ଭଗବାନଙ୍କ ନାମ ସ୍ମରଣ କରିବା ସହ ଏହି ମାଳାକୁ ଭଗବାନଙ୍କୁ ଅର୍ପଣ କରନ୍ତୁ।

ମାଳା ଅର୍ପଣ କରିବା ପରେ ଚନ୍ଦନ ପ୍ରଭୁଙ୍କୁ ଅର୍ପଣ କରିବା ସହ ଏହାକୁ ନିଜ ମଥା ଓ ଗଳାରେ ଲଗାନ୍ତୁ।

ଏହାପରେ ଶ୍ଲୋକ ଶୁଣନ୍ତୁ କିମ୍ବା ଗାନ କରନ୍ତୁ।

ଏହି ଉପାୟ ଆପଣାଇବା ଦ୍ୱାରା କଦାପି ଧନ, ସୁଖସମୃଦ୍ଧିର ଅଭାବ ହୋଇନଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories