ଚୈତ୍ର ନବରାତ୍ରୀରେ ଏହି ଉପାୟରେ ଦୂର ହେବ ବାସ୍ତୁ ଦୋଷ..

ଚୈତ୍ର ନବରାତ୍ରୀ ପର୍ବ ଏପ୍ରିଲ ୯ରୁ ଆରମ୍ଭ ହେବ। ଏହି ୯ ଦିନରେ ମା’ଦୁର୍ଗାଙ୍କର ୯ଟି ସ୍ୱରୂପକୁ ପୂଜାର୍ଚ୍ଚନା କରାଯାଏ। ଏହାସହ ଅଷ୍ଟମୀ କିମ୍ବା ନବମୀ ଦିନ କନ୍ୟା ପୂଜା କରାଯାଇ ଭକ୍ତ ନିଜ ବ୍ରତ ସମ୍ପୂର୍ଣ୍ଣ କରିଥାଆନ୍ତି। ନବରାତ୍ରୀରେ ମା’ ଭକ୍ତଙ୍କ ଘରେ ବିରାଜମାନ କରିଥାଆନ୍ତି। ମାନ୍ୟତା ଅନୁଯାୟୀ, ଚୈତ୍ର ୯ ରାତ୍ରୀରେ ୯ ଦିନ କିଛି ସ୍ୱତନ୍ତ୍ର ଉପାୟ ଆପଣାଇବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ। ନବରାତ୍ରୀ ସମୟରେ ଘରର ମୁଖ୍ୟ … Continue reading ଚୈତ୍ର ନବରାତ୍ରୀରେ ଏହି ଉପାୟରେ ଦୂର ହେବ ବାସ୍ତୁ ଦୋଷ..