nua o banner

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

bjd  ek lkhya koti banner

ନୂଆଦିଲ୍ଲୀ  : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା ୪% ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରୀଙ୍କ ମହଙ୍ଗା ଭତ୍ତା  ପୂର୍ବରୁ ଥିଲା ୩୮ ପ୍ରତିଶତ ରହିଥିବାବେଳେ  ଏବେ ଏହା ବୃଦ୍ଧି ପାଇ ୪୨% ହୋଇଛି। ଏହି ଭତ୍ତା ବୃଦ୍ଧି ଦ୍ୱାରା କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ୫୦ଲକ୍ଷ କର୍ମଚାରୀ ଓ ୬୧ଲକ୍ଷ ପେନସନ ଭୋଗୀ ଉପକୃତ ହେବେ ବୋଲି ସୂଚନା ଦିଆଯାଇଛି।

Comments are closed.