www.samajalive.in
Sunday, December 7, 2025
26.1 C
Bhubaneswar

ବିଜେଡି ନେତା ଅରୁଣ ଓ ଅତନୁଙ୍କୁ ସିବିଆଇ ନୋଟିସ୍‍

ଭୁବନେଶ୍ୱର : ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ମଙ୍ଗଳବାର ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ନୋଟିସ୍‍ ପଠାଇଥିବା ଜାଣିବାକୁ ମିଳିଛି। ସି-ସୋର ସହ ଏମାନଙ୍କର କଣ ସମ୍ପର୍କ ଥିଲା ଓ ସି-ସୋର କିପରି ଏମାନଙ୍କ ଠାରୁ ଲାଭବାନ ହୋଇଥିଲା ତାହା ଜାଣିବା ପାଇଁ ସିବିଆଇ ଏହି ନୋଟିସ୍‍ କରିଥିବା ଏଏନ୍‍ଆଇ ପକ୍ଷରୁ ସୂଚନା ମିଳିଛି। ନିର୍ବାଚନ କିଛିମାସ ବାକି ଥିବାବେଳେ ସିବିଆଇ ନୋଟିସ୍‍କୁ ନେଇ ରାଜନୀତି ସରଗରମ ହେବ ବୋଲି ଚର୍ଚ୍ଚା ହେଉଛି। ପ୍ରକାଶଯୋଗ୍ୟ ଯେ ସି-ସୋର ସହ ରାଜନ÷ତିକ ଲିଙ୍କ ନେଇ ସିବିଆଇ ତଦନ୍ତ ଚଳାଇଛି। ତଦନ୍ତରୁ ଉପରୋକ୍ତ ନେତାଙ୍କ ଭୂମିକା ସନ୍ଦେହ ଘେରରେ ଥିବା ଜଣାପଡିଛି। ତେବେ ଏହି ଦୁଇ ନେତାଙ୍କୁ କେବେ ହାଜର ହେବାକୁ କୁହାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories