www.samajalive.in
Saturday, December 6, 2025
23.1 C
Bhubaneswar

ଧର୍ମ ଆଧ୍ୟାତ୍ମ

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ କାଳରୁ ଶାଖା ପ୍ରଶାଖା ମେଲାଇ କାୟାବିସ୍ତାର ପୂର୍ବକ ନିଜର ସ୍ଥିତି ଜାହିର କରୁଥିଲା। ବୃକ୍ଷଡାଳରେ ନାନା ଜାତିର ପକ୍ଷୀ ବସାବାନ୍ଧି...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ ହେଲେ ମଧ୍ୟ ଶକ୍ତିର ପରିଚୟ ଦେଇ ନପାରିଲେ, ସର୍ବଦା ନିଜକୁ ଦୁର୍ବଳ ବୋଲି ଭାବିଲେ ବିଭିନ୍ନ କ୍ଷେତ୍ରରେ ଜଟିଳ ସ୍ଥିତିକୁ...

ସାବଧାନ! ଆଗାମୀ ୨୩୩ ଦିନ ପାଇଁ ଆପଣଙ୍କ ରାଶିରେ ପଡିବ ଶନି ପ୍ରଭାବ

ସମାଜ ଲାଇଭ ଡ଼େସ୍କ : ଶନି ଏକ କର୍ମମୁଖୀ ଗ୍ରହ, ତେଣୁ ବ୍ୟକ୍ତିର କର୍ମଫଳ ଶନି ଦେବଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଏ । ୨୮ ନଭେମ୍ବର...

ଆଜି ବର୍ଷର ଶେଷ ସୁପରମୁନ୍‌ ଦୃଶ୍ୟମାନ ହେବ: ଚମକିବ ୩ ରାଶିଙ୍କ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ଯେତେବେଳେ ଚନ୍ଦ୍ର ପୃଥିବୀର ସବୁଠାରୁ ନିକଟତର ହୁଅନ୍ତି, ସେହି ଦିନକୁ ପୂର୍ଣ୍ଣିମା କୁହାଯାଏ । ଯାହାକୁ ବୈଜ୍ଞାନିକ ଭାଷାରେ ସୁପରମୁନ୍ କୁହାଯାଏ...

ଚିନ୍ତାକଳ୍ପ : ପରମେଶ୍ବରଙ୍କ ଇଚ୍ଛା

ସମ୍ଭ୍ରାନ୍ତ ପରିବାରରେ ଜନ୍ମ ହୋଇଥି​‌େ​‌ଲ, ପ୍ରାଚୁର୍ଯ୍ୟ ଭିତରେ ଗତି କରୁଥିବାବେଳେ ଦାରିଦ୍ର୍ୟର କଷାଘାତଜନିତ ସାମାନ୍ୟତମ ଅନୁଭୂତି ମଧ୍ୟ ନଥିଲା। ଘଟଣାଚକ୍ରରେ ପିତାଙ୍କର ଆକସ୍ମିକ ମୃତ୍ୟୁ ବିନାମେଘେ...

ଚିନ୍ତାକଳ୍ପ : ଧର୍ମ ଓ କର୍ତ୍ତବ୍ୟ

କୁରୁକ୍ଷେତ୍ର ପ୍ରାଙ୍ଗଣ। ଉଭୟ ପକ୍ଷର ଅକ୍ଷୌହିଣୀ-ଅକ୍ଷୌହିଣୀ ସୈନ୍ୟସାମନ୍ତ ସହ ବିଭିନ୍ନ ପ୍ରାନ୍ତରୁ ଆସିଥିବା ରାଜାମାନେ ଯୁଦ୍ଧ ନିମିତ୍ତ ପ୍ରସ୍ତୁତ ଥିଲେ। ରଣଭେରୀ ବାଜିବା ମାତ୍ରେ ଶକ୍ତି...

ଚିନ୍ତାକଳ୍ପ : ସାହସିକତା, ଚରିତ୍ରବତ୍ତାର ପୁରସ୍କାର

ଛତ୍ରପତି ଶିବାଜି ଶୟନ କକ୍ଷରେ ନିଦ୍ରିତ ଥାନ୍ତି। ନିଶାର୍ଦ୍ଧରେ ଶୟନ ଗୃହକୁ ସନ୍ତର୍ପଣରେ ପ୍ରବେଶ କରିଥିବା ବାଳକଟି ଶିବାଜିଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ କରିବା ପୂର୍ବରୁ...

ଚିନ୍ତାକଳ୍ପ: ମହାର୍ଘ ଗୁରୁଦକ୍ଷିଣା

କୃଷ୍ଣ ବଳରାମ ଦୁହେଁ ସନ୍ଦୀପନିଙ୍କ ବାରାଣସୀ ନିକଟବର୍ତ୍ତୀ ଅବନ୍ତୀନଗରରେ ଥିବା ଆଶ୍ରମରେ ରହି ଧନୁର୍ବିଦ୍ୟା ସହ ଅନ୍ୟାନ୍ୟ ବିଦ୍ୟା ଶିକ୍ଷା କରୁଥିଲେ। ଶିକ୍ଷା ସମାପ୍ତ ପରେ...