ଚଳ ଚଞ୍ଚଳ ରାସ୍ତା ଉପରେ ଭୁଶୁଡି ପଡିଲା ତିନି ମହଲା କୋଠା ଘର, ତିନି ଜଣ ଜୀବନ୍ତ ଉଦ୍ଧାର

0

ଯୋଧପୁର:  ରାଜସ୍ଥାନର ଯୋଧପୁରରେ ଏକ ତିନି ମହଲା କୋଠାଘର ଭୁଶୁଡି ପଡିଛି ।  ସର୍ଦ୍ଦାରପୁର ଅଞ୍ଚଳରେ ଏହି ଘଟଣା ଘଟିଛି ।    ଏହା ତଳୁ ୩ ଜଣ ଲୋକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । କୋଠ ଘର ତଳେ  ନୂଆ ନିର୍ମାଣ ପାଇଁ  ଖୋଳାଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଏବେବି ଏହା ତଲେ ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି ।  ଖବର ଲେଖା ହେବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।

Leave A Reply