www.samajalive.in
Sunday, December 7, 2025
26.1 C
Bhubaneswar

ସୀମା ସୁରକ୍ଷା ବାହିନୀ ଦ୍ୱାରା ଦୁଇ ପାକିସ୍ତାନୀ ନାଗରିକ ଗିରଫ

ଲୁଧିଆନା . –  ପଞ୍ଜାବ ସୀମାରେ ଦୁଇଜଣ ପାକିସ୍ତାନୀ ନାଗରିକଙ୍କୁ ସୀମା ସୁରକ୍ଷା ବାହିନୀର ଯବାନମାନେ ଗିରଫ କରିଛନ୍ତି । ଏମାନଙ୍କ ନିକଟରୁ ପାକିସ୍ତାନୀ ସେନାର ପରିଚୟ ପତ୍ର ଥିବା ବେଳେ , ପାକିସ୍ତାନୀ ମୁଦ୍ରା ଓ ସ୍ମାର୍ଟଫୋନ୍‌ ଜବତ କରାଯାଇଛି । ଅନ୍ତର୍ଜାତୀୟ ସୀମାରେଖାଠାରୁ ମାତ୍ର ୩୦୦ ମିଟର ଦୂରରେ ଏମାନଙ୍କୁ ଗିରଫ କରାଯାଇଛି ।

ଏହି ଦୁଇଜଣ ପାକିସ୍ତାନୀ ଗୁପ୍ତଚର ବୋଲି ସନ୍ଦେହ କରାଯାଉଛି। ଗିରଫ ହୋଇଥିବା ଦୁଇ ଜଣଙ୍କର ନାମ ମୁତାଜ ଖାନ୍‌ ଓ  ସିରାଜ୍‌ ଅହମ୍ମଦ ।  ପଞ୍ଜାବର ଫିରୋଜପୁର ନିକଟରୁ ଏହାକୁ ଗିରଫ କରାଯାଇଛି । ସିରାଜ୍‌ ଓ ମୁମତାଜ୍‌ ନିଜର ପ୍ରକୃତ ପରିଚୟ ଲୁଚାଉଥିବା କଥା ସନ୍ଦେହ କରାଯାଉଛି । ଏମାନେ ମିଛ ପରିଚୟ ପତ୍ର ସାଙ୍ଗରେ  ଆଣିଛନ୍ତି ବୋଲି  ଭାରତର ସୁରକ୍ଷା ସଂସ୍ଥାମାନେ ସୂଚନା ଦେଇଛନ୍ତି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories