ଭୁବନେଶ୍ବର: ଏକ ଅଭିନବ ଉପାୟରେ ବ୍ରାଉନ୍ ସୁଗର ଚାଲାଣ ହେଉଥିବା ଦେଖିବାକୁ ମିଳିଛି। କଦଳୀ କାନ୍ଧି ଭିତରେ ବ୍ରାଉନ୍ ସୁଗର ଚାଲାଣ ହେଉଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ସାପ୍ତାହିକ ହାଟରୁ କଦଳୀ ବୋଝେଇ ଗାଡ଼ିରେ ଏଭଳି ଅଭିନବ ଢଙ୍ଗରେ ବ୍ରାଉନ ସୁଗର ଚାଲାଣ ହେଉଛି। ଏନେଇ ପୁଲିସ୍ ପାଖରେ କୌଣସି ଖବର ନଥିବା ବେଳେ ଏଥିରେ ଛାତ୍ରମାନଙ୍କ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।
Popular Categories



