www.samajalive.in
Saturday, December 6, 2025
23.1 C
Bhubaneswar

ବାସ୍‌ ଏହି ସରଳ ଉପାୟରେ ପତି-ପତ୍ନୀ ମଧ୍ୟରେ ଆଦୌ ହେବନି କଳହ, ଅଶାନ୍ତି,ସୁଖମୟ ହେବ ଜୀବନ..

ଜୀବନରେ ପେଙ୍ଗସୁଇ ଅନେକ ସକରାତ୍ମକ ଶକ୍ତି ଆଣିଥାଏ ବୋଲି ମାନ୍ୟତା ରହିଛି । ଏହା ନକରାତ୍ମକ ଶକ୍ତିକୁ ମଧ୍ୟ ଦୂର କରିଥାଏ । ବୈବାହିକ ଜୀବନରେ ସମସ୍ୟା ଥିଲେ, ଦମ୍ପତିଙ୍କ ମଧ୍ୟରେ କଳହ, ଅଶାନ୍ତି ହେଉଥିଲେ ପେଙ୍ଗସୁଇର କିଛି ସହଜ ଉପାୟ ମାଧ୍ୟମରେ ଏହି ସମସ୍ୟାକୁ ଦୂର କରି ହେବ । ତେବେ ଏଭଳି କେତେକ ଉପାୟ ବିଷୟରେ ଜାଣନ୍ତୁ, ଯାଦ୍ୱାରା ବୈବାହିକ ଜୀବନ ସୁଖମୟ ହେବା ସହ କଳହ ହେବ ନାହିଁ ।

ପତି-ପତ୍ନୀଙ୍କ ମଧ୍ୟରେ ବାରମ୍ବାର କଳହ ହେଉଥିଲେ, ଛୋଟ ଛୋଟ କଥାରେ ଅଶାନ୍ତି ହେଉଥିଲେ, ପେଙ୍ଗସୁଇ ଅନୁଯାୟୀ ଗୋଲାପି ରଙ୍ଗ ଏହାର ଏକ ସମାଧାନ । ଗୋଲାପି ରଙ୍ଗ ପ୍ରେମ ବୃଦ୍ଧିର କାରକ ବୋଲି କୁହାଯାଏ ।

ନଭେମ୍ବରରେ ଗ୍ରହଙ୍କ ମହାସଂଯୋଗ: ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବେ ଶିବଶଙ୍କର, ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ..

- Advertisement -

ଦମ୍ପତିଙ୍କ ମଧ୍ୟରେ କଳହ ଦୂର ପାଇଁ ଶୟନ କକ୍ଷରେ ଗୋଲାପି ରଙ୍ଗର ବ୍ୟବହାର କରନ୍ତୁ । ଶୟନ କକ୍ଷର କାନ୍ଥକୁ ହାଲୁକା ଗୋଲାପି ରଙ୍ଗ କରନ୍ତୁ । ମାତ୍ର ଗାଢ ନୁହେଁ । ଏହା ସହ ପରଦା, ଚାଦର, ଫୁଲ, କମ୍ବଳ ଆଦି ମଧ୍ୟ ଗୋଲାପି ରଙ୍ଗର ବ୍ୟବହାର କରନ୍ତୁ ।

ଶୟନ କକ୍ଷକୁ ସର୍ବଦା ସଫା ରଖନ୍ତୁ । ସଠିକ୍‌ ସ୍ଥାନରେ ସମସ୍ତ ଜିନିଷ ରଖିବା ସହ ଅଦରକାରୀ ଜିନିଷ ରଖନ୍ତୁ ନାହିଁ । ଘରର ପ୍ରବେଶ ଦ୍ୱାରକୁ ମଧ୍ୟ ସଫା ରଖନ୍ତୁ । ଏହାଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

ଘରେ ଶୁଭଫଳ ପ୍ରଦାନ କରୁଥିବା ଗଛ ନିଶ୍ଚୟ ଲଗାନ୍ତୁ । ଏହାଦ୍ୱାରା ଘରେ ସର୍ବଦା ସକରାତ୍ମକ ବାତାବରଣ ରହିବା ସହ ପତି-ପତ୍ନୀଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ । ଘରେ ବାଉଁଶ, ମନି ପ୍ଲାଣ୍ଟ ଆଦି ଗଛ ନିଶ୍ଚୟ ଲଗାନ୍ତୁ ।

ଏଥିପାଇଁ ଶୋଇଥିବା ଅବସ୍ଥାରେ ସାଙ୍ଗକୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା କଲା ସାଙ୍ଗ..

ଖାଇକୁ ବସ୍‌ ଖସିବା ଘଟଣା; ମୃତ୍ୟୁ ସଂଖ୍ୟା ୩୮

 

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories