www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

କଟକ: କଟକ ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗାଁରେ ଥିବା ଏକ ମେଡିସିନ ଦୋକାନରେ ଚଢ଼ାଉ, ବିପୁଳ କଫସିରପ ସହିତ ୩୨ ପ୍ରକାର ବେଆଇନ ଔଷଧ ଜବତ, ୨ ଗିରଫ..

ଭଦ୍ରକ: ବୁଲା ଗୋରୁଙ୍କୁ ଧରି ଚାଲାଣ ବେଳେ ଗୋମାଫିଆଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ଗାଡ଼ି ଛାଡ଼ି ପଳାଇଲେ ଚାଲାଣକାରୀ, ଗୋମାଫିଆଙ୍କ ସ୍କର୍ପିଓ ଏବଂ ବାଇକ ଭାଙ୍ଗିଲେ ଲୋକେ, କେନ୍ଦୁଆପଦା ଫାଣ୍ଡି ଗଣ୍ଡଗରା ଗ୍ରାମ ନିକଟରେ ଘଟିଛି ଘଟଣା..

- Advertisement -

ସୁନ୍ଦରଗଡ : ଝିଅ ଆଗରେ ଚାଲିଗଲା ବାପାର ଜୀବନ, ବାପା- ଝିଅ ବାଇକରେ ଯାଉଥିବା ବେଳେ ଚଢିଗଲା ଟ୍ରେଲର..

ନଭେମ୍ବର ୭ରେ ଶୁକ୍ରଙ୍କ ଚଳନ; ୧୨ ରାଶି ଉପରେ ପଡିବ କି ପ୍ରଭାବ, ଜାଣନ୍ତୁ କିଏ ହେବେ ଭାଗ୍ୟଶାଳୀ, ମିଳିବ ଧନ,ସନ୍ତାନ ସୁଖ..

ଜାମ୍ମୁ-କାଶ୍ମୀର ବିଧାନସଭାରେ ଦୁଇ ବିଧାୟକ ହାତାହାତି, ଧାରା ୩୭୦କୁ ପୁନଃଲାଗୁ କରିବା ଏବଂ ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ପାହ୍ୟା ମାନ୍ୟତା ଦାବି ବେଳେ ବିଧାୟକ ଖୁର୍ଶିଦ ଶେଖ ଏବଂ ବିଜେପି ବିଧାୟକ ସୁନୀଲ ଶର୍ମାଙ୍କ ମଧ୍ୟରେ ମାରପିଟ..

ପଟିଆରେ ହଷ୍ଟେଲ୍‌ରୁ ମେଡିକାଲ କୋଚିଂ ନେଉଥିବା ଛାତ୍ରୀଙ୍କ ମୃତଦେହ ଉଦ୍ଧାର..

ଭୁବନେଶ୍ଵର ବିମାନବନ୍ଦରରେ ବିମାନ ବାତିଲ ପରେ ଯାତ୍ରୀଙ୍କ ଧାରଣା, ହାଇଦ୍ରାବାଦ ଯିବାକୁ ଥିବା ବାତିଲ ହେବାରୁ ଧାରଣାରେ ବସିଲେ ୬୦ରୁ ଅଧିକ ଯାତ୍ରୀ..

ଉଷାଙ୍କୁ ପ୍ରଶଂସା କଲେ ଟ୍ରମ୍ପ; କହିଲେ ଉଷା ମୋଠାରୁ ଅଧିକ ଦକ୍ଷ..

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories