www.samajalive.in
Monday, December 15, 2025
26.1 C
Bhubaneswar

ଗୋରୁ ମାଫିଆଙ୍କ ଗାଡ଼ି ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ସମାଜ ଡିଜିଟାଲ ଡେସ୍କ: ରାତି ଅଧରେ ବୁଲା ଗୋରୁଙ୍କୁ ଧରି ଚାଲାଣ କରିବାକୁ ହେଉଥିଲା ଯୋଜନା। ହେଲେ ଗ୍ରାମବାସୀଙ୍କ ନଜରରେ ପଡ଼ିଗଲେ ଗୋରୁ ମାଫିଆ। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲା କେନ୍ଦୁଆପଦା ଫାଣ୍ଡି ଅନ୍ତର୍ଗତ ଗଣ୍ଡଗରା ଗ୍ରାମ ନିକଟରେ। ଲୋକଙ୍କୁ ଦେଖି ଗୋରୁ ମାଫିଆ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଉତ୍ତ୍ୟକ୍ତ ଲୋକେ ସେମାନଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହିତ ପୁଲିସକୁ ଖବର ଦେଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଗୋରୁ ମାଫିଆଙ୍କ ଏକ ସ୍କର୍ପିଓ ଏବଂ ବାଇକ ଭାଙ୍ଗି ଦେଇଛନ୍ତି। ଏହି ଅଞ୍ଚଳରେ ପୂର୍ବରୁ ଗୋରୁ ମାଫିଆ ଏଭଳି କାର୍ଯ୍ୟ କରିଆସୁଥିବା ସୂଚନା ମିଳିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories