www.samajalive.in
Friday, December 5, 2025
20.1 C
Bhubaneswar

ବିମାନ ବାତିଲ ପରେ ଯାତ୍ରୀଙ୍କ ଧାରଣା

ସମାଜ ଡିଜିଟାଲ​‌ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ବାରମ୍ବାର ବିମାନ ବାତିଲକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ପ୍ରତିବାଦରେ ଗୁରୁବାର ୬୦ରୁ ଅଧିକ ଯାତ୍ରୀ ବିମାନବନ୍ଦର ପରିସରରେ ଧାରଣା ଦେଇଛନ୍ତି। ବିମାନ କମ୍ପାନୀର ମନମୁଖୀ କାର୍ଯ୍ୟକୁ ଯାତ୍ରୀମାନେ ତୀବ୍ର ବିରୋଧ କରିଛନ୍ତି।

ସୂଚନା ଅନୁସାରେ, ଗତ ବୁଧବାର ସକାଳ ୯ଟା ୪୫ ମିନିଟରେ ଭୁବନେଶ୍ଵରରୁ ଏକ ବିମାନ ହାଇଦ୍ରବାଦ ଉଡ଼ାଣ ଭରିବାର ଥିଲା। କିନ୍ତୁ କୌଣସି କାରଣରୁ ତାହାକୁ ବାତିଲ କରିଦିଆଯାଇଥିଲା। ଗୁରୁବାର ସକାଳ ୮ଟା ୪୫ରେ ହାଇଦ୍ରାବାଦ ଉଡ଼ାଣ ପାଇଁ ପୁନର୍ବାର ସମୟ ଧାର୍ଯ୍ୟ ହୋଇଥିଲା। ସେଥିଲାଗି ଟିକଟ କାଟିଥିବା ଯାତ୍ରୀମାନେ ବିମାନବନ୍ଦରରେ ଆସି ପହଞ୍ଚିଥିଲେ। କିନ୍ତୁ ପୁନର୍ବାର ବିମାନକୁ ବାତିଲ କରିଦିଆଯାଇଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ଯାତ୍ରୀମାନେ ଧାରଣା ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories