ପ୍ରତିଶ୍ରୁତି ପାଳନ କରୁ ବିଜେପି- ପ୍ରତାପ ଦେବ
ଭୁବନେଶ୍ୱର: ଓଡ଼ିଶା ଜନସାଧାରଣଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତି ପାଳନ କରୁ । ପ୍ରତିଶ୍ରୁତି କେବଳ ପାଣିର ଗାର ନହେଉ । ୩୦୦ ୟୁନିଟ୍ ବିଦ୍ୟୁତ୍ ବିଲ୍ ଛାଡ ପାଇଁ ନିର୍ବାଚନ ସମୟରେ ଘୋଷଣା କରିଥିଲେ ବିଜେପି । ଆଜିଠୁ ୩୦୦ ୟୁନିଟ୍ ଯାଏଁ ବିଦ୍ୟୁତ୍ ବିଲ୍ ଛାଡ କରୁ ବୋଲି ସାମ୍ବାଦିକ ସମ୍ମିଳନୀ କରି ଦାବି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ବିଜେଡି କ୍ଷମତାକୁ ଆସିଲେ ଜୁଲାଇରୁ ବିଦ୍ୟୁତ୍ ବିଲ୍ ଛାଡ କରିଥାନ୍ତା ।
Comments are closed.