ଗୁରୁଡିଝାଟିଆ : ଆଠଗଡ ବିକାଶମଞ୍ଚ ପକ୍ଷରୁ ଖୁଣ୍ଟୁଣୀ ଠାରେ ରୋଗପ୍ରତିରୋଧକ ବୃଦ୍ଧି ପାଇଁ ହୋମିଓ ପ୍ୟାଥିକ ଔଷଧ ବଣ୍ଟନ କରାଯାଇଛି। ବିକାଶମଞ୍ଚ ସଭାପତି ତଥା ସମାଜସେବୀ ମାନସ ବସ୍ତିଆ ଖୁଣ୍ଟୁଣୀ ଗାଁର ଦୋଳମଣ୍ଡପ ଠାରେ ଗାଁର ଲୋକମାନଙ୍କୁ ରୋଗପ୍ରତିରୋଧକ ଶକ୍ତି ବର୍ଦ୍ଧକ ହୋମିଓପ୍ୟାଥିକ ଔଷଧ ବଣ୍ଟନ କରିବା ସହିତ କରୋନାକୁ ପରାଜିତ କରିବା ନିମନ୍ତେ ସରକାରଙ୍କ ନିୟମକୁ ମାନି ମାକ୍ସ ପିନ୍ଧିବା, ସାମାଜିକ ଦୂରତାରକ୍ଷା କରିବା ଓ ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଥିଲେ।
Popular Categories



