ରାଜଧାନୀ​‌ରେ ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ, ବରଗଡ଼ ପୁଲିସର ଛାନଭିନ ଆରମ୍ଭ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜଣେ ଅଚିହ୍ନା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ବଡ଼ଗଡ଼ ଥାନା ଅନ୍ତର୍ଗତ ବସୁଆଘାଇ ନଦୀପଠା ବୁଦାରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ପ୍ରାଥମିକ ତଦନ୍ତରୁ ଯୁବତୀଙ୍କୁ କେହି ହତ୍ୟା ପରେ ଫିଙ୍ଗି ଦେଇଥିବା ପୁଲିସ ସନ୍ଦେହ କରୁଛି। ଘଟଣାସ୍ଥଳରେ ପହଞ୍ଚି ବଡ଼ଗଡ଼ ପୁଲିସ ଛାନଭିନ ଆରମ୍ଭ କରିଛି।

kalyan agarbati

Comments are closed.