ଭୁବନେଶ୍ୱର : ଗଛକୁ ପିଟି ଓଲଟି ପଡିଲା ଅତିରିକ୍ତ ଏସପିଙ୍କ ଗାଡି । ଏସ୍ପି ଓ ତାଙ୍କ ପତ୍ନୀଙ୍କ ସହ ୪ ଜଣ ଆହତ ହୋଇଛନ୍ତି। ସଭିଁଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । କଟକରୁ ଫେରିବା ବେଳେ ଶାଳୁଆପଲି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ସ୍ତ୍ରୀ ଓ ଶାଶୁଙ୍କ ସହ ଅତିରିକ୍ତ ଏସପି ଭଞ୍ଜନଗର ଫେରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଆଉ ମାତ୍ର ଅଳ୍ପ ଦିନ; ସୂର୍ଯ୍ୟ-ଶନି ହେବେ ଏକାଠି, ଫେବୃଆରୀରେ ଦୁର୍ଲ୍ଲଭ ଯୋଗ ,ଏହି ୪ ରାଶି ହେବେ ଭାଗ୍ୟବାନ୍



