ଦେଖନ୍ତୁ ଭିଡିଓ ; ଘର ଭିତରକୁ କେମିତି ପ୍ରବେଶ କଲା ବିଶାଳକାୟ ଅଜଗର

ନୂଆଦିଲ୍ଲୀ : ଅଜଗର ହେଉ କିମ୍ବା ଅନ୍ୟ ସାପ ନାଁ ଶୁଣିବା ମାତ୍ରେ ଭୟଭୀତ ଲାଗିବା ସାଧାରଣ କଥା। ଅଜଗର ନିଜ ଶିକାରକୁ ଦଂଶନ କରିବା ବଦଳରେ ସିଧାସଳଖ ଗିଳି ଦେଇଥାଏ। ତେବେ ଚିନ୍ତା କରନ୍ତୁ ଯଦି ଏକ ବିଶାଳକାୟ ଅଜଗର ଘର ଭିତରକୁ ପ୍ରବେଶ କରୁଥିବା ଦେଖିବେ ଅବସ୍ଥା କ’ଣ ହେବ। ନିକଟରେ ଏଭଳି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ସାପଟି ଏକ ପାଇପ … Continue reading ଦେଖନ୍ତୁ ଭିଡିଓ ; ଘର ଭିତରକୁ କେମିତି ପ୍ରବେଶ କଲା ବିଶାଳକାୟ ଅଜଗର