ଦିଗପହଣ୍ଡି ହତ୍ୟାକାଣ୍ଡରେ ୫୦ହଜାର ଟଙ୍କା ସୁପାରୀ, ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଦିଗପହଣ୍ଡି ଡବଲ ମର୍ଡର ଘଟଣାରେ ୯ଜଣଙ୍କୁ ଗିରଫ କରାଯାଇଛି। ରାଜନୈତିକ ବିବାଦରୁ ହତ୍ୟାକାଣ୍ଡ ଘଟିଛି।ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଗୌଡ଼ ଗିରଫ ହୋଇଛି। ସୁପାରୀ ଦେଇ ୨ ବିଜେଡ଼ି ନେତାଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପାଇଁ ମୁଖ୍ୟ ଅଭିଯୁକ୍ତ ୫୦ହଜାର ଟଙ୍କାର ସୁପାରୀ ଦେଇଥିଲା ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

Comments are closed.