www.samajalive.in
Sunday, December 7, 2025
26.1 C
Bhubaneswar

ଗାଁ ଭିତରେ ଭାଲୁ, ଲୋକେ ଆତଙ୍କିତ

ନବରଙ୍ଗପୁର: ନବରଙ୍ଗପୂର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ମହକୁମା ଗ୍ରାମ ପଞ୍ଚାୟତର ଖଣ୍ଡିଆଗୁଡ଼ା ଗ୍ରାମରେ ରାତି ପାହିଲେ ଗାଁରେ ଭାଲୁ ଆତଙ୍କ । ପ୍ରାଣ ଭୟରେ ଲୋକେ ଘରୁ ବାହାରି ପାରୁ ନାହାନ୍ତି। ପୂଜାରିଗୁଡା ଗ୍ରାମ ପଞ୍ଚାୟତ ନୂଆଗୁଡା, ଖୁଣ୍ଟିପଦର, କାନ୍ଦରାଗୁଡ଼ା, ବଗେଇପଦର, କାଦମାଳି, ଡାକୁଳଗୁଡ଼ା, ଅଂଚଳଗୁମା ପଞ୍ଚାୟତ ଉମୁରି ନିକଟସ୍ତ ଆଦର୍ଶ ବିଦ୍ୟାଳୟ ନିକଟରେ ଭାଲୁ ରହୁଥିବା ସ୍ଥାନୀୟ ଲୋକେ ଦେଖିଥିବା ବେଳେ ନୀତିଦିନ ଏହି ରାସ୍ତାରେ ଲୋକେ ଚଳପ୍ରଚଳ କରୁଛନ୍ତି । ବର୍ତ୍ତମାନ ଚାଷ ସମୟରେ ଲୋକେ ବିଲରେ କାମ କରିବାକୁ ଯିବାଆସିବା ସମୟରେ ଭାଲୁ ହାବୁଡ଼ରେ ପଡୁଛନ୍ତି। ପୂର୍ବରୁ ଏହି ଅଂଚଳରେ ବିଭିନ୍ନ ସମୟରେ ଲୋକେ ଭାଲୁ ହାବୁଡ଼ରେ ପଡି ଲୋକଙ୍କ ମୃତ୍ୟୁ ବି ହୋଇଛନ୍ତି । ଜଙ୍ଗଲ ବିଭାଗ ଠିକଣା ସମୟରେ ସଜାଗ ନ ହେଲେ,ଅନେକ ଜୀବନ ହାନି ହେବାର ଆଶଙ୍କା ରହିଛି। ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ, ଜଙ୍ଗଲରେ ବାସ କରୁଥିବା ଅଧିବାସୀମାନେ ଦାବି କରିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories