www.samajalive.in
Saturday, December 6, 2025
17.1 C
Bhubaneswar

ରାଜଧାନୀରୁ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ବୁଧବାର ଜଣେ ନକଲି ଡାକ୍ତର ଗିରଫ ହୋଇଛନ୍ତି। ତାଙ୍କ ନାମ ଅଜୟ କୁମାର କାଣ୍ଡି।
ଗିରଫ କରାଯିବା ସହ ବହୁ ପରିମାଣରେ ଔଷଧ ମଧ୍ୟ ଜବତ କରାଯାଇଛି। ଓଜନ କମାଇବା, ସୁନ୍ଦର ଦେଖାଯିବା, କର୍କଟ, ଏସିଡିଟି ଆଦି ସମସ୍ୟାକୁ ଦୂର କରିବା ପାଇଁ ଡାକ୍ତର ସାଜି ଲୁଟୁଥିଲେ। କିଛି ମହିଳାଙ୍କୁ ଲକ୍ଷାଧିକ ଟଙ୍କାର ଔଷଧ ବିକ୍ରି କରିଥିବା ଜଣାପଡିଛି । ଔଷଧ ସେବନ ପରେ ଅନେକଙ୍କ ନିକଟରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇଥିଲା।

ଅଧିକ ଘୁଙ୍ଗୁଡି ମାରୁଥିଲେ ହୋଇପାରେ ଗଳା କର୍କଟ; ଜାଣନ୍ତୁ କେମିତି ଦୂର ହେବ ସମସ୍ୟା..


ଘଟଣା ସାମ୍ନାକୁ ଆସିବା ପରେ ଅଜୟକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି । ତାଙ୍କ ନିକଟରୁ ଔଷଧ ମଧ୍ୟ ଜବତ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି।

ଗ୍ରାହକଙ୍କୁ ୩୭୦ ପେଟ୍ରୋଲ ପମ୍ପ ଠକିଛନ୍ତି – ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

- Advertisement -

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories