Other Links

ଆମ ଓଡ଼ିଶା

ବୈଦେଶିକ ସମ୍ପର୍କ: ଭାରତର ବିଦେଶନୀତି ବାସ୍ତବବାଦୀ ହେଉ

ଆଜିର ବିଶ୍ୱରେ ଉତ୍କଣ୍ଠା, ଅସ୍ଥିରତା ଲାଗି ରହିଛି। ମିତ୍ର ଦେଶମାନଙ୍କ ମଧ୍ୟରେ...

ଜଣେ ରାଜା ଓ ଜଣେ ସଂପାଦକ

୧୯୨୬ ମସିହାର ଏକ କଥା। କଳାହାଣ୍ଡିର ମହାରାଜା ଥାଆନ୍ତି ବ୍ରଜମୋହନ ଦେବ।...

ଉପନିର୍ବାଚନରେ ବାଜି ମାରିବି-ଘାସିରାମ

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ଏଠାରେ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ...

ବିଭିନ୍ନ ସଂଗଠନ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଓଡିଶାରେ ଜନ୍ମ ନେଇଥିବା ମହାପୁରୁଷଙ୍କ ମଧ୍ୟରୁ ପୂଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ...

ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ।...

ଦେଶବିଦେଶ

ମମତା ସରକାରଙ୍କୁ ୨୪ ଘଣ୍ଟିଆ ମହଲତ: ଆଇନ ଶୃଙ୍ଖଳା ସୁଧାର, ନଚେତ୍‌ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ

କଲକାତା: ପଶ୍ଚିମବଙ୍ଗର ଜଳପାଇଗୁଡ଼ିରେ ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ବିଧାୟକ...

ନଭି ମୁମ୍ବଇ ବିମାନବନ୍ଦର ଉଦ୍‌ଘାଟିତ

ମୁମ୍ବଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇକୁ ମିଳିଛି ଆଉ ଏକ ଆନ୍ତର୍ଜାତିକ ବିମାନବନ୍ଦର।...

ଦୁଇଟି ଆସନରେ ଲଢ଼ିବେ ତେଜସ୍ବୀ

ପାଟନା: ବିହାର ବିଧାନସଭାର ୨୪୩ ଆସନ ପାଇଁ ନଭେମ୍ବର ୬ ଓ...

ଏନ୍‌ଡିଏ ଆସନ ବୁଝାମଣାରେ ଚିରାଗ କଣ୍ଟା

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ...

କଫ୍‍ ସିରଫ୍‍ କମ୍ପାନୀ ମାଲିକ ଗିରଫ

ଭୋପାଳ: କଫ୍‍ ସିରଫ୍‍ ନିର୍ମାତା କମ୍ପାନୀ ‘ଶ୍ରୀସାନ୍‍ ଫାର୍ମା’ର ମାଲିକ ଗିରଫ...

ରାଜନୀତି

ନୂଆପଡ଼ା ଉପନିର୍ବାଚନ: ବିଜେପି ଓ ବିଜେଡିର ପ୍ରାର୍ଥୀ କସରତ

ନୂଆପଡ଼ା/ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ଦଳ ଭାବେ...

ଘାସିରାମ ମାଝୀ କଂଗ୍ରେସ ପ୍ରାର୍ଥୀ

ସମାଜ ଡିଜିଟାଲ ଡେସ୍କ: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା...

ରାଜ୍ୟବାସୀ ଅସୁରକ୍ଷିତ: ନବୀନ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟନ୍ତ ହୋଇପଡ଼ିଛି, ଯାହାକୁ...

ନୂଆପଡା ବିଜେଡିର ଥିଲା ଓ ରହିବ- ପ୍ରମିଳା

ସମାଜ ଡିଜିଟାଲ ଡେସ୍କ: ନୂଆପଡା ଉପନିର୍ବାଚନରେ ଜିତିବ ବିଜେଡି । ଏନେଇ...

ମଙ୍ଗଳବାର ସୁଦ୍ଧା ନୂଆପଡ଼ା ଆସନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା...

ଅପରାଧ

ଡାକ୍ତରଖାନାରେ ପ୍ରେମିକାର ଶବ ଛାଡି ଚାଲିଗଲା ପ୍ରେମିକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ...

ଭିଣେଇର ଗୁଳି ମାଡରେ ଶଳା ମୃତ

ଗୁଣପୁର - ଭିଣେଇର ଗୁଳି ମାଡରେ ଶଳାର ମୃତ୍ୟୁ । ଆନ୍ଧ୍ର...

ହତ୍ୟାପରେ ବାପାକୁ ପୋତିଦେଲା ପୁଅ

ଦେବଗଡ଼: ହତ୍ୟାକାଣ୍ଡ ପରେ ବାପାଙ୍କୁ ମାଟିରେ ପୋତିଦେଲା ପୁଅ। ବାରକୋଟ ଥାନା...

୧୬.୫ ଲକ୍ଷର ବ୍ରାଉନସୁଗର ଜବତ, ଦୁଇ ଗିରଫ

ସମାଜ ଡିଜିଟାଲ ଡେସ୍କ: ବୁଲେଟରେ ବୁଲି ବ୍ରାଉନସୁଗର ବେପାର କରୁଥିବା ଦୁଇ...

ଫେସବୁକରେ ଆପତ୍ତିଜନକ ପୋଷ୍ଟ, ଅଭିଯୁକ୍ତ ଗିରଫ

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିବା...
Thursday, October 9, 2025
30.4 C
Bhubaneswar

ଅଧିକ ଘୁଙ୍ଗୁଡି ମାରୁଥିଲେ ହୋଇପାରେ ଗଳା କର୍କଟ; ଜାଣନ୍ତୁ କେମିତି ଦୂର ହେବ ସମସ୍ୟା..

ଘୁଙ୍ଗୁଡି ମାରିବା ସାଧାରଣ କଥା। ମାତ୍ର ଅନେକ ସମୟରେ ଏହା ମାରାତ୍ମକ ରୋଗର ସଙ୍କେତ ହୋଇପାରେ । ଅନେକ ଗବେଷଣାରୁ ଜଣାପଡିଛି, ଅଧିକ ଓ ଲଗାତାର ଘୁଙ୍ଗୁଡି ମାରୁଥିଲେ, ଗଳା କର୍କଟ ହେବାର ସଙ୍କେତ ହୋଇପାରେ । ପରିବାର କୌଣସି ବ୍ୟକ୍ତି ବିଶେଷ ଘୁଙ୍ଗୁଡି ସମସ୍ୟା ପାଇଁ ଚିନ୍ତିତ ଥିଲେ, ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା କେବଳ ନିଦକୁ ପ୍ରଭାବିତ କରେ ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ।

ଘୁଙ୍ଗୁଡି ମାରିବା ସାଧାରଣତଃ ନିଦ ସମୟରେ ନିଶ୍ୱାସ ପ୍ରଶ୍ୱାସରେ ଥିବା ସମସ୍ୟା କାରଣରୁ ହୋଇଥାଏ । ଏହି ସମସ୍ୟା ନିଦ ସମୟରେ ଶ୍ୱାସ ନଳୀ ସଙ୍କୁଚିତ ହେବା ଦ୍ୱାରା ଉତ୍ପନ ହୋଇଥାଏ । ଏହାଦ୍ୱାରା ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୋଇଥାଏ । ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଲେ, ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା ଗଳା ଓ ଶ୍ୱାସ ନଳୀର କ୍ଷତି କରିବା ସହ ଶେଷରେ କର୍କଟ ରୋଗର ରୂପ ନେଇଥାଏ।

- Advertisement -

ମୋଟାପଣ –ଓଜନ ବୃଦ୍ଧି ଘୁଙ୍ଗୁଡିର ଏକ ପ୍ରମୁଖ କାରଣ । କାରଣ ଗଳା ଓ ବେକ ନିକଟରେ ଶ୍ୱାସ ନଳୀ ସଙ୍କୁଚିତ କରିଥାଏ ।
ଏଲର୍ଜି- ନାକ କିମ୍ବା ଗଳାରେ ସଂକ୍ରମଣ ହେବା ଦ୍ୱାରା ନିଶ୍ୱାସ ପ୍ରଶ୍ନାସ ନେବାରେ ସମସ୍ୟା ହୋଇଥାଏ । ଫଳରେ ଘୁଙ୍ଗୁଡି ଆସିଥାଏ ।

ଅତ୍ୟଧିକ ନିଶା ଜିନିଷ ସେବନ ଦ୍ୱାରା ମଧ୍ୟ ଶ୍ୱାସନଳୀରେ ସମସ୍ୟା ହୋଇଥାଏ ।

ନିଦରେ ସମସ୍ୟା – ପିଠି ମାଡି ଅଧିକ ସମୟ ଶୋଇବା ଦ୍ୱାରା ଶ୍ୱାସନଳୀ ଉପରେ ପ୍ରଭାବ ପଡିଥାଏ । ଫଳରେ ଘୁଙ୍ଗୁଡି ସମସ୍ୟା ବୃଦ୍ଧି ପାଏ ।

ଏମିତି ଦୂର ହେବ ସମସ୍ୟା-
ଯଦି ଆପଣ ମୋଟାପଣର ଶିକାର ହୋଇଛନ୍ତି, ତେବେ ଓଜନ ନିୟନ୍ତ୍ରଣ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଏହାଦ୍ୱାରା ଶ୍ୱାସନଳୀରେ କମ୍‌ ପ୍ରଭାବ ପଡିଥାଏ । ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୋଇନଥାଏ ।

ପିଠି ମାଡି ଶୋଇବା ବଦଳରେ ବାମ ପଟ କିମ୍ବା ଡାହାଣ ପଟ ମାଡି ଶୁଅନ୍ତୁ । ଏହାଦ୍ୱାରା ଶ୍ୱାସନଳୀରେ କମ୍‌ ପ୍ରଭାବ ପଡିଥାଏ । ଘୁଙ୍ଗୁଡି ସମସ୍ୟା ମଧ୍ୟ କମ୍‌ ହୋଇଥାଏ ।

ନିଶାଦ୍ରବ୍ୟର ସେବନ କରନ୍ତୁ ନାହିଁ ।
ଶୋଇବା ପୂର୍ବରୁ ବାମ୍ଫ ନିଅନ୍ତୁ । ବାମ୍ଫ ନେବା ଦ୍ୱାରା ନାକ ଓ ପାଟି ସଫା ରହିଥାଏ । ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହୋଇନଥାଏ । ଘୁଙ୍ଗୁଡି ସମସ୍ୟା ଦୂର ହୋଇଥାଏ ।

ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀରର ମାଂସପେଶୀ ମଜଭୂତ ହୋଇଥାଏ । ଘୁଙ୍ଗୁଡି ସମସ୍ୟା ଦୂର ହୋଇଥାଏ ।
ପ୍ରତିଦିନ ପର୍ଯ୍ୟାପ୍ତ ମାତ୍ରାରେ ଶୁଅନ୍ତୁ । ନିଦ କମ୍‌ ହେବା କାରଣରୁ ଗଳାରେ ମଧ୍ୟ ସମସ୍ୟା ହୋଇଥାଏ । ଫଳରେ ଘୁଙ୍ଗୁଡି ସମସ୍ୟା ବୃଦ୍ଧି ହୋଇଥାଏ ।

ଅଧିକ ପରିମାଣରେ ନିୟମିତ ଘୁଙ୍ଗୁଡି ସମସ୍ୟା ହେଉଥିଲେ, ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

Hot this week

ବୈଦେଶିକ ସମ୍ପର୍କ: ଭାରତର ବିଦେଶନୀତି ବାସ୍ତବବାଦୀ ହେଉ

ଆଜିର ବିଶ୍ୱରେ ଉତ୍କଣ୍ଠା, ଅସ୍ଥିରତା ଲାଗି ରହିଛି। ମିତ୍ର ଦେଶମାନଙ୍କ ମଧ୍ୟରେ...

ଜଣେ ରାଜା ଓ ଜଣେ ସଂପାଦକ

୧୯୨୬ ମସିହାର ଏକ କଥା। କଳାହାଣ୍ଡିର ମହାରାଜା ଥାଆନ୍ତି ବ୍ରଜମୋହନ ଦେବ।...

ଉପନିର୍ବାଚନରେ ବାଜି ମାରିବି-ଘାସିରାମ

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ କଂଗ୍ରେସ ଏଠାରେ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ...

ବିଭିନ୍ନ ସଂଗଠନ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଓଡିଶାରେ ଜନ୍ମ ନେଇଥିବା ମହାପୁରୁଷଙ୍କ ମଧ୍ୟରୁ ପୂଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ...

ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ।...

Related Articles

Popular Categories