ଦେଖନ୍ତୁ ଭିଡିଓ ; ଫ୍ୟାନ୍‌ ଉପରେ ଫଣା ଟେକି ରହିଥିଲା ନାଗ ସାପ..

ନୂଆଦିଲ୍ଲୀ : ସାପକୁ ଦେଖି ଭୟ ଲାଗିବା ସାଧାରଣ କଥା। ସୋସିଆଲ ମିଡିଆରେ ସାପ ସହ ଜଡିତ ଅନେକ ଭିଡିଓ ଭାଇରାଲ ହେଉଛି । ସାପ କେତେବେଳେ ହେଲମେଟ ଭିତରେ, ଜୋତା ଭିତରେ ଗଦି ତଳେ, ଗାଡି ଭିତରେ, ରୋଷେଇ ଘରେ ଥିବା ଦେଖାଯାଉଛି । ନିକଟରେ ସୋସିଆଲ ମିଡିଆରେ ସାପର ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହା ସର୍ଭିଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।ସାପ ଘର ଭିତରେ ପଶି ଏପରି ଏକ ଜାଗାରେ ରହିଛି, … Continue reading ଦେଖନ୍ତୁ ଭିଡିଓ ; ଫ୍ୟାନ୍‌ ଉପରେ ଫଣା ଟେକି ରହିଥିଲା ନାଗ ସାପ..