www.samajalive.in
Monday, December 15, 2025
26.1 C
Bhubaneswar

ସେପ୍ଟେମ୍ବରରେ ଗ୍ରହଙ୍କ ମହାଚଳନ ; ଏହି ରାଶିଙ୍କ ବନ୍ଦ ଭାଗ୍ୟର ତାଲା ଖୋଲିବ, ହେବ ଧନବର୍ଷା..

ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚଳନ କରି ଥାଆନ୍ତି । ପ୍ରତ୍ୟେକ ମାସରେ ଗ୍ରହଙ୍କ ଚଳନ ଫଳରେ ଏହାର ପ୍ରଭାବ ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ସେପ୍ଟେମ୍ବର ମାସର ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ଅନେକ ଗ୍ରହ ଚଳନ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେପ୍ଟେମ୍ବର ମାସରେ ୪ଟି ଗ୍ରହ ଚଳନ କରିବେ । ପଞ୍ଚାଙ୍ଗ ଅନୁସାରେ ଏହି ମାସରେ ବୁଧ, ସୂର୍ଯ୍ୟ, ଶୁକ୍ର ରାଶି ପରିବର୍ତ୍ତନ କରିବେ । ଫଳରେ କିଛି ସ୍ୱତନ୍ତ୍ର ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ଲାଭ ହେବ । ଜାଣନ୍ତୁ..

ସେପ୍ଟେମ୍ବର ୪ ତାରିଖରେ ବୁଧ ଗ୍ରହ କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ । ୧୬ ସେପ୍ଟେମ୍ବରରେ ସୂର୍ଯ୍ୟ କନ୍ୟା ରାଶିରେ ଚଳନ କରିବେ । ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ । ଧନର ଦାତା ଶୁକ୍ର ୧୮ ସେପ୍ଟେମ୍ବରରେ ତୁଳା ରାଶିରେ ପ୍ରବେଶ କରିବେ ୨୩ ସେପ୍ଟେମ୍ବରରେ ବୁଧ ସିଂହ ରାଶିରୁ କନ୍ୟା ରାଶିରେ ଚଳନ କରିବେ ।

ଗୁରୁ ଗ୍ରହ କରିବେ ଓଲଟା ଚଳନ; ୩ ରାଶିଙ୍କ ବଦଳିଯିବ ଭାଗ୍ୟ, କରିବେ ଧନ ବୃଦ୍ଧି..

- Advertisement -

ମେଷ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେପ୍ଟେମ୍ବରରେ ଗ୍ରହଙ୍କ ଚଳନ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍‌ ଶୁଭଙ୍କର । କର୍ମକ୍ଷେତ୍ରରେ ଉନ୍ନତି ସହ ପଦନ୍ନୋତି ହେବ । ସଫଳତା ପ୍ରାପ୍ତି ହେବ । ପରିବାର ସହ ଉତ୍ତମ ସମୟ ଅତିବାହିତ କରିବେ । ସହଯୋଗ ମିଳିବ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ପ୍ରାପ୍ତି ହେବ । ନୂତନ ଚାକିରିର ଯୋଗ ରହିଛି । ଆମଦାନୀ ଅଧିକ ହେବ । ପୁରୁଣା ନିବେଶରୁ ଲାଭବାନ୍‌ ହେବେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ।

ତୁଳା – ଏହି ମାସ ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବରଦାନ ଭଳି । ଆର୍ଥିକ କ୍ଷେତ୍ରରେ ବୃଦ୍ଧି ହେବ । ନିବେଶ ପାଇଁ ଉତ୍ତମ ସମୟ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଶାନ୍ତି ମିଳିବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ।

ଦେଖନ୍ତୁ ଭିଡିଓ ; ଦୁନିଆର ସବୁଠାରୁ ବୁଦ୍ଧିମାନ କାଉ, ପ୍ଲାଷ୍ଟିକ୍‌ ବୋତଲ ଧରିଲା,ତା’ପରେ..

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories