ଦେଖନ୍ତୁ ଭିଡିଓ ; ଦୁନିଆର ସବୁଠାରୁ ବୁଦ୍ଧିମାନ କାଉ, ପ୍ଲାଷ୍ଟିକ୍‌ ବୋତଲ ଧରିଲା,ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟ ଲାଗିବା ସହ କୌତୁକିଆ ହୋଇଥାଏ । ତେବେ ବୁଦ୍ଧିମାନ ଜୀବଜନ୍ତୁ ଓ ପକ୍ଷୀଙ୍କର ମନଛୁଆଁ ଭିଡିଓ ମଧ୍ୟ ଦେଖିବାକୁ ସଭିଏଁ ଖୁବ୍‌ ପସନ୍ଦ କରି ଥାଆନ୍ତି । ନିକଟରେ କାଉର ସେଭଳି ହିଁ ଏକ ଭିଡିଓ ବେଶ ଭାଇରାଲ୍‌ ହେଉଛି। Crow putting plastic in the recycling bin pic.twitter.com/WS6JrwDiOt — Science girl (@gunsnrosesgirl3) August 26, 2024 ପ୍ଲାଷ୍ଟିକ୍‌ ଜିନିଷ … Continue reading ଦେଖନ୍ତୁ ଭିଡିଓ ; ଦୁନିଆର ସବୁଠାରୁ ବୁଦ୍ଧିମାନ କାଉ, ପ୍ଲାଷ୍ଟିକ୍‌ ବୋତଲ ଧରିଲା,ତା’ପରେ..