ଅଧିକ ଘୁଙ୍ଗୁଡି ମାରୁଥିଲେ ହୋଇପାରେ ଗଳା କର୍କଟ; ଜାଣନ୍ତୁ କେମିତି ଦୂର ହେବ ସମସ୍ୟା..

ଘୁଙ୍ଗୁଡି ମାରିବା ସାଧାରଣ କଥା। ମାତ୍ର ଅନେକ ସମୟରେ ଏହା ମାରାତ୍ମକ ରୋଗର ସଙ୍କେତ ହୋଇପାରେ । ଅନେକ ଗବେଷଣାରୁ ଜଣାପଡିଛି, ଅଧିକ ଓ ଲଗାତାର ଘୁଙ୍ଗୁଡି ମାରୁଥିଲେ, ଗଳା କର୍କଟ ହେବାର ସଙ୍କେତ ହୋଇପାରେ । ପରିବାର କୌଣସି ବ୍ୟକ୍ତି ବିଶେଷ ଘୁଙ୍ଗୁଡି ସମସ୍ୟା ପାଇଁ ଚିନ୍ତିତ ଥିଲେ, ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା କେବଳ ନିଦକୁ ପ୍ରଭାବିତ କରେ ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ। ଘୁଙ୍ଗୁଡି … Continue reading ଅଧିକ ଘୁଙ୍ଗୁଡି ମାରୁଥିଲେ ହୋଇପାରେ ଗଳା କର୍କଟ; ଜାଣନ୍ତୁ କେମିତି ଦୂର ହେବ ସମସ୍ୟା..