ଭୁବନେଶ୍ୱର : କମିଶନରେଟ ପୁଲିସ ହାତରେ ଧରାପଡିଛନ୍ତି ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ। ୪ ଲୁଟେରାଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୧ କେଜିରୁ ଅଧିକ ସୁନା ଗହଣା ଜବତ କରାଯାଇଛି।
- Advertisement -
ଏହାସହ ଦେଢ କେଜି ରୁପା ଗହଣା ଓ ୪ ଲକ୍ଷ ଟଙ୍କା ମଧ୍ୟ ପୁଲିସ ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଛି।



