ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଭୁବନେଶ୍ୱର :  ଧରା ପଡିଲେ ଲୁଟେରା ଗ୍ୟାଙ୍ଗ ; ୧ କେଜି ସୁନା ଲକ୍ଷ ଲକ୍ଷ ଟଙ୍କା ଜବତ.. କମିଶନରେଟ ପୁଲିସ ହାତରେ ଧରାପଡିଛନ୍ତି ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ.. ଆହୁରି କଲବଲ କରିବ ତାତି.. ଆଜିଠାରୁ ତାପମାତ୍ରା ବିଭିନ୍ନ ସ୍ଥାନରେ ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ପୂର୍ବାନୁମାନ.. ୧୭ରେ ବଢିବ ଅଧିକ ଖରା.. ଜନ୍ମଦିନ ପାଳନ କରୁଛି ଭୁବନେଶ୍ଵର.. ଆଜି ୭୬ତମ ପ୍ରତିଷ୍ଠା ଦିବସ , ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର ଆୟୋଜନ , ନାଲି … Continue reading ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର