ଭୁବନେଶ୍ୱର : ଧରା ପଡିଲେ ଲୁଟେରା ଗ୍ୟାଙ୍ଗ ; ୧ କେଜି ସୁନା ଲକ୍ଷ ଲକ୍ଷ ଟଙ୍କା ଜବତ..
କମିଶନରେଟ ପୁଲିସ ହାତରେ ଧରାପଡିଛନ୍ତି ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ..
ଆହୁରି କଲବଲ କରିବ ତାତି..
ଆଜିଠାରୁ ତାପମାତ୍ରା ବିଭିନ୍ନ ସ୍ଥାନରେ ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ପୂର୍ବାନୁମାନ.. ୧୭ରେ ବଢିବ ଅଧିକ ଖରା..
ଜନ୍ମଦିନ ପାଳନ କରୁଛି ଭୁବନେଶ୍ଵର..
ଆଜି ୭୬ତମ ପ୍ରତିଷ୍ଠା ଦିବସ , ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର ଆୟୋଜନ , ନାଲି , ନୀଳ ରଙ୍ଗରେ ଝଟକୁଛି ରାଜଧାନୀ..
ଆଜି ଆସିପାରେ ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା..
ବୀରମିତ୍ରପୁର ୧୪୩ନଂ ଜାତୀୟ ରାଜପଥ ତଳସେରା ନିକଟରେ ୧୧ ଗୋରୁଙ୍କ ଉପରେ ମାଡିଗଲା ଟ୍ରକ୍..
ମଧ୍ୟପ୍ରଦେଶ ରେଓ୍ବା ଜିଲ୍ଲାରେ ଅଘଟଣ: ଖେଳୁ ଖେଳୁ ୪୦ ଫୁଟ୍ ଗଭୀର ବୋରଓ୍ବେଲରେ ଖସିପଡିଲା ଶିଶୁ..
ରାଜଧାନୀ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..
ଶିକ୍ଷୟିତ୍ରୀଙ୍କୁ ନିର୍ବାଚନ ଅଧିକାରୀଙ୍କ ଦଣ୍ଡ..
ରାଲିରେ ଯିବାରୁ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକ..
ବୌଦ୍ଧ ଜିଲ୍ଲା ସରକାରୀ ନୋଡାଲ ହାଇସ୍କୁଲର ଶିକ୍ଷୟିତ୍ରୀ..
କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ..
ଦରମା ସଠିକ୍ ସମୟରେ ମିଳୁନଥିବା ଅଭିଯୋଗରେ ଆନ୍ଦୋଳନ..
ବନ୍ଦ ଭାଗ୍ୟର ତାଲା ଖୋଲେ କର୍ପୂର ଓ ପାଣିର ଏହି ଉପାୟ: ଦୂର ହୁଏ ଟଙ୍କା ଅଭାବ..
ବାଲେଶ୍ୱର : ଚିଙ୍ଗୁଡି ଘେରି ଶ୍ରମିକଙ୍କୁ ହତ୍ୟା ଅଭିଯୋଗ..
ମୁହଁରେ ଏସିଡ ପକାଇ ହତ୍ୟା କରାଯାଇଥିବା ଅଭିଯୋଗ..
ମୃତକ ହଳଦୀପଦା ଅଞ୍ଚଳର ଜଗବନ୍ଧୁ ସ୍ୱାଇଁ..
କଚିଣ୍ଡା : ଅଟୋ ଓଲଟି ଗୋଟିଏ ପରିବାରର ୧୦ ଆହତ..
କୁଚିଣ୍ଡା ଥାନା ଘୋଡାବାନ୍ଧୁଣୀ ଛକରେ ଦୁର୍ଘଟଣା..



