ଖାଲି ତାୱା ନୁହେଁ ; ଚୁଟକିରେ କୁକରରେ ପ୍ରସ୍ତୁତ ହୋଇପାରିବ ରୁଟି..

ଭାରତ ଦେଶ ସହ ଅନେକ ଦେଶର ମୁଖ୍ୟ ଖାଦ୍ୟ ଭାତ ଓ ରୁଟି। ଭାତ ଭଳି ରୁଟି ଖାଇବାକୁ ଅନେକ ପସନ୍ଦ କରିଥାଆନ୍ତି। ରୁଟିକୁ ଲୋକେ ସାଧାରଣତଃ ଡାଲି, ତରକାରୀ, ବିଭିନ୍ନ ପ୍ରକାର ଚଟଣିରେ ଖାଇ ଥାଆନ୍ତି। ପେଟ ଭର୍ତ୍ତି ହେବା ସହ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ। ବାସି ରୁଟି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏସବୁ କାରଣରୁ ସଭିଁଙ୍କ ଘରେ ରୁଟି ନିଶ୍ଚୟ ପ୍ରସ୍ତୁତ କରାଯାଏ। ଖରାଦିନେ ରୁଟି ପ୍ରସ୍ତୁତ କରିବାକୁ … Continue reading ଖାଲି ତାୱା ନୁହେଁ ; ଚୁଟକିରେ କୁକରରେ ପ୍ରସ୍ତୁତ ହୋଇପାରିବ ରୁଟି..