ବନ୍ଦ ଭାଗ୍ୟର ତାଲା ଖୋଲେ କର୍ପୂର ଓ ପାଣିର ଏହି ଉପାୟ: ଦୂର ହୁଏ ଟଙ୍କା ଅଭାବ..

ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ମାନ୍ୟତା ଅନୁଯାୟୀ, ମୁଖ୍ୟ ଦରଜାର ସମ୍ପୂର୍ଣ୍ଣ ଘର ସହ ଗଭୀର ସମ୍ବନ୍ଧ ରହିଛି। ଏହା ମାଧ୍ୟମରେ ସକରାତ୍ମକ ଓ ନକରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିଥାଏ। ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବା ପାଇଁ କିଛି ସରଳ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ସେଭଳି ଗୋଟିଏ ଉପାୟ ହେଉଛି କର୍ପୂର। କର୍ପୂର ବିନା ପୂଜା ଅସମ୍ପୂର୍ଣ୍ଣ। ଏହା ଘର ବାତାବରଣକୁ ଶୁଦ୍ଧ … Continue reading ବନ୍ଦ ଭାଗ୍ୟର ତାଲା ଖୋଲେ କର୍ପୂର ଓ ପାଣିର ଏହି ଉପାୟ: ଦୂର ହୁଏ ଟଙ୍କା ଅଭାବ..