www.samajalive.in
Saturday, December 6, 2025
16.1 C
Bhubaneswar

ବନ୍ଦ ଭାଗ୍ୟର ତାଲା ଖୋଲେ କର୍ପୂର ଓ ପାଣିର ଏହି ଉପାୟ: ଦୂର ହୁଏ ଟଙ୍କା ଅଭାବ..

ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ମାନ୍ୟତା ଅନୁଯାୟୀ, ମୁଖ୍ୟ ଦରଜାର ସମ୍ପୂର୍ଣ୍ଣ ଘର ସହ ଗଭୀର ସମ୍ବନ୍ଧ ରହିଛି। ଏହା ମାଧ୍ୟମରେ ସକରାତ୍ମକ ଓ ନକରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିଥାଏ। ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବା ପାଇଁ କିଛି ସରଳ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ସେଭଳି ଗୋଟିଏ ଉପାୟ ହେଉଛି କର୍ପୂର। କର୍ପୂର ବିନା ପୂଜା ଅସମ୍ପୂର୍ଣ୍ଣ। ଏହା ଘର ବାତାବରଣକୁ ଶୁଦ୍ଧ କରିବା ସହ ପବିତ୍ର କରିଥାଏ। ପାଣିରେ କର୍ପୂର ମିଶାଇ ମୁଖ୍ୟଦ୍ୱାର ନିକଟରେ ଛିଞ୍ଚନ କରିବା ଦ୍ୱାରା ଶୁଭଫଳ ମିଳିଥାଏ।

୧୨ ବର୍ଷ ପରେ ଗୁରୁ-ଶୁକ୍ରରେ ଯୋଗ : ଏହି ରାଶି ହେବେ ମାଲାମାଲ୍, ଖୋଲିବ ବନ୍ଦ ଭାଗ୍ୟର ତାଲା..

- Advertisement -

ଘରର ପ୍ରବେଶ ଦ୍ୱାର ବାହାରର ବାତାବରଣ ଓ ଘର ମଧ୍ୟରେ ଶକ୍ତିର କେନ୍ଦ୍ର ବିନ୍ଦୁ। ମୁଖ୍ୟ ଦ୍ୱାରରେ କର୍ପୂର ପାଣି ଛିଞ୍ଚିବା ଦ୍ୱାରା ଘରର ବାତାବରଣ ଶୁଦ୍ଧ ହୋଇଥାଏ। ଅଶୁଭ ପ୍ରଭାବ ଦୂର ହୋଇଥାଏ।

ଗ୍ରହଙ୍କ କୁପ୍ରଭାବ କମ୍ କରିବା ପାଇଁ ମୁଖ୍ୟ ଦ୍ୱାରରେ କର୍ପୂର ପାଣି ଛିଞ୍ଚନ୍ତୁ। ନିୟମିତ ଏହି ଉପାୟ କରିବା ଦ୍ୱାରା ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ।

କେଉଁ ତାରିଖରେ ବିବାହ କଲେ କ’ଣ ହେବ : ଜାଣନ୍ତୁ ଶୁଭ ତାରିଖ,କେଉଁ ତାରିଖ ବାରଣ..

ଏହି ଉପାୟ ଦ୍ୱାରା ଗ୍ରହଙ୍କ ଅଶୁଭ ପ୍ରଭାବ ଦୂର ହୋଇ ଘରେ ସୁଖସମୃଦ୍ଧିକୁ ଆକର୍ଷିତ କରିଥାଏ।

କର୍ପୂରରେ ଶାରିରୀକ ଓ ଆଧ୍ୟାତ୍ମିକ ରୂପରେ ଶାନ୍ତ ଓ ସୁଖପ୍ରଦାନ କରୁଥିବା ଗୁଣ ରହିଛି। ମୁଖ୍ୟ ଦ୍ୱାରରେ କର୍ପୂର ପାଣି ଛିଞ୍ଚିବା ଦ୍ୱାରା ଘରେ ଶାନ୍ତ ବାତାବରଣ ବଢିବା ସହ କର୍ପୂରର ବାସ୍ନା ମନକୁ ଶୁଦ୍ଧ କରିଥାଏ।

ମୁଖ୍ୟ ଦ୍ୱାରରେ କର୍ପୂର ପାଣି ଛିଞ୍ଚିବା ଦ୍ୱାରା ଦେବୀଦେବତାଙ୍କ ଆଶୀର୍ବାଦ ମିଳିଥାଏ। ଜୀବନ ସୁଖମୟ ହୋଇଥାଏ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories