କେଉଁ ତାରିଖରେ ବିବାହ କଲେ କ’ଣ ହେବ : ଜାଣନ୍ତୁ ଶୁଭ ତାରିଖ,କେଉଁ ତାରିଖ ବାରଣ..

ବିବାହ ଜୀବନର ଗୁରୁତ୍ୱପୂର୍ଣ୍ଣ କଥା। ଗୋଟିଏ ନିର୍ଦ୍ଦିଷ୍ଟ ବୟସ ପରେ ସଭିଏଁ ବିବାହ କରି ଥାଆନ୍ତି। ବିବାହ ପୂର୍ବରୁ ଶୁଭ ଲଗ୍ନ-ମୁହୂର୍ତ୍ତ ଦେଖାଯାଇଥାଏ। ଶୁଭ ତାରିଖ ବାହାର କରାଯିବା ପରେ ଲଗ୍ନ ପତ୍ରିକା ପ୍ରସ୍ତୁତ କରାଯାଏ। ଯାଦ୍ୱାରା ପତି-ପତ୍ନୀ ସମ୍ପର୍କ ସାରା ଜୀବନ ସୁଖମୟ ହୋଇଥାଏ। ମାତ୍ର ଏପରି କିଛି ତାରିଖ ରହିଛି, ଯେଉଁ ତାରିଖରେ ବିବାହ କଲେ ଜୀବନରେ ସମସ୍ୟା ଲାଗି ରହିଥାଏ। ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥାଏ। ତେବେ ଜାଣନ୍ତୁ କେଉଁ ତାରିଖରେ ବିବାହ … Continue reading କେଉଁ ତାରିଖରେ ବିବାହ କଲେ କ’ଣ ହେବ : ଜାଣନ୍ତୁ ଶୁଭ ତାରିଖ,କେଉଁ ତାରିଖ ବାରଣ..