୧୨ ବର୍ଷ ପରେ ଗୁରୁ-ଶୁକ୍ରରେ ଯୋଗ : ଏହି ରାଶି ହେବେ ମାଲାମାଲ୍, ଖୋଲିବ ବନ୍ଦ ଭାଗ୍ୟର ତାଲା..

ମେଷ ରାଶିରେ ବୃହସ୍ପତି ବିରାଜମାନ ରହିଛନ୍ତି। ଏପ୍ରିଲ ୨୪ରେ ଶୁକ୍ର ମେଷ ରାଶିକୁ ପରିବର୍ତ୍ତନ କରିବେ ସେତେ ବେଳେ ବୃହସ୍ପତି ଓ ଶୁକ୍ରଙ୍କ ଯୋଗ ହେବେ। ଏହି ଯୋଗ ଫଳରେ ଗଜଲକ୍ଷ୍ମୀ ଯୋଗ ହେବ। ହିନ୍ଦୁ ପଞ୍ଜିକା ଅନୁସାରେ ପ୍ରାୟ ୧୨ ବର୍ଷ ପରେ ମଙ୍ଗଳଙ୍କ ରାଶି ମେଷରେ ଏହି ଯୋଗ ହେବାକୁ ଯାଉଛି। ଏହି ଯୋଗ କାରଣରୁ ୭ଟି ରାଶି ବ୍ୟକ୍ତି ବିଶେଷଙ୍କର ବନ୍ଦ ଭାଗ୍ୟର ତାଲା ଖୋଲିବ ଅର୍ଥାତ ଖୁବ ଶୁଭଫଳ ପ୍ରାପ୍ତି ହେବ। … Continue reading ୧୨ ବର୍ଷ ପରେ ଗୁରୁ-ଶୁକ୍ରରେ ଯୋଗ : ଏହି ରାଶି ହେବେ ମାଲାମାଲ୍, ଖୋଲିବ ବନ୍ଦ ଭାଗ୍ୟର ତାଲା..