www.samajalive.in
Sunday, December 7, 2025
23.1 C
Bhubaneswar

ରାଜଧାନୀରୁ ଧଳାଜହର ଜବତ ; ଦୁଇ ଗିରଫ

ଭୁବନେଶ୍ୱର : ପୁଣି ରାଜଧାନୀରୁ ଜବତ ହେଲା ଧଳାଜହର । ଆଜି ବରମୁଣ୍ଡା ଅଞ୍ଚଳରୁ ଆନ୍ତଃରାଜ୍ୟ ଧଳାଜହର ବେପାରୀଙ୍କୁ ଏସଟିଏଫ ଗିରଫ କରିଛନ୍ତି । ପ୍ରାୟ ୧ କେଜି ୨୩୮ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏହାର ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା । ସମ୍ପୃକ୍ତ ଘଟଣାରେ ଦୁଇ ଜଣ ନିଶା ମାଫିଆଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ହେଲେ କପିଳଦେବ ମଜୁମଦାର ଓ ରଶ୍ମିରଞ୍ଜନ ଭୋଳ । ଉଭୟଙ୍କ ଘର ପଶ୍ଚିମବଙ୍ଗ ଓ ଖୋର୍ଦ୍ଧା ବୋଲି ଜଣାପଡିଛି । ଏହାସହ ସେମାନଙ୍କ ନିକଟରୁ ଏକାଧିକ ନକଲି ପରିଚୟପତ୍ର ମଧ୍ୟ ମିଳିଛି । ଡାକ୍ତର,ପୁଲିସ,ବିଭିନ୍ନ ସଂସ୍ଥାର ମ୍ୟାନେଜର ଥିବା ନକଲି ଆଇ କାର୍ଡ ମଧ୍ୟ ମିଳିଛି । ଘଟଣାର ତଦନ୍ତ ଜାରି ରହିଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories