BJD Bijuli 480×75 Mob

ଯୁବ ନେତା ଆଶିଷ ସାହୁଙ୍କୁ ବିଜେଡିରୁ ଟିକେଟ୍

BJD Bijuli 480×75 Mob

ବାଙ୍କୀ: ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୮ ନଂ ଜିଲ୍ଲାପରିଷଦ ଜୋନ୍ର ପାର୍ଥୀ ଭାବରେ ଯୁବ ନେତା ଆଶିଷ ସାହୁଙ୍କୁ ବିଜେଡି ଦଳ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଟିକେଟ୍ ପ୍ରଦାନ କରାଯାଇଛି। ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ବାଙ୍କୀ ଦଳୀୟ କାର୍ଯ୍ୟାଳୟ ପରିସରରେ ଏହି ଟିକେଟକୁ ଶ୍ରୀ ସାହୁଙ୍କୁ ପ୍ରଦାନ କରି ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି। ଟିକେଟ ପ୍ରଦାନ ସମୟରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ,ବରିଷ୍ଠ ନେତା ସୁବାଷ ପାଢୀ,ସୁରେଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.