ବାଂଲାଦେଶ: ଅକ୍ସିଜେନ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ୬ମୃତ ଓ ୩୦ ଆହତ ହୋଇଛନ୍ତି। ଦକ୍ଷିଣପୂର୍ବ ବାଂଲାଦେଶର ଚିତାଗଙ୍ଗ ସୀତାକୁଣ୍ଡ ଉପଜିଲ୍ଲା କଦମ ରସୁଲ ଅକ୍ସିଜେନ ପ୍ଲାଣ୍ଟରେ ବିସ୍ଫୋରଣ ପରେ ଘଟିଛି ଅଗ୍ନିକାଣ୍ଡ ଘଟିଛି। ଅକ୍ସିଜେନ ପ୍ଲାଣ୍ଟରେ ଅଚାନକ ବିସ୍ଫୋରଣ ହୋଇ ନିଆଁ ବ୍ୟାପିଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସ୍ଥାନୀୟ ସରକାରୀ ଅଧିକାରୀ ସହଦତ୍ତ ହୁସେନ ସୂଚନା ଦେଇଛନ୍ତି।
Popular Categories



