ପୋଲସରା: ଗାଡ଼ି ପାର୍କିଂକୁ ନେଇ ଦମ୍ପତିଙ୍କୁ ସେମାନଙ୍କ ପଡ଼ୋଶୀ ଖଣ୍ଡାରେ ଆକ୍ରମଣ କରିଛନ୍ତି। କବିସୂର୍ଯ୍ୟ ନଗର ଥାନା ପଥରା ବଡ଼ଦାଣ୍ଡ ସାହିରେ ଦମ୍ପତିଙ୍କୁ ଖଣ୍ଡାରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ପଡ଼ୋଶୀଙ୍କ ଖଣ୍ଡା ଆକ୍ରମଣରେ ଦମ୍ପତି ଗୁରୁତର ହୋଇଛନ୍ତି। ଗୁରୁତର ଦମ୍ପତିଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
Popular Categories



