ଚିଟଫଣ୍ଡ ଠକେଇ-ଆଉ ୨ ଜଣଙ୍କୁ ଜେଲ

ବାଲେଶ୍ବର: ଚିଟଫଣ୍ଡ ଠକେଇ ମାମଲାରେ ୨ ଅଧିକାରୀଙ୍କୁ ଜେଲ ଦଣ୍ଡାଦେଶ ହୋଇଛି। ଏମଜିଏଲ ଇନଫ୍ରା ପ୍ରାଇଭେଟ ଲିମିଟେଡର ୨ ଅଧିକାରୀଙ୍କୁ ଜେଲ ଦଣ୍ଡାଦେଶ ହେଇଛି। ଶାଖା ପରିଚାଳକ ଦେବୀ ପରମାଣିକ ଏବଂ ସହକାରୀ ଶାଖା ପରିଚାଳକ ଭଗବାନ ପ୍ରଧାନଙ୍କୁ ୩ ବର୍ଷ ଜେଲ ସହ ୮୦ହଜାର ଜରିମାନା ଶୁଣାଇଲେ ସ୍ବତନ୍ତ୍ର ଓପିଆଇଡି କୋର୍ଟ। ୨୦୧୩ରେ ସହଦେବ ଖୁଣ୍ଟା ଥାନାରେ କୋଟିଏ ଟଙ୍କାରେ ଠକେଇ ମାମଲା ହୋଇଥିଲା।

Comments are closed.