ବାଲେଶ୍ଵରରେ ଗୁଳିକାଣ୍ଡ, ଯୁବକ ଗୁରୁତର

ବାଲେଶ୍ଵର: ବାଲେଶ୍ୱର ଆର୍ତ୍ତକବିରାଜ ରୋଡରେ ବିଳମ୍ବିତ ରାତିରେ ଗୁଳିକାଣ୍ଡରେ ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି।ଯୁବକଙ୍କ ଆଖିରେ ଗୁଳି ବାଜିଛି। ଯୁବକ ଜଣଙ୍କ କମଲ କୁମାର ଦାସ ବୋଲି ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ଵର ମେଡିକାଲ ଓ ପରେ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସୂଜାଲ କୁମାର ଚୌଧୁରୀକୁ ଗିରଫ କରିଛି।

Comments are closed.