ବୈଜୟନ୍ତଙ୍କ ନାମରେ ମାମଲା ରୁଜୁ

0

କେନ୍ଦ୍ରାପଡ଼ା: ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମରେ କେନ୍ଦ୍ରାପଡ଼ା ଟାଉନ୍‍ ଥାନାରେ ମାମଲା ରୁଜୁ ହୋଇଛି। ଟାଉନ୍‍ ଥାନା ଆଇଆଇସିଙ୍କୁ ତଦନ୍ତ ଭାର ଦିଆଯାଇଛି। ଭାରତୀୟ ଦଣ୍ଡବିଧି ଆଇନ୍‍ର ଦଫା ୪୧୯ ଓ ୪୨୦ରେ ଶ୍ରୀପଣ୍ଡାଙ୍କ ନାମରେ ମାମଲା ରୁଜୁ ହୋଇଛି। ୨୦୧୪ ନିର୍ବାଚନ ସତ୍ୟପାଠରେ ବୈଜୟନ୍ତ ପଣ୍ଡା ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗ ଆସିବା ପରେ ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଏସ୍‍ଡିଜେଏମ୍‍ ନିର୍ଦେଶ ଦେଇଥିଲେ।

Leave A Reply