ଆଇଏସ୍‍ ସମର୍ଥକ ଦୁଇ ହାଇଦରାବାଦୀ ଯୁବକ ଗିରଫ

ନୂଆଦିଲ୍ଲୀ : ଆଇଏସ୍‍ଆଇଏସ୍‍ ସହିତ ସମ୍ପର୍କ ଥିବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‍ଆଇଏ ହାଇଦରାବାଦର ଦୁଇ ଜଣଙ୍କୁ ଗିରଫ କରିଛି। ଭାରତରେ ଆଇଏସ୍‍ଆଇଏସ୍‍ (ଇସ୍‍ଲାମିକ ଷେ୍‍ଯଟ୍‍ ଅଫ ଇରାକ ଏଣ୍ଡ ସିରିଆ)ର…
Read More...

ସିଆଚେନ୍‍ ଓ ଡୋକଲାମ୍‍ରେ ଯବାନଙ୍କୁ ଯୋଗାଇ ଦିଆଯିବ ସ୍ୱଦେଶୀ ପୋଷାକ, ଯନ୍ତ୍ରପାତି

ନୂଆଦିଲ୍ଲୀ : ବିଶ୍ୱର ସର୍ବାଧିକ ବିପଜ୍ଜନକ ଯୁଦ୍ଧକ୍ଷେତ୍ର ଭାବେ ପରିଚିତ ବରଫାବୃତ୍ତ ସିଆଚେନ୍‍ ଓ ଡୋକଲାମ୍‍ ଭଳି ସୀମାନ୍ତରେ କର୍ତ୍ତବ୍ୟରତ ଭାରତୀୟ ଯବାନଙ୍କୁ ଏଣିକି ସ୍ୱଦେଶୀ ପୋଷାକ ଓ ଯନ୍ତ୍ରପାତି ପ୍ରଦାନ…
Read More...

ବୟସ ୯୬, ଲକ୍ଷ୍ୟ ୧୦୦ ବର୍ଷ ମଧ୍ୟରେ ଦଶମ ପାସ୍‍

ତିରୁଅନନ୍ତପୁରମ୍‍ : କଥାରେ ଅଛି ଦୃଢ ମନୋବଳ ଏବଂ ପ୍ରବଳ ଇଚ୍ଛା ଶକ୍ତି ଆଗରେ ବୟସ ବି ହାରମାନିଥାଏ। ଏହି ଉକ୍ତିର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି କେରଳରେ। କେରଳର ୯୬ ବର୍ଷ ବୟସ୍କା କାର୍ତିୟାନି ଅମ୍ମା ଏବେ…
Read More...

ପାକିସ୍ତାନ ବିରୋଧରେ ପିଓକେବାସୀଙ୍କ ବିକ୍ଷୋଭ

ଇସଲାମାବାଦ : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ବାସୀ ପାକିସ୍ତାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପିଓକେବାସୀ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ସରକାର ତାଙ୍କ ବିରୋଧରେ ଜଳଯୁଦ୍ଧ ଚଳାଇଛନ୍ତି। ନୀଲମ୍‍…
Read More...

ଚୀନ ଏବଂ ଇରାନ ସହ ସିଧା ସମ୍ପର୍କ ସ୍ଥାପନ ନ କରିବାକୁ ରାଜ୍ୟ ସରକାରଙ୍କୁ ସତର୍କ କଲା କେନ୍ଦ୍ର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଚୀନ, ଇରାନ ଏବଂ ଆଫଗାନିସ୍ତାନ ଭଳି କେତେକ ଦେଶର କୌଣସି ସଂସ୍ଥା ସହ ସିଧାସଳଖ ସମ୍ପର୍କ ସ୍ଥାପନ ନ କରିବାକୁ ରାଜ୍ୟ ସରକାରଙ୍କୁ ସତର୍କ କରାଇଛନ୍ତି। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏଭଳି…
Read More...

ଭୋପାଳ ମୁକ-ବଧିର ହଷ୍ଟେଲରେ ନିର୍ଦେଶକଙ୍କ କେଳେଙ୍କାରୀ

ଭୋପାଳ : ମଧ୍ୟପ୍ରଦେଶର ଧର୍‍ ଥାନା ଅଞ୍ଚଳରେ ଥିବା ଏକ ମୁକ-ବଧିର ହଷ୍ଟେଲରେ ବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ଫର୍ଦ କ୍ରମଶଃ ବଢ଼ିବାରେ ଲାଗିଛି। ଜଣକ ପରେ ଜଣେ ଅନ୍ତେବାସିନୀ ହଷ୍ଟେଲ ନିର୍ଦେଶକଙ୍କ…
Read More...

ମୁଜାଫରପୁର ବାଳିକା ଗୃହ ପରେ ‘ଆଶ୍ରା’ରେ ଦୁଇ ଅନ୍ତେବାସିନୀଙ୍କ ସନ୍ଦେହଜନକ ମୃତ୍ୟୁ

ପାଟନା : ମୁଜାଫରପୁର ବାଳିକା ଗୃହ ମାମଲାରେ ସିବିଆଇ ତନାଘନା ଚଳାଇଥିବାବେଳେ ବିହାରର ଏକାଧିକ ଆଶ୍ରୟ କେନ୍ଦ୍ରରେ ଯେ ଅନ୍ତେବାସିନୀମାନଙ୍କୁ ଏଭଳି ଯୌନ ନିର୍ଯାତନା ଦିଆଯାଉଥିଲା ତାହା ସ୍ଥାନୀୟ ନେପାଳୀ ନଗରରେ ଥିବା…
Read More...

ବିଫଳତାକୁ ଏଡାଇବା ପାଇଁ ଭିଭିପାଟ୍‍ରେ ପରିବର୍ତ୍ତନ ଆଣିଲେ ଇସି

ନୂଆଦିଲ୍ଲୀ : ଭୋଟର ଭେରିଫାଏବୁଲ ପେପର ଅଡିଟ୍‍ ଟ୍ରେଲ୍‍ (ଭିଭିପାଟ) ମେସିନରେ ବେଳେ ବେଳେ ଦେଖାଯାଇଥିବା ଯାନ୍ତ୍ରିକ ସମସ୍ୟାକୁ ଏଡାଇବା ପାଇଁ ନିର୍ବାଚନ ଆୟୋଗ (ଇସି) ଏଥିରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି। ମୁଖ୍ୟ…
Read More...

ଆକାଶ ମାର୍ଗରୁ କେରଳ ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜନାଥ, ୧୦୦ କୋଟି ଟଙ୍କାର ତତ୍କାଳ ସୟାହତା ଘୋଷଣା

ତିରୁଅନନ୍ତପୁରମ୍‍ : ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ରବିବାର ଆକାଶ ମାର୍ଗରୁ କେରଳର ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି। ରାଜନାଥଙ୍କ ସହିତ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ କେନ୍ଦ୍ରମନ୍ତ୍ରୀ କେ ଜେ…
Read More...

ଫ୍ରାନ୍ସ କମ୍ପାନୀ ସହ ହୋଇଥିଲା ରାଫେଲ ଚୁକ୍ତି, ପ୍ରତିରକ୍ଷା ମନ୍ତ୍ରାଳୟର କୌଣସି ଭୂମିକା ନାହିଁ: ରିଲାଏନ୍ସ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ ରାଜିନାମାକୁ ନେଇ ରାଜନୈତିକ ବିବାଦକୁ ଟାଣି ହୋଇ ଆସିଥିବା ଅନୀଲ ଅମ୍ବାନିଙ୍କ କମ୍ପାନୀ ରିଲାଏନ୍ସ ଡିଫେନ୍ସ ରବିବାର ସ୍ପଷ୍ଟୀକରଣ ଦେଇଛି। ରିଲାଏନ୍ସ ଡିଫେନ୍ସ ପକ୍ଷରୁ କୁହାଯାଇଛି…
Read More...

ସାବଧାନ! ଦୁଇରୁ ଅଧିକ ପିଲା ଜନ୍ମ କଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ୧୨୫ ସାଂସଦ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଏକ ଦୃଢ ଆଇନ୍‍ ପ୍ରଣୟନ କରିବାକୁ ଦାବି କରିଛନ୍ତି। ଏହାସହ ବିଜେପି ସମେତ ଟିଡିପି, ଶିବସେନା ଏବଂ ଅନ୍ୟଦଳର…
Read More...

ସୂର୍ଯ୍ୟ ପାଖକୁ ଗଲା ନାସାର ‘ପାର୍କର’

ୱାଶିଂଟନ : ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା) ନିଜର ପ୍ରଥମ ଅଭିଯାନ କ୍ରମେ ସୂର୍ଯ୍ୟ ପାଖକୁ ରବିବାର ‘ପାର୍କର ସୋଲାର ପ୍ରୋବ’ ଯାନ ପଠାଇଛି। ଫ୍ଲୋରିଡ଼ାସ୍ଥିତ କେପ୍‍ କାନାଭେରାଲ ଡେଲ୍ଟା ହେଭି-୪ ରକେଟ୍‍…
Read More...

ରାଜସ୍ଥାନରୁ ୧୧ ପାକିସ୍ତାନୀ ନାଗରିକ ଗିରଫ

ଅନୁପଗଡ଼ : ରାଜସ୍ଥାନର ସୀମାବର୍ତ୍ତୀ ଅନୁପଗଡ଼ ଅଞ୍ଚଳରୁ ୧୧ ଜଣ ପାକିସ୍ତାନୀ ନିଗରକଙ୍କୁ ଗିରଫ କରାଯାଇଛି। ସେମାନଙ୍କର ଆଉ ଜଣେ ସାଥିକୁ ଧରିବା ପାଇଁ ତଲାସୀ ଜାରି ରହିଛି। ପୁଲିସ୍‍ ଏବଂ ବିଏସ୍‍ଏଫ ମିଳିତ ଭାବେ…
Read More...

ଦ୍ୱିତୀୟ ବେସରକାରୀ ଟେଷ୍ଟମ୍ୟାଚ : ଭାରତ ‘ଏ’ ୩୪୫, ଦ.ଆଫ୍ରିକା ‘ଏ’ ୩/୨୧୯

ବେଙ୍ଗାଲୁରୁ : ଏଠାରେ ଚାଲିଥିବା ଦ୍ୱିତୀୟ ବେସରକାରୀ ଟେଷ୍ଟମ୍ୟାଚରେ ଭାରତ ‘ଏ’ ଦଳ ପ୍ରଥମ ଇନିଂସରେ ୩୪୫ ରନରେ ଅଲଆଉଟ ହୋଇଛି। ଜବାବରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ‘ଏ’ ପ୍ରଥମ ଇନିଂସରେ ୩…
Read More...

ସାମସଙ୍ଗ୍‍ ଗାଲାକ୍ସି ଜେ-୭ ଡୁଓ ସହିତ ପାଇପାରିବେ ୪,୦୦୦ଟଙ୍କାର ରିଆତି

ନୂଆଦିଲ୍ଲୀ : ସାମସଙ୍ଗ ଗାଲାକ୍ସି ଜେ-୭ ଫୋନରେ ଆପଣଙ୍କୁ ପୁଣି ଆଉଥରେ ରିଆତି ମିଳିବ। ପୂର୍ବ ସପ୍ତାହରେ ଏହି ଫୋନ୍‍ ଉପରେ ୩୦୦୦ଟଙ୍କାର ରିଆତି ଦିଆଯାଇଥିଲା। ଏବେ ଆଉଥରେ ପୁଣି ସେହି ଫୋନ୍‍ରେ ଆଉ ୧୦୦୦ଟଙ୍କାର ଅଧିକ…
Read More...

କନେଷ୍ଟବଳ ନିଯୁକ୍ତି ପରୀକ୍ଷା ବେଳେ ଆଉଜଣେ ଯୁବକ ମୃତ

ଭବାନୀପାଟଣା :କଳାହାଣ୍ଡି ଜିଲ୍ଲାରେ ରିର୍ଜଭପୋଲିସ କନେଷ୍ଟବଳ ନିଯୁକ୍ତି ପରୀକ୍ଷା ଚାଲିଥିବା ସମୟରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।  ଶନିବାର ୫ କିଲୋମିଟର କ୍ରସ୍ ରନ୍ ଦୌଡ ଥିବା ସମୟ ହୃଦଘାତରେ…
Read More...

ଗଳା କାଟି ହତ୍ୟା କାରଣ ଅସ୍ପଷ୍ଟ

ବଣାଇଁ : ବଣାଇ ଉପଖଣ୍ଡ ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବିରା ଗ୍ରାମରେ ଜଣକୁ ଗଳା କାଟି ହତ୍ୟା କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଗତକାଲି ରାତି ୧୧ଟା ସମୟରେ ମୂଷାବିରା ଗ୍ରାମରେ ଘରେ ଶୋଇଥିବା ସମୟରେ ଚାମୁ…
Read More...

ବଜ୍ରପାତରେ ଭୁଶୁଡିଲା ମନ୍ଦିର ପାଚେରୀ

ପିପିଲି :ପିପିଲି ବ୍ଲକ କଣ୍ଟି ପଞ୍ଚାୟତ ଅନ୍ତର୍ଗତ କାକୁଡିଆ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିରର ପ୍ରାଚୀର ଶନିବାର ଅପରାହ୍ନରେ ବଜ୍ରପାତରେ ଭୁଶୁୁଡି ପଡିଛି। ଶନିବାର କାକୁଡିଆ, ହରିରାଜପୁର,…
Read More...

କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ

ଗୁଆହାଟି : ଆସାମ ନାଗାଓଁ ଜିଲାର ଜଣେ ୨୪ ବର୍ଷିୟା ମହିଳାଙ୍କୁ ବଳାତ୍କାର କରିବା ଓ ଧମକ ଚମକ ଦେବା ଅଭିଯୋଗରେ ଆସାମ ପୁଲିସ୍‍ କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ରାଜେନ ଗୋହାଇଁଙ୍କ ବିରୋଧରେ ମାମଲା ରୁଜୁ କରିଛି।…
Read More...

ଫ୍ରିଡମ୍‍ ସେଲ : ଆମାଜନ୍‍, ଫ୍ଲିପକାର୍ଟ ଏବଂ ସ୍ନାପଡିଲରେ ମିଳିବ ଏହି ବିଶେଷ ଅଫର

ନୂଆଦିଲ୍ଲୀ : ପାଖେଇଆସୁଛି ଅଗଷ୍ଟ ପନ୍ଦର। ତେଣୁ ଅଗଷ୍ଟ ୧୫କୁ ଦୃଷ୍ଟିରେ ରଖି ବିଭିନ୍ନ ଅନଲାଇନ୍‍ ସପିଂ କମ୍ପାନୀ ତଥା ଇ-କମର୍ସ ସାଇଟସ୍‍ରେ ସ୍ୱତନ୍ତ୍ର ରିଆତି ତଥା ସେଲ ଅଫର ଆରମ୍ଭ କରିଛନ୍ତି। ଫ୍ଲିପକାର୍ଟ,…
Read More...

ନୋକିଆ-୨.୧, ନୋକିଆ-୩.୧ ଏବଂ ନୋକିଆ-୫.୧ର ୩ଜିବି ରାମ୍‍ ମଡେଲର ବଜାର ପ୍ରବେଶ

ନୂଆଦିଲ୍ଲୀ : ଏଚଏମ୍‍ଡି ଗ୍ଲୋବାଲ ତରଫରୁ ନୋକିଆ-୨.୧, ନୋକିଆ-୩.୧ ଏବଂ ନୋକିଆ-୫.୧ ୩ଜିବି ରାମ୍‍ ମଡେଲ ମୋବାଇଲ ଫୋନର ବଜାର ପ୍ରବେଶ କରାଯାଇଛି। ଏହି ତିନୋଟି ଫୋନ୍‍ ୨୦୧୮ମସିହାରେ ବଜାରକୁ ଆସିଥିବା ନୋକିଆ-୨,…
Read More...

ତ୍ରିରଙ୍ଗା ଧରିବେ ନୀରଜ ଚୋପ୍ରା

ନୂଆଦିଲ୍ଲୀ : ଚଳିତମାସ ୧୮ରୁ ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ୍‍ରେ ଏସୀୟ କ୍ରୀଡାର ୨୧ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଉଦ୍‍ଘାଟନୀ ଉତ୍ସବରେ ଜାଭେଲିନ ଥ୍ରୋ ସ୍ପେଶାଲିଷ୍ଟ ନୀରଜ ଚୋପ୍ରା ଭାରତର ଜାତୀୟ…
Read More...

ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଜଷ୍ଟିସ ଲୋଧା କ୍ଷୁବ୍ଧ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଗତ ଗୁରୁବାର ଏକ ଐତିହାସିକ ରାୟରେ ବିସିସିଆଇର ନୂତନ ସମ୍ବିଧାନକୁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏ ପ୍ରସଙ୍ଗରେ ଜଷ୍ଟିସ ଲୋଧା କମିଟି ଯେଉଁ ସୁପାରିସ କରିଥିଲେ ତାହାକୁ ସମ୍ପୂର୍ଣ୍ଣଭାବେ…
Read More...

ବୀର ଯବାନଙ୍କ ମହାବିଦ୍ୟାଳୟ

କେବଳ ଚଣ୍ଡିଗଡ଼ ନୁହେଁ, ବରଂ ପୂରା ଦେଶରେ ସ୍ଥାନୀୟ ସେକ୍ଟର ୧୦ର ଡିଏଭି ମହାବିଦ୍ୟାଳୟ ‘ବୀର ଯବାନ୍‌ଙ୍କ ମହାବିଦ୍ୟାଳୟ’ ଭାବେ ପରିଚିତ। ଏହି ମହାବିଦ୍ୟାଳୟ ୨-୩ଜଣ ଛାତ୍ର ନୁହେଁ, ୧୨ଜଣ ଛାତ୍ର ଭାରତର ବିଭିନ୍ନ…
Read More...

ବାଦାମ ଖାଇ ସୁସ୍ଥ ରହନ୍ତୁ

ଭାରତର ପ୍ରତ୍ୟେକ ପ୍ରାନ୍ତରେ ସହଜରେ ଉପଲବ୍ଧ ବାଦାମ ଏବେ ବିଶ୍ବସ୍ତରରେ ମଧ୍ୟ ଆଦୃତି ଲାଭ କଲାଣି। ଏଥିରେ ମହଜୁଦ୍ ପୋଷକତତ୍ତ୍ବ ଶରୀର ପାଇଁ ଖୁବ୍ ଉପକାରୀ। ଶସ୍ତାରେ ମିଳୁଥିବା ଏଇ ଡ୍ରାଏଫ୍ରୁଟ୍ ନିୟମିତ ଖାଇବା…
Read More...

ଲୁହା କଡ଼େଇର ଉପଯୋଗିତା

ଆଜିକାଲି ସପିଂ ମଲ୍‌ରେ ପ୍ରବେଶ କଲେ ବିଭିନ୍ନ କମ୍ପାନୀ ଓ ଡିଜାଇନର ରୋଷେଇ ସାମଗ୍ରୀ ବିକ୍ରି ପାଇଁ ଉପଲବ୍ଧ। ଗୃହିଣୀମାନେ ମଧ୍ୟ ସୁନ୍ଦରସୁନ୍ଦର ଆକୃତିର ତାୱା, କଡେଇ ଓ ଅନ୍ୟାନ୍ୟ ବାସନକୁସନ କିଣିବାରେ ସିଦ୍ଧହସ୍ତା…
Read More...

ଓମ୍ ପୁରୀଙ୍କ ସ୍ମୃତିରେ ନାସିରୁଦ୍ଦିନ୍ ଶାହା

ମୁମ୍ବଇ : ସ୍ବର୍ଗୀୟ ଓମ୍ ପୁରୀ ସିନେଜଗତର ଜଣେ ଦକ୍ଷ ଓ ଚମତ୍କାର କଳାକାର ଥିଲେ, ଏଥିରେ ଦ୍ବିମତ ହେବାର ନାହିଁ। ଅଧିକାଂଶ କଳାକାର ଓ ପ୍ରଶଂସକ ଜାଣନ୍ତି ଯେ ଓମ୍ ପୁରୀ ଓ ନାସିରୁଦ୍ଦିନ୍ ଶାହ ଦୁହେଁ ଘନିଷ୍ଠ ବନ୍ଧୁ…
Read More...

ଭାରତର ସହାୟତାକୁ ପ୍ରତ୍ୟାଖ୍ୟାନ, ଚୀନ ସହଯୋଗ ନେଲା ମାଳଦ୍ୱୀପ

ନୂଆଦିଲ୍ଲୀ : ମାଳଦ୍ୱୀପରେ ପଡୋଶୀ ଦେଶ ଚୀନର କୂଟନୀତି ଆଗରେ ଭାରତ ଫିକା ପଡ଼ିଯାଇଛି। ଦେଶରେ ଦେଖାଯାଇଥିବା ରାଜନୈତିକ ସଙ୍କଟକୁ ଦୂର କରିବା ପାଇଁ ମାଳଦ୍ୱୀପ ଚୀନର ସହଯୋଗ ନେଇଥିବାବେଳେ ଭୋରତର ସହାୟତାକୁ ପ୍ରତ୍ୟାଖ୍ୟାନ…
Read More...

ମା’ ର ଗାଳି ସହି ନପାରି ବିଷ ପିଇଲା ଝିଅ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ମଳାସପଦର ଗ୍ରାମର  ଜଣେ  ବାଳିକା ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି  । ସେ ମା' ର ଗାଳି ସହି ନପାରି ବିଷ ପିଇ ଗୁରୁତର ହୋଇଯାଇଥିଲେ । ଏହାପରେ ତାଙ୍କୁ  ବ୍ରହ୍ମପୁର…
Read More...

ଆମ ଗାଁ ଆମ ବିକାଶ : ୧୧୪ ପ୍ରକଳ୍ପକୁ ୪ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର

ମୋହନା : ଗଜପତି ଜିଲ୍ଲା ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୧୪ଟି ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ୪ କୋଟି…
Read More...

ମୁକ୍ତିଲାଭ କଲା କମଲ ହାସନଙ୍କ ଚଳଚ୍ଚିତ୍ର ‘ବିଶ୍ୱରୂପମ୍‍-୨’

ନୂଆଦିଲ୍ଲୀ : ଅନେକ ବିବାଦ ଘେରରେ ରହିଥିବା କମଲ ହାସନଙ୍କ ଚଳଚ୍ଚିତ୍ର ‘ବିଶ୍ୱରୂପମ-୨’ ଶେଷରେ ଶୁକ୍ରବାର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ଉଭୟ ପ୍ରଯୋଜନା ଏବଂ ନିର୍ଦେଶନା ଭାର ତୁଲାଇଛନ୍ତି ‘କମଲ ହାସନ’। ତିନି…
Read More...

ଦଲାଇ ଲାମାଙ୍କ କ୍ଷମାପ୍ରାର୍ଥନା

ନୂଆଦିଲ୍ଲୀ : ମହମ୍ମଦ ଅଲ୍ଲୀ ଜିନ୍ନା ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ଭାରତ ଓ ପାକିସ୍ତାନ ବିଭାଜନ ହୋଇ ନ ଥାଆନ୍ତା ବୋଲି କହି ବିବାଦ ମଧ୍ୟକୁ ଟାଣି ହୋଇଯାଇଥିବା ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଶୁକ୍ରବାର…
Read More...

ଆତଙ୍କବାଦର ମୁକାବିଲା ପାଇଁ ମହିଳା ସ୍ୱାତ୍‍ ଦଳ

ନୂଆଦିଲ୍ଲୀ : ଆତଙ୍କବାଦୀ ଆକ୍ରମଣର ମୁକାବିଲା ନିମନ୍ତେ ମହିଳାମାନଙ୍କର ଏକ ‘ବିଶେଷ ଅସ୍ତ୍ର ଏବଂ ରଣକୌଶଳ (ସ୍ୱାତ୍‍)’ ଦଳ ଦିଲ୍ଲୀ ପୁଲିସର ସହଯୋଗ ନିମନ୍ତେ ପ୍ରସ୍ତୁତ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ…
Read More...

ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟରେ କେନ୍ଦ୍ରର ଯୁକ୍ତି

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀମାନଙ୍କୁ ମୁକ୍ତ କରାଯିବା ସମ୍ବନ୍ଧୀୟ ଆବେଦନକୁ କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟରେ ବିରୋଧ କରିଛନ୍ତି। ରାଜୀବଙ୍କ ୭ ଜଣ ହତ୍ୟାକାରୀଙ୍କୁ…
Read More...

ହରିପ୍ରସାଦଙ୍କ ସମ୍ବନ୍ଧରେ ମୋଦୀଙ୍କ ମନ୍ତବ୍ୟ ରାଜ୍ୟସଭା ରେକର୍ଡରୁ ହଟିଲା

ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କଂଗ୍ରେସ ରାଜ୍ୟସଭା ସାଂସଦ ବି. କେ ହରିପ୍ରସାଦଙ୍କ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାଜ୍ୟସଭାରେ ଦେଇଥିବା କିଛି…
Read More...

ଫେସ୍‍ବୁକ୍‍ରେ ରାଷ୍ଟ୍ରପତିଙ୍କ ମିଥ୍ୟା ଚିଠି: ଜଣେ ଗିରଫ

ନୂଆଦିଲ୍ଲୀ : ନିଜ ଫେସ୍‍ବୁକ୍‍ ଆକାଉଣ୍ଟରେ ରାଷ୍ଟ୍ରପତିଙ୍କଠାରୁ ମିଳିଥିବା ଦର୍ଶାଇ ଏକ ମିଥ୍ୟା ପ୍ରଶଂସା ପତ୍ର ପୋଷ୍ଟ କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବେଙ୍ଗାଲୁରୁରେ ଏକ ପ୍ରବନ୍ଧନ ସ୍କୁଲ…
Read More...

ହିଂସା ସୃଷ୍ଟିକାରୀ କାଉଡ଼ିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

ନୂଆଦିଲ୍ଲୀ : କାଉଡ଼ିଆମାନେ ସଡ଼କ ଉପରେ ଭଙ୍ଗାରୁଜା କରିବା ଘଟଣା ସର୍ବୋଚ୍ଚ ଅଦାଲତରେ ପହଞ୍ଚିଛି। ଆଇନକୁ ହାତକୁ ନେଉଥିବା କାଉଡ଼ିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାରପତି ଡି. ୱାଇ…
Read More...

ତୃତୀୟ ତ୍ରୈମାସରେ ଏସ୍‍ବିଆଇର ୪,୮୭୬ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ : ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସ୍‍ବିଆଇ ପୁଣି ତୃତୀୟ ତ୍ରୈମାସରେ କ୍ଷତି ସହିଛି। ଏସ୍‍ବିଆଇ ପକ୍ଷରୁ ଶୁକ୍ରବାର ଜାରି ସୂଚନା ଅନୁସାରେ ଅପ୍ରେଲ-ଜୁନ୍‍ ତ୍ରୈମାସରେ ବ୍ୟାଙ୍କର ୪,୮୭୫.୮୫ କୋଟି ଟଙ୍କା କ୍ଷତି…
Read More...

ସାଉଦିଆରବ ଆକ୍ରମଣରେ ୟେମେନରେ ୫୦ ମୃତ, ୭୭ ଆହତ

ସାନା : ସାଉଦିଆରବ ନେତୃତ୍ୱାଧୀନ ମେଣ୍ଟ ସେନାର ଆକାଶ ମାର୍ଗରୁ ଆକ୍ରମଣରେ ଗୁରୁବାର ୟେମେନରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୭୭ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ମେଣ୍ଟ ସେନା ପକ୍ଷରୁ ହୁତି ବିଦ୍ରୋହୀ (ସିଆ)ଙ୍କ…
Read More...

ମୁମ୍ବଇ ସରକାରୀ ସ୍କୁଲରେ ଆଇରନ ବଟିକା ଖାଇ ୨ ଶିଶୁ ମୃତ, ୧୦୦ ଅସୁସ୍ଥ

ମୁମ୍ବଇ : ମୁମ୍ବଇ ଗୋବନ୍ଦୀର ଏକ ସରକାରୀ ସ୍କୁଲରେ ଶୁକ୍ରବାର ଆଇରନ ବଟିକା ଖାଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି ଓ ୧୦୦ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇପଡିଛନ୍ତି। ଅନେକ ଶିଶୁଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତକଙ୍କ…
Read More...

ଟ୍ରାକ୍ଟର ଓଲଟି ୩ କାଉଡ଼ିଆ ମୃତ, ୨୨ ଆହତ

ମୋରେନା : ମଧ୍ୟପ୍ରଦେଶ ମୋରେନା ଜିଲା ସିକ୍ରୋଦା ଅଞ୍ଚଳ ସିଭିଲ ଲାଇନ ଥାନା ଅଧୀନ ଜାତୀୟ ରାଜପଥରେ ଏକ ଟ୍ରାକ୍ଟର ଓଲଟି ୩ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି ଓ ୨୨ ଜଣ ଆହତ ହୋଇଛନ୍ତି। ଯାତ୍ରା ସାରି କାଉଡ଼ିଆମାନେ ଟ୍ରାକ୍ଟର…
Read More...

ନାଲାସୋପାରା ଓ ପୁଣେରେ ଏଟିଏସ୍‍ର ଚଢ଼ଉ, ଦୁଇ ସନ୍ଦିଗ୍ଧ ଗିରଫ

ମୁମ୍ବଇ : ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଆତଙ୍କବାଦ ନିରୋଧ ଦଳ (ଏଟିଏସ୍‍) ପକ୍ଷରୁ ଚଢ଼ାଉ କରାଯାଇଛି। ଗୁରୁବାର ରାତିରେ ପାଲଘରର ନାଲାସୋପାରା ଅଞ୍ଚଳରୁ ବୈଭବ ରାଉତ ନାମକ ଜଣେ ବ୍ୟକ୍ତିଙ୍କୁ ଏଟିଏସ୍‍ ଗିରଫ…
Read More...

କାଜଲଙ୍କ ହେଲିକପ୍ଟର ଇଲା

ମୁମ୍ବଇ : ପ୍ରଦୀପ ସରକାର ନିର୍ଦେଶିତ ଓ ଅଜୟ ଦେବଗନ୍ ପ୍ରଯୋଜିତ ‘ହେଲିକପ୍ଟର ଇଲା’ ସେପ୍ଟେମ୍ବର ୭ରେ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବାକୁ ଯାଉଛି। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଜୟଙ୍କ ପତ୍ନୀ କାଜଲ ଓ ଟୋଟା…
Read More...

କେରଳ: ମାଟି ଅତଡ଼ା ଖସି ଫସି ରହିଛନ୍ତି ବିଦେଶୀଙ୍କ ସମେତ ୬୦ ଲୋକ

ମୁନ୍ନାର : କେରଳରେ ବର୍ଷା ବିତ୍ପାତ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ଜନିତ ଦୁର୍ଘଟଣାରେ ୨୬ ଜଣ ପ୍ରାଣ ହରାଇଛନ୍ତି ଓ ୪ ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଶୁକ୍ରବାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ…
Read More...

ପ୍ରଥମ ଥର ୩୮,୦୦୦ ପଏଣ୍ଟ ପାର କଲା ସେନସେକ୍ସ

ନୂଆଦିଲ୍ଲୀ : ଭାରତୀୟ ସେୟାର ବଜାର ଗୁରୁବାର କାରବାରରେ ନୂଆ ରେକର୍ଡ ସୃଷ୍ଟି କରିଛି। ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଚ (ବିଏସ୍‍ଇ) ସେନସେକ୍ସ ପ୍ରଥମ ଥର ୩୮,୦୦୦ ପଏଣ୍ଟ ପାର କରିଛି। ଗୁରୁବାର ସେନସେକ୍ସ ୧୩୭ ପଏଣ୍ଟ ବୃଦ୍ଧି…
Read More...

କ୍ରିକେଟ ମନୋନୟନକାରୀଙ୍କ ବେତନ ବୃଦ୍ଧି

ମୁମ୍ବଇ : ବିସିସିଆଇ କର୍ତ୍ତୃପକ୍ଷ ଗୁରୁବାର କ୍ରିକେଟ ମନୋନୟନକାରୀଙ୍କ ବେତନ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତିକୁ ବିସିସିଆଇ ପ୍ରଶାସକ କମିଟି ଅନୁମୋଦନ କରିଛି। ଜାତୀୟ ମନୋନୟନ କମିଟି ଅଧ୍ୟକ୍ଷଙ୍କ…
Read More...

ଟ୍ୱେଣ୍ଟି୨୦ ଦଳରୁ ମାଲିଙ୍ଗା ବାଦ

କଲମ୍ବୋ : ଚଳିତମାସ ୧୪ରେ ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜର ଏକମାତ୍ର ଟ୍ୱେଣ୍ଟି୨୦ ମ୍ୟାଚ ଖେଳାଯିବ। ଏଥିପାଇଁ ଗୁରୁବାର ଘରୋଇ ଶ୍ରୀଲଙ୍କାର ୧୫ ଜଣିଆ ଦଳ ଘୋଷଣା କରାଯାଇଥିବାବେଳେ ଫାଷ୍ଟ ବୋଲର ଲସିଥ୍‍…
Read More...

ଏସିଆ କପ୍‍ ଖେଳିବେନି ସାକିବ

ଢାକା : ଆସନ୍ତା ସେପ୍ଟେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍‍ସରେ ଏସିଆ କପ୍‍ କ୍ରିକେଟ ଆୟୋଜିତ ହେବ। ତେବେ ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ୍‍ ହାସାନ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି…
Read More...

ଶ୍ରୀଲଙ୍କାକୁ ୧୨-୦ରେ ହରାଇଲା ଭାରତ

ଥିମ୍ପୁ (ଭୁଟ୍ଟାନ) : ଗୁରୁବାର ଏଠାରେ ସାଫ୍‍ ୧୫ ବର୍ଷରୁ କମ୍‍ ବାଳିକା ଫୁଟ୍‍ବଲ ଚମ୍ପିଆନ୍‍ସିପ ଆରମ୍ଭ ହୋଇଛି। ଏହାର ପ୍ରଥମ ମ୍ୟାଚ୍‍ରେ ଭାରତ ବିପୁଳ ବିଜୟ ହାସଲ କରିଛି। ଶ୍ରୀଲଙ୍କାକୁ ୧୨-୦ ଗୋଲ୍‍ରେ ହରାଇ ଭାରତ…
Read More...

ମୁସଲମାନ ନାଁ ଥିବା ୩ଟି ଗାଁର ନାମ ବଦଳାଇଲେ ରାଜସ୍ଥାନ ସରକାର

ଜୟପୁର : ରାଜସ୍ଥାନ ସରକାର ନିଜ ରାଜ୍ୟରେ ଥିବା ମୁସଲମାନ ନାମ ଥିବା ଗାଁଗୁଡ଼ିକର ନାଁ ବଦଳାଇ ଦେଉଛନ୍ତି। କିଛି ଗାଁର ଲୋକେ ମୁସଲମାନ ନାମକୁ ନେଇ ଆପତ୍ତି ଉଠାଇବା ପରେ ସରକାର ଏଭଳି ନିଷ୍ପତ୍ତି କାର୍ଯ୍ୟକାରୀ କରୁଥିବା…
Read More...

ସମାଲୋଚନା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କୁ କହିଲେ ସରକାର

ନୂଆଦିଲ୍ଲୀ : ବିଭିନ୍ନ ମାମଲାର ବିଚାର ବେଳେ ସୁପ୍ରିମକୋର୍ଟ କରୁଥିବା ସମାଲୋଚନାକୁ କେନ୍ଦ୍ର ସରକାର ନାପସନ୍ଦ କରିଛନ୍ତି। ଏପରି କି ଆଗାମୀ ଦିନରେ ଏପରି ସମାଲୋଚନା ବନ୍ଦ କରିବାକୁ ସରକାର ସୁପ୍ରିମକୋର୍ଟଙ୍କୁ…
Read More...

ଭୁବନେଶ୍ୱରରେ ପହଞ୍ଚିଲା ରଗ୍‍ବୀ ବିଶ୍ୱକପ ଟ୍ରଫି

ଭୁବନେଶ୍ୱର : ଦୀର୍ଘ ୩ ଦଶନ୍ଧି ପରେ ଓଡ଼ିଶାରେ ପହଞ୍ଚିଛି ଏକ ବିଶ୍ୱକପ ଟ୍ରଫି। ଆଇସିସି ବିଶ୍ୱକପ କ୍ରିକେଟ ଟ୍ରଫି ପରେ ଓଡ଼ିଶାରେ ପହଞ୍ଚିଛି ରଗ୍‍ବୀ ବିଶ୍ୱକପ ଟ୍ରଫି। ଜାପାନରେ ୨୦୧୯ ସେପ୍ଟେମ୍ବରରେ ଆୟୋଜିତ ହେବ ୭ମ…
Read More...

ହାତୀ ସୁରକ୍ଷା ପାଇଁ ନୀଳଗିରି ପାର୍ବତ୍ୟାଞ୍ଚଳର ୧୧ ରିସର୍ଟ ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ : କେରଳର ନୀଳଗିରି ହାତୀ ବିଚରଣସ୍ଥଳରେ ବେଆଇନ ଭାବେ ନିର୍ମିତ ୧୧ଟି ରିସର୍ଟକୁ ୪୮ଘଣ୍ଟା ମଧ୍ୟରେ ବନ୍ଦ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଏଥିସହିତ ରିସର୍ଟ ମାଲିକମାନଙ୍କୁ…
Read More...

ଷ୍ଟିଭ ଡେଭିସ କପ୍‍ ସ୍ନୁକର: ସୁବ୍ରତ ଚମ୍ପିଆନ; ସୌଭାଗ୍ୟ ରନର୍ସଅପ୍‍

ଭୁବନେଶ୍ୱର : ଓଡ଼ିଶାର ଷ୍ଟାର କ୍ୟୁ ସ୍ପୋର୍ଟ୍ସ ଖେଳାଳି ସୁବ୍ରତ ଦାସ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ରାଜ୍ୟର ପ୍ରଥମ ଖେଳାଳି ଭାବେ ସୁବ୍ରତ ରାଜ୍ୟ ବାହାରେ ଉଭୟ ସ୍ନୁକର ଓ ବିଲିୟାର୍ଡ୍ସ ଟାଇଟଲ ହାସଲ କରିବାରେ…
Read More...

ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ହେଲେ ରେଖା ଶର୍ମା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ରେଖା ଶର୍ମାଙ୍କୁ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ରେଖା ଶର୍ମା ମହିଳା କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷା ଥିଲେ। ଲଳିତା କୁମାରମଙ୍ଗଳମ ପଦରୁ…
Read More...

ବିଶ୍ୱକପ୍‍ ହକି: ୩୦ ସୁଦ୍ଧା ସରିବ ଷ୍ଟାଡ଼ିୟମ କାର୍ଯ୍ୟ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚତୁର୍ଦଶତମ ପୁରୁଷ ବିଶ୍ୱକପ ହକି ପ୍ରତିଯୋଗିତା ଖେଳାଯିବ। ଓଡ଼ିଶାରେ ପ୍ରଥମ ଓ ଭାରତରେ ତୃତୀୟ ଥର ପାଇଁ ଆୟୋଜିତ…
Read More...

ସୁପ୍ରିମକୋର୍ଟଙ୍କ ରାୟକୁ ବିନୋଦଙ୍କ ସ୍ୱାଗତ

ନୂଆଦିଲ୍ଲୀ : ବିସିସିଆଇର କ୍ରିକେଟ ପ୍ରଶାସକ କମିଟି (ସିଓଏ)ର ମୁଖ୍ୟ ବିନୋଦ ରାୟ ଗୁରୁବାର ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି। ବିଶେଷକରି ବିସିସିଆଇ ଓ ରାଜ୍ୟ କ୍ରିକେଟ ଆସୋସିଏସନ୍‍ର କର୍ମକର୍ତ୍ତା କ୍ରମାଗତ…
Read More...

ବିସିସିଆଇର ନୂଆ ସମ୍ବିଧାନକୁ ସୁପ୍ରିମକୋର୍ଟ ମୋହର

ନୂଆଦିଲ୍ଲୀ : ବିସିସିଆଇର ନୂତନ ସମ୍ବିଧାନକୁ ସୁପ୍ରିମକୋର୍ଟ ଗୁରୁବାର ଅନୁମୋଦନ କରିଛନ୍ତି। ଜଷ୍ଟିସ ଲୋଧା କମିଟିର ସୁପାରିସ ଅନୁଯାୟୀ ଏହି ସମ୍ବିଧାନ ପ୍ରସ୍ତୁତ କରାଯାଇଥିବାବେଳେ କେତେକ ପ୍ରସ୍ତାବର କାର୍ଯ୍ୟକାରିତାକୁ…
Read More...

ଭାରତୀୟ ବଜାରକୁ ଆସିଲା ‘ଏମ୍‍ଆଇ ଏ-୨’

ନୂଆଦିଲ୍ଲୀ : ବୁଧବାର ଭାରତୀୟ ବଜାରରେ ପ୍ରବେଶ କରିଛି ଜିଓମିର ନୂଆ ସ୍ମାର୍ଟଫୋନ୍‍ ‘ଏମ୍‍ଆଇ ଏ-୨’। ଅଗଷ୍ଟ ୯ ଦିନ ୧୨ଟାରୁ ଆମାଜନ୍‍ରେ ଏହି ଫୋନ୍‍ ପାଇଁ ବରାଦ ବା ପ୍ରି-ଅର୍ଡର ଆରମ୍ଭ ହୋଇଛି। ଏହି ଫୋନ୍‍ ସୁନେଲୀ,…
Read More...

ସାମସଙ୍ଗ୍‍ ଗ୍ୟାଲେକ୍ସି ନୋଟ-୯ର ବଜାର ପ୍ରବେଶ

ନୂଆଦିଲ୍ଲୀ : ସାମସଙ୍ଗ କମ୍ପାନୀର ‘ଗ୍ୟାଲେକ୍ସି ନୋଟ-୯’ର ଗୁରୁବାର ବଜାର ପ୍ରବେଶ କରାଯାଇଛି। ଭାରତୀୟ ବଜାରରେ ସାମସଙ୍ଗ୍‍ ଗ୍ୟାଲେକ୍ସି ନୋଟ-୯ ର ମୂଲ୍ୟ ୬୦ ହଜାରରୁ ୬୪ ହଜାର ମଧ୍ୟରେ ରହିବ ବୋଲି କୁହାଯାଉଛି।…
Read More...

ଜାତିସଂଘସ୍ଥିତ ଭାରତୀୟ ଅଧିକାରୀଙ୍କ ବିରୋଧରେ ଯୌନ ବ୍ୟଭିଚାର ଅଭିଯୋଗ

ୱାଶିଂଟନ : ଜାତିସଂଘସ୍ଥିତ ଜଣେ ଭାରତୀୟ ଅଧିକାରୀଙ୍କ ବିରୋଧରେ ଯୌନ ବ୍ୟଭିଚାର ଅଭିଯୋଗ ଆସିଛି। ଅଭିଯୋଗ ଉପରେ ତଦନ୍ତ ଚାଲିଥିବା ଜଣାଯାଇଛି। ପ୍ରାୟ ୮ଜଣ ବ୍ୟକ୍ତି ଉକ୍ତ ଭାରତୀୟଙ୍କ ବିରୋଧରେ ଯୌନ ବ୍ୟଭିଚାର ଅଭିଯୋଗ…
Read More...

କୁମାର ସ୍ୱାମୀଙ୍କ ୭ ମିନିଟର ଶପଥ ଗ୍ରହଣ ପାଇଁ ଖର୍ଚ୍ଚ ହୋଇଛି ୪୨ ଲକ୍ଷ

ନୂଆଦିଲ୍ଲୀ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ୭ ମିନିଟ୍‍ର ଶପଥ ଗ୍ରହଣ ସମାରୋହ ପାଇଁ କର୍ଣ୍ଣାଟକ ସରକାର ୪୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ମାର୍ଚ୍ଚ ୨୩ରେ ଆୟୋଜିତ ଏହି ଶପଥ ଗ୍ରହଣ ସମାରୋହରେ…
Read More...

ଶିକ୍ଷାମନ୍ତ୍ରୀଙ୍କୁ ଦାବି ପତ୍ର : ସ୍କୁଲ-କଲେଜ-ଶିକ୍ଷକ ମିଳିତ ମଂଚର କର୍ମଚାରୀ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକର ସମସ୍ତ ଶିକ୍ଷକ, ଅଧ୍ୟାପକ/ଅଧ୍ୟାପିକା କର୍ମଚାରୀ ମିଳିତ ମଂଚ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି। ମିଳିତ ମଂଚର ଜିଲ୍ଲା ସଂପାଦକ…
Read More...

ମୋହନାରେ କଂଗ୍ରେସ ପକ୍ଷରୁ ବିଶ୍ୱ ଆଦିବାସୀ ଓ କ୍ରାନ୍ତି ଦିବସ ପାଳିତ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ କଂଗ୍ରେସ ପକ୍ଷରୁ ଗୁରୁବାର ବିଶ୍ୱ ଆଦିବାସୀ ଦିବସ ଓ କ୍ରାନ୍ତି ଦିବସ ପାଳନ ହୋଇଯାଇଛି। ଏହି ଦିବସ ପାଳନ ଅବସରରେ ସ୍ଥାନୀୟ ହାଇସ୍କୁଲ ଛକ ସ୍ଥିତ ବ୍ଳକ କଂଗ୍ରେସ କାର୍ଯ୍ୟାଳୟଠାରେ…
Read More...

ଓଡିଶା କୃଷକ ସଭା ପକ୍ଷରୁ ଶୋଭାଯାତ୍ରା

ମୋହନା : ଗଜପତି ଜିଲ୍ଲା ମୋହନାରେ ଓଡିଶା କୃଷକ ସଭା ମୋହନା ଆଞ୍ଚଳିକ କମିଟି ପକ୍ଷରୁ ୫ ଦଫା ଦାବି ନେଇ ଶୋଭାଯାତ୍ରା କରାଯାଇଛି।  ଜିଲ୍ଲା କମିଟି ସଦସ୍ୟ ମାନସ ଜେନାଙ୍କ ନେତୃତ୍ୱରେ ସ୍ଥାନୀୟ ହାଇସ୍କୁଲ ଛକରୁ…
Read More...

ହିଟଲର୍‍ ବେଶରେ ଟିଡିପି ସାଂସଦ

ନୂଆଦିଲ୍ଲୀ : ତେଲଗୁ ଦେଶମ୍‍ ପାର୍ଟି (ଟିଡିପି) ସାଂସଦ ତଥା ପୂର୍ବତନ ଅଭିନେତା ନରମାଲି ଶିବପ୍ରସାଦଙ୍କୁ ଗୁରୁବାର ସଂସଦରେ ନାଜି ନେତା ତଥା ଜର୍ମାନୀର ଏକଚ୍ଛତ୍ରବାଦ ଶାସକ ଆଡଲ୍‍ଫ ହିଟଲର୍‍ଙ୍କ ବେଶରେ ଦେଖିବାକୁ…
Read More...

କାଉଡ଼ିଆଙ୍କ ଉପରେ ପୁଷ୍ପବୃଷ୍ଟି ପାଇଁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ

ନୂଆଦିଲ୍ଲୀ : ପିବତ୍ର ଶ୍ରାବଣ ମାସରେ ଶିବଭକ୍ତ କାଉଡ଼ିଆଙ୍କ ଉପରେ ହେଲିକପ୍ଟର ଯୋଗେ ପୁଷ୍ପବୃଷ୍ଟି ନିମନ୍ତେ ଉତ୍ତରପ୍ରଦେଶ ସରକାର ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ମିରଟ ଏବଂ ଆଖପାଖ ଅଞ୍ଚଳରେ ଶୈବପୀଠଗୁଡିକରେ ପାଣି…
Read More...

ଇଣ୍ଡୋନେସିଆରେ ୬.୨ ତୀବ୍ରତାର ଆଉ ଏକ ଭୂକମ୍ପ

ନୂଆଦିଲ୍ଲୀ : ଇଣ୍ଡୋନେସିଆର ଲୋମ୍ବୋକବାସୀ ରବିବାର ସଂଘଟିତ ଭୂକମ୍ପର ବିଭୀଷିକାରୁ ମୁକୁଳି ନ ଥିବା ବେଳେ ଗୁରୁବାର ପୁନଃ ଏହି ଦ୍ୱୀପରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ଅପରାହ୍ଣରେ ସଂଘଟିତ ଏହି ଭୂକମ୍ପର ତୀବ୍ରତା ରିକ୍ଟର…
Read More...

୧୧ରେ ସୂର୍ଯ୍ୟୋପରାଗ

ନୂଆଦିଲ୍ଲୀ : ଲୋହିତ ଚନ୍ଦ୍ର ଦୃଶ୍ୟ ହେବାର ୧୫ ଦିନ ପରେ ଚଳିତ ମାସରେ ଆଉ ଏକ ମହାଜାଗତିକ ଘଟଣା ଘଟିବାକୁ ଯାଉଛି। ଅଗଷ୍ଟ ୧୧ (ଶନିବାର) ଆଂଶିକ ସୂର୍ଯ୍ୟୋପରାଗ ହେବ। ଏହା ଚଳିତବର୍ଷର ତୃତୀୟ ସୂର୍ଯ୍ୟୋପରାଗ। ଅପରାହ୍ଣ…
Read More...

ତିନି ତଲାକ୍‍ ବିଲ୍‍ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ, ମାଜିଷ୍ଟ୍ରେଟଙ୍କଠାରୁ ମଳିପାରିବ ଜାମିନ

ନୂଆଦିଲ୍ଲୀ : ତିନି ତଲାକ ବିଧେୟକରେ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ୍‍ ଗୁରୁବାର ମଞ୍ଜୁରୀ ପ୍ରଦାନ କରିଛି। ଏହାକୁ ଜାମିନ ବିହୀନ ଅପରାଧ ଭାବେ ବିଚାର କରାଯିବ। ତେବେ ମାଜିଷ୍ଟ୍ରେଟ୍‍ଙ୍କ ଦ୍ୱାରା ଏହି ଅପରାଧରେ…
Read More...

ରାଜ୍ୟସଭାରେ ଏସ୍‍ସି/ଏସ୍‍ଟି ଆଇନ ସଂଶୋଧନ ବିଧେୟକ ଗୃହୀତ

ନୂଆଦିଲ୍ଲୀ : ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଏସ୍‍ସି/ଏସ୍‍ଟି) ଅତ୍ୟାଚାର ନିରୋଧ ଆଇନ ସଂଶୋଧନ ବିଧେୟକ ଗୁରୁବାର ରାଜ୍ୟସଭାରେ ଗୃହୀତ ହୋଇଛି। ଏହା ପୂର୍ବରୁ ମଙ୍ଗଳବାର ଏହି ବିଧେୟକ ଲୋକସଭାରେ ଗୃହୀତ…
Read More...

ଭାରତ ସ୍ୱାଧୀନତାର କିଛି ଅଜଣା କଥା

ନୂଆଦିଲ୍ଲୀ : ୧୯୪୭ ଅଗଷ୍ଟ ୧୪ ରାତି ୧୧ଟାରେ ବ୍ରିଟିଶ କବଳରୁ ଭାରତ ସ୍ୱାଧୀନତା ଲାଭ କଲା। ରାତି ଉଜାଗର ରହି ବହୁ ଲୋକ ସ୍ୱାଧୀନତା ଉତ୍ସବ ପାଳନ କଲେ। ରାତି ସାରା ଦେଶାତ୍ମବୋଧକ ସଂଗୀତ, ଭାଷଣ ଓ ସକାଳୁ ପ୍ରଭାତ ଫେରିରେ…
Read More...

ଅଜଗର ସାପ ଉଦ୍ଧାର

ସୁଆଣ୍ଡୋ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ  ପୋଢଙ୍ଗ ସାହିରେ ଏକ ବିଶାଳ ଅଜଗର ସାପ ଉଦ୍ଧାର ହୋଇଛି । ମାଛ ଧରିବା ପାଇଁ ଖଲାସୀ ନାଳ ଭିତରେ ବନ୍ଧା ଯାଇଥିବା ଏକ ଫାସି ଜାଲରୁ ବିରାଟ ଆକାରର  ଅଜଗର ସାପକୁ …
Read More...

୨୨ବର୍ଷ ପରେ ଏକତ୍ର କାମ କରିବେ ଋଷି-ଜୁହି

ମୁମ୍ବଇ : ପୁଅ ରଣବୀର କପୁରଙ୍କ ଲୋକପ୍ରିୟତା ସହ ତାଳ ଦେଇ ଚାଲୁଛନ୍ତି ବାପା ଋଷି କପୁର। ବାପ-ପୁଅ ଦୁହିଁଙ୍କୁ କ୍ରମାଗତ ନୂତନ ଅଫର୍‌ମାନ ଆସୁଛି। ନିକଟରେ ଋଷି କପୁର ଏକ ସାକ୍ଷାତକାରରେ କହିଛନ୍ତି ୨୨ ବର୍ଷ ପରେ ସେ…
Read More...

ଯୁବତୀଙ୍କୁ ମାଡ ମାରି କାନଫୁଲ ଛିଡାଇ ନେବା ଘଟଣା : ଜେଲ୍‍ ଗଲା ଅଭିଯୁକ୍ତ

ପିପିଲି :ଲୁଗା ବିକ୍ରି କରିବାକୁ ଆସିଥିବା ଜଣେ ଯୁବତୀଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଚ କରି ମାଡମାରିବା ଓ ତାଙ୍କ କାନରୁ ଏକ ସୁନା କାନଫୁଲ ଛିଣ୍ଡାଇ ନେବା ଅଭିଯୋଗରେ ପିପିଲି ଥାନା ପୁଲିସ ବୁଧବାରରେ ଅଭିଯୁକ୍ତ…
Read More...

ଭଙ୍ଗାହେଲା ଢଳାଇ ବନ୍ଧ

ସୁଆଣ୍ଡୋ : ପୁରୀଜିଲା ବଳଙ୍ଗା ନିକଟ ଖିରିଖିଆ-ନୂଆଗାଁ ଖଲାସୀ ଭିତରେ ହୋଇଥିବା ଢଳେଇ ବନ୍ଧକୁ ଆଜି ପ୍ରଶାସନ ପକ୍ଷରୁ ଡ୍ରୋଜର ଲଗାଇ ଭାଙ୍ଗି ଦିଆଯାଇଛି। ସଦର ବ୍ଳକ ନୂଆଗାଁ ନିକଟରେ ୫ ଫୁଟ ଉଚ୍ଚ ଓ ୩୬ ଫୁଟ ଲମ୍ବର ଏହି…
Read More...

ହଷ୍ଟେଲ ଫି ବୃଦ୍ଧି ପ୍ରତିବାଦରେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ରଛାତ୍ରୀ

ସମ୍ବଲପୁର:ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ହଷ୍ଟେଲ ଫି ବୃଦ୍ଧିକୁ ବିରୋଧ କରି ବୁଧବାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହାର ପ୍ରତିବାଦରେ ଛାତ୍ରଛାତ୍ରୀ ମାନେ ବିଶ୍ୱବିଦ୍ୟାଳୟ ମୁଖ୍ୟ…
Read More...

ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ମୃତ, ଜଣେ ଗୁରୁତର

କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୦ର ସିଲିସୁଆଁ ରେଲୱେ ଓଭରବ୍ରିଜ୍‍ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା…
Read More...

ମଲା ପରେ ବି ଜିତିଲେ କରୁଣାନିଧି, ଗୁରୁଙ୍କ ପାଖରେ ନେଲେ ସମାଧି

ଚେନ୍ନଇ : ମାତ୍ର ୧୪ ବର୍ଷ ବୟସରେ ରାଜନୈତିକ ଜୀବନ ଆରମ୍ଭ କରିଥିବା ଦ୍ରାବିଡ଼ ମୁନେତ୍ରା କାଝାଗାମ୍‍ (ଡିଏମ୍‍କେ)ର ପ୍ରତିଷ୍ଠାତା, ତାମିଲନାଡ଼ୁର ୫ଥର ମୁଖ୍ୟମନ୍ତ୍ରୀ ତଥା ଅପରାଜୟ ଜନନେତା କରୁଣାନିଧି ମୃତ୍ୟୁ ପରେ ବି…
Read More...

ଗାନ୍ଧିଙ୍କ କଥା ନେହରୁ ମାନିଯାଇଥିଲେ ଭାରତର ବିଭାଜନ ହୋଇନଥାନ୍ତା : ଦଲାଇ ଲାମା

ପାଣାଜୀ : ତିବ୍‍ବତର ଧର୍ମଗୁରୁ ଦଲାଇ ଲାମା ବୁଧବାର ଭାରତର ବିଭାଜନ ଏବଂ ଏଥିରେ ନେହରୁ ଓ ଜିନ୍ନାଙ୍କ ଭୂମିକାକୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ ଜବାହାରଲାଲ ନେହରୁଙ୍କ ସ୍ଥାନରେ ମହମ୍ମଦ ଅଲ୍ଲି…
Read More...

କିଡନୀ ରୋଗରେ ଜଣଙ୍କର ମୃତ୍ୟୁ

ରାୟଗଡା : ରାୟଗଡା ଜିଲ୍ଲା କୋଲନର ବ୍ଲକ୍‍ ଅନ୍ତର୍ଗତ ଗୋପୀ କାଙ୍କୁବାଡି ଗ୍ରାମରେ କିଡନୀ ରୋଗରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଖୋଗୋପତି ବାତ୍ରିୟା(୩୨)। ସେ ୪ବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ…
Read More...

ମୁମ୍ବଇ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ ଘଟି ୪୩ ଆହତ

ମୁମ୍ବଇ : ମହାରାଷ୍ଟ୍ରର ମୁମ୍ବଇ ତୈଳ ବିଶୋଧନାଗାରରେ ବୁଧବାର ଅପରାହ୍ଣରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ୪୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି।…
Read More...

ଅନ୍ୟ ରାଜ୍ୟରେ ଆସିପାରେ ଆସାମ ଭଳି ଏନ୍‍ଆର୍‍ସି : ଅମିତ୍‍ ଶାହାଙ୍କ ସଙ୍କେତ

ନୂଆଦିଲ୍ଲୀ : ଆସାମ ଭଳି ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଜାତୀୟ ନାଗରିକ ପଞ୍ଜିକା (ଏନ୍‍ଆର୍‍ସି) ଆସିପାରେ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‍ ଶାହା ପରୋକ୍ଷରେ ସଙ୍କେତ ଦେଇଛନ୍ତି। ଆସାମରେ ଏନ୍‍ଆର୍‍ସି…
Read More...

ଇଣ୍ଡୋନେସିଆ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ୧୩୧କୁ ବୃଦ୍ଧି

ମାତାରାମ : ଇଣ୍ଡୋନେସିଆର ଲୋମ୍ବୋକ ଦ୍ୱୀପରେ ରବିବାର ଘଟିଥିବା ଭୂକମ୍ପ ଯୋଗୁ ଜନିତ ମୃତ୍ୟୁ ସଂଖ୍ୟା ୧୩୧ରେ ପହଞ୍ଚିଛି। ପ୍ରାୟ ୧,୪୭୭ ଲୋକ ଗୁରୁତର ଆହତ ହୋଇଛନ୍ତି। ଏହି ଭୟଙ୍କର ଭୂକମ୍ପ ଯୋଗୁ ପର୍ଯ୍ୟଟନ ପାଇଁ…
Read More...

ଆଶ୍ରୟସ୍ଥଳ ବଳାତ୍କାର ମାମଲା: ଇସ୍ତଫା ଦେଲେ ବିହାର ସମାଜ କଲ୍ୟାଣ ମନ୍ତ୍ରୀ

ପାଟନା : ମୁଜାଫରପୁର ନାବାଳିକା ଆଶ୍ରୟସ୍ଥଳ ବଳାତ୍କାର ଘଟଣାରେ ସ୍ୱାମୀ ଚନ୍ଦ୍ରେଶ୍ୱର ବର୍ମାଙ୍କ ନାମ ଆସିବା ପରେ ବୁଧବାର ବିହାର ସମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉଲ୍ଲେଖ ଯେ…
Read More...

୨ ଆତଙ୍କବାଦୀ ନିହତ, ଜଣେ ଯବାନ ଆହତ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରହ ବାରମୁଲାଠାରେ ବୁଧବାର ସୁରକ୍ଷାବଳଙ୍କ ସହ ଗୁଳି ବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି ଓ ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି। ବୁଧବାର ପୂର୍ବାହ୍ନରେ ବାରମୁଲାର ରାଫିୟାବାଦଠାରେ…
Read More...

ଅନ୍ତିମ ଯାତ୍ରାରେ କରୁଣାନିଧି

ଚେନ୍ନଇ : ଦ୍ରାବିଡ଼ ମୁନେତ୍ରା କାଝାଗାମ୍‍ (ଡିଏମ୍‍କେ)ର ପ୍ରତିଷ୍ଠାତା, ତାମିଲନାଡ଼ୁର ୫ଥର ମୁଖ୍ୟମନ୍ତ୍ରୀ ତଥା ଜନନେତା, ବିଶିଷ୍ଟ ଲେଖକ ଓ ବିପ୍ଳବୀ କବି, ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ମୁଥୁବେଲ(ଏମ୍‍) କରୁଣାନିଧିଙ୍କ…
Read More...

ଓଆର୍‍ଏଚ୍‍ଡିସି ଦୁର୍ନୀତି ମାମଲା: ଦୁଇ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ୍‍

କଟକ : ବହୁ ଚର୍ଚ୍ଚିିତ ଓଆରଏଚ୍‍ଡିସି ଦୁର୍ନୀତି ମାମଲାରେ ଅଭିଯୁକ୍ତ ପ୍ରଦୀପ ରାଉତ ଏବଂ ଚିତ୍ତ ମଲ୍ଲିକଙ୍କୁ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବୁଧବାର ୩ ବର୍ଷ ଲେଖାଏଁ ଜେଲ୍‍ ଦଣ୍ଡାଦେଶ ଶୁଣାଇଛନ୍ତି।…
Read More...

ଜ୍ଵାଇଁ ପୁଅଙ୍କ ନିମନ୍ତେ ବ୍ୟସ୍ତ ଦବଙ୍ଗ ଖାନ୍

ମୁମ୍ବଇ: ସଲମାନ୍ ଖାନ୍ ନିଜ ସାନ ଭଉଣୀ ଜ୍ବାଇଁ ଆୟୁଷ ଶର୍ମାଙ୍କ ବଲିଉଡ ପ୍ରବେଶ ନିମନ୍ତେ ୨ବର୍ଷ ତଳେ ଘୋଷଣା କରିଥିଲେ। ଗେହ୍ଲୀ ସାନ ଭଉଣୀ ଅର୍ପିତା ଖାନ୍ ଶର୍ମାଙ୍କ ସ୍ବାମୀ ହେଉଛନ୍ତି ଆୟୁଷ। ସଲମାନ୍ ଖାନ୍ ପ୍ରଯୋଜିତ…
Read More...

ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷରେ ଭାରତ ‘ଏ’ର ଇନିଂସ ବିଜୟ

ବାଙ୍ଗାଲୋର : ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷରେ ଇନିଂସ ବିଜୟ ହାସଲ କରିଛି ଘରୋଇ ଭାରତ ‘ଏ’। ମଙ୍ଗଳବାର ସମାପ୍ତ ହୋଇଥିବା ଏହି ୪ ଦିନିଆ ମ୍ୟାଚ୍‍ରେ ଦକ୍ଷିଣ ଆଫ୍ରିକା ‘ଏ’କୁ ଇନିଂସ ଓ ୩୦ ରନ୍‍ରେ ଭାରତ ‘ଏ’…
Read More...

ମୁଖମଣ୍ଡଳ ଚିହ୍ନଟ ଯନ୍ତ୍ର ଖଞ୍ଜାଯିବ

ଟୋକିଓ : ୨୦୨୦ରେ ଜାପାନର ରାଜଧାନୀ ଟୋକିଓରେ ଗ୍ରୀଷ୍ମକାଳୀନ ଅଲିମ୍ପିକ କ୍ରୀଡା ଆୟୋଜିତ ହେବ। ତେବେ ଏହି କ୍ରୀଡାରେ ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡାକଡି କରିବା ନିମନ୍ତେ ଆୟୋଜକ କମିଟି ପକ୍ଷରୁ ନୂତନ ବ୍ୟବସ୍ଥା…
Read More...

ଏକା ସାଙ୍ଗର ନଜର ଆସିବେ ରଣବୀର, ଆଲିଆ ଏବଂ କରିନା

ନୂଆଦିଲ୍ଳୀ : ହିନ୍ଦୀ ଚଳଚ୍ଚିତ୍ରର ନିର୍ମାତା ତଥା ନିର୍ଦେଶକ କରଣ ଜୋହର ଖୁବଶୀଘ୍ର ଏକ ବିଗ ବଜେଟ୍‍ ଚଳଚ୍ଚିତ୍ର ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ବଲିଉଡର ନାମିଦାମୀ କଳାକାର ଅଭିନୟ କରିବେ। ତାଙ୍କର ଏହି ଚଳଚ୍ଚିତ୍ର…
Read More...

ଭାରତୀୟ ହକି ଦଳର ମାନ୍ୟତାରେ ଉନ୍ନତି ପୁରୁଷ ୫ମ; ମହିଳା ଦଳ ୯ମକୁ ଉନ୍ନୀତ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‍ଆଇଏଚ୍‍) ପକ୍ଷରୁ ଉଭୟ ପୁରୁଷ ଓ ମହିଳା ହକି ଦଳର ମାନ୍ୟତା ତାଳିକା ମଙ୍ଗଳବାର ପ୍ରକାଶ ପାଇଛି। ଏହି ତାଲିକାରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳର ମାନ୍ୟତାରେ ଉନ୍ନତି…
Read More...

ଦୁର୍ନୀତି ନିରୋଧୀ ଅଦାଲତରେ ଇମ୍ରାନଙ୍କୁ ଜେରା

ଇସଲାମାବାଦ : ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୧୪ତାରିଖରେ ଶପଥ ନେବାକୁ ଯାଉଥିବା ପାକିସ୍ତାନ ତେହରିକ-ଇ-ଇନ୍‍ସାଫ(ପିଟିଆଇ) ନେତା ଇମ୍ରାନ ଖାଁଙ୍କୁ ମଙ୍ଗଳବାର ଦେଶର ଦୁର୍ନୀତି ନିରୋଧୀ ସଂସ୍ଥା ନ୍ୟାସନାଲ…
Read More...

ପିଏସି ନିର୍ବାଚନରେ ହରିବଂଶ ପରାଜିତ

ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏନ୍‍ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ଧକ୍କା ଲାଗିଛି। ସଂସଦୀୟ ପବ୍ଲିକ ଏକାଉଣ୍ଟସ୍‍ କମିଟି(ପିଏସି) ସଦସ୍ୟତା ପାଇଁ ସୋମବାର ଅନୁଷ୍ଠିତ…
Read More...

କୋହଲି କିମ୍ବଦନ୍ତୀ ପାଲଟି ଗଲେଣି: ଧୋନି

ମୁମ୍ବଇ : ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ବର୍ମିଂହାମ୍‍ ଟେଷ୍ଟରେ କୋହଲି ଶତକ ଏବଂ ଅର୍ଦ୍ଧଶତକ ହାସଲ କରିବା ପରେ ତାଙ୍କୁ ବେଶ୍‍ ପ୍ରଶଂସା…
Read More...

ଆଞ୍ଚଳିକ ଦଳଙ୍କୁ ୨୦୧୬-୧୭ରେ ମିଳିଛି ୯୧.୩୭ କୋଟି ଟଙ୍କା ଚାନ୍ଦା

ନୂଆଦିଲ୍ଲୀ : ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକୁ ୨୦୧୬-୧୭ରେ ମୋଟ ୯୧.୩୭ କୋଟି ଟଙ୍କା ଚାନ୍ଦା ଆକାରରେ ମଳିଛି। ସବୁଠୁ ଅଧିକ ଚାନ୍ଦା ପାଇ ଶିବସେନା ତାଲିକାର ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଆମ ଆଦମୀ…
Read More...

ପୁଣି ସଚିନ ବନାମ କୋହଲି ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ : ବର୍ମିଂହାମ୍‍ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକା ୨୦୦ ରନ୍‍ କରିଥିବା ବେଳେ ଅନ୍ୟ ସମସ୍ତ ଖେଳାଳି ମିଳିତ ଭାବେ ୨୧୨ ରନ୍‍ କରିଥିଲେ। ଭାରତ ଏହି ମ୍ୟାଚ୍‍ରେ ପରାସ୍ତ ହୋଇଥିବା ବେଳେ କୋହଲିଙ୍କ…
Read More...

ଦିଲ୍ଲୀରେ ଜନ୍ମନେଲା ଏସୀୟ କ୍ରୀଡ଼ା

ଆମଦେଶ ଭାରତ ହିଁ ହେଉଛି ଏସୀୟ କ୍ରୀଡ଼ା ବା ଏସିଆନ୍‍ ଗେମ୍‍ସର ଜନ୍ମଦାତା। ତତ୍କାଳୀନ ଭାରତୀୟ ଅଲିମ୍ପିକ୍‍ ଆସୋସିଏସନ୍‍ (ଆଇଓଏ)ର ସଭାପତି ଯାଦବିନ୍ଦ୍ର ସିଂହ ଓ ସମ୍ପାଦକ ଗୁରୁ ଦତ୍ତ ସୋନ୍ଧିଙ୍କ ପ୍ରୟାସରେ ଏସୀୟ…
Read More...

୨ୟ ଟେଷ୍ଟ: ରାହାଣେଙ୍କ ଉପରେ ସମସ୍ତଙ୍କ ନଜର

ଲଣ୍ଡନ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଆସନ୍ତା ଗୁରୁବାର ଆରମ୍ଭ ହେବ। ପ୍ରଥମ ଟେଷ୍ଟ ମ୍ୟାଚ୍‍ରେ ଭାରତୀୟ ଦଳ ପରାସ୍ତ ହୋଇଥିବାରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‍ ଜିତି…
Read More...