ସନମାର୍ଗ ପକ୍ଷରୁ ଶଶି ପ୍ରେରଣା ପୁରସ୍କାର ୨୦୨୪ ପ୍ରଦାନ

ଡେସ୍କ: ଦୈନିକ ଜାତୀୟ ଖବର କାଗଜ ସନମାର୍ଗ ଓଡ଼ିଶାସଂସ୍କରଣ ପକ୍ଷରୁ ଭୁବନେଶ୍ୱରରେ ଫେମ ଫେଷ୍ଟ ତଥା ଶଶି ପ୍ରେରଣା ପୁରସ୍କାର - ୨୦୨୪ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ବର୍ଗର ମହିଳାମାନଙ୍କୁ ନେଇ ଏହି ଉତ୍ସବ…
Read More...

ଭାରତରେ ନୂଆ କ୍ୟାମ୍ପସ ଖୋଲିବ ସାଉଥମ୍ପଟନ୍ ବିଶ୍ୱବିଦ୍ୟାଳୟ

ଡେସ୍କ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ - ୟୁଜିସି ଆଜି ସାଉଥମ୍ପଟନ୍ ବିଶ୍ୱବିଦ୍ୟାଳୟକୁ ସମ୍ମତି ପତ୍ର ପ୍ରଦାନ କରିଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ସାଉଥମ୍ପଟନ୍ ବିଶ୍ୱବିଦ୍ୟାଳୟ ଭାରତରେ ଏକ କ୍ୟାମ୍ପସ…
Read More...

ସମଗ୍ର ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟ ଅଞ୍ଚଳ ଘୋଷଣା କଲେ ତ୍ରିପୁରା ସରକାର

ଡେସ୍କ: ତ୍ରିପୁରା ସରକାର ସମଗ୍ର ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରିଥିବା ବେଳେ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ସର୍ବାଧିକ ପ୍ରଭାବିତ ସ୍ଥାନଗୁଡ଼ିକର ଘଟଣାସ୍ଥଳରେ ଆକଳନ କରୁଛି।…
Read More...

କଙ୍ଗନାଙ୍କୁ ପଚାରନ୍ତୁ….ପଞ୍ଜାବର ପୂର୍ବତନ ସାଂସଦଙ୍କ ମନ୍ତବ୍ୟକୁ ନେଇ ବିବାଦ

ଡେସ୍କ: ଶିରୋମଣି ଅକାଳୀ ଦଳ ନେତା ତଥା ପଞ୍ଜାବର ପୂର୍ବତନ ସାଂସଦ ସିମରନଜିତ୍ ସିଂହ ମାନ୍ ଅଭିନେତ୍ରୀ ତଥା ରାଜନେତା କଙ୍ଗନା ରାଣାୱତଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେବା ଫଳରେ ପୁଣି ବିବାଦ ସୃଷ୍ଟି ହୋଇଛି। କଙ୍ଗନା…
Read More...

ଭାରତକୁ ମିଳିଲା ଦ୍ୱିତୀୟ ପରମାଣୁ ବୁଡ଼ାଜାହାଜ ଆଇଏନଏସ ଅରିଘାତ

ଡେସ୍କ: ଭାରତ ଆଜି ବିଶାଖାପାଟଣାରେ ନିଜର ଦ୍ୱିତୀୟ ପରମାଣୁ ବୁଡ଼ାଜାହାଜ ଆଇଏନଏସ ଅରିଘାତକୁ ନୌସେନାରେ ସାମିଲ କରିଛି। ଅରିହନ୍ତ ଶ୍ରେଣୀର ଏହି ବୁଡ଼ାଜାହାଜ ଭାରତର ଆଣବିକ ଶକ୍ତିକୁ ସୁଦୃଢ଼ କରିବା ସହ ପରମାଣୁ…
Read More...

ଅଡୁଆରେ ମଣ୍ଡି ସାଂସଦ, କୃଷକ ଆନ୍ଦୋଳନ ମନ୍ତବ୍ୟ ପରେ ନଡ୍ଡାଙ୍କୁ ଭେଟିଲେ କଙ୍ଗନା

ଡେସ୍କ: ୨୦୨୦-୨୧ କୃଷକ ଆନ୍ଦୋଳନ ବିରୋଧରେ ତାଙ୍କ ମନ୍ତବ୍ୟରୁ ଦଳ ନିଜକୁ ଦୂରେଇ ରଖିବାର କିଛି ଦିନ ପରେ ବିଜେପି ମଣ୍ଡି ସାଂସଦ କଙ୍ଗନା ରାଣାୱତ ଆଜି (ଗୁରୁବାର) ସକାଳେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଦଳର ଅଧ୍ୟକ୍ଷ…
Read More...

ସେପ୍ଟେମ୍ବର ୯ ସୋମବାର ଛୁଟି ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଡେସ୍କ: ସେପ୍ଟେମ୍ବର ୯ ତାରିଖ ସୋମବାର ଅର୍ଥାତ ନୂଆଖାଇ ପରଦିନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଛୁଟି ଘୋଷଣା କରିଥିବା ବେଳେ ସେହିଦିନ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଜଣାପଡିଛି। ରାଜ୍ୟର…
Read More...

ଛତିଶଗଡ଼ରେ ଏନକାଉଣ୍ଟରର – ୩ ମହିଳା ନକ୍ସଲ ନିହତ, ଅସ୍ତ୍ରଶସ୍ତ୍ର ଜବତ

ଡେସ୍କ: ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଅବୁଝାମାଡ଼ର ଘଞ୍ଚ ଜଙ୍ଗଲରେ ସୁରକ୍ଷାବାହିନୀ ସହ ଚାଲିଥିବା ଏନକାଉଣ୍ଟରରେ ୩ ଜଣ ମହିଳା ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ନକ୍ସଲ…
Read More...

ଦିଲ୍ଲୀ ପୁଲିସ ନିକଟରେ ଆଇନଜୀବୀଙ୍କ ଅଭିଯୋଗ, ମମତା ବାନାର୍ଜୀଙ୍କ ମନ୍ତବ୍ୟ ଉତ୍ତେଜନାମୂଳକ

ଡେସ୍କ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚେତାବନୀ ଦେବା ଅଭିଯୋଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୁଧବାର ମନ୍ତବ୍ୟ…
Read More...

ପୋଷଣ ଓ ଖାଦ୍ୟ ନିରାପତ୍ତା ପାଇଁ ରାଜ୍ୟ ସରକାରଙ୍କୁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରଶଂସା

ଡେସ୍କ: ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକ୍ରମ ଓ ନୀତି ବିକାଶର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାଲେରୀ ଏନ୍ ଗୁଆରନିରି ଆଜି ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ଆଇଏଏସ୍ ଅନୁ ଗର୍ଗଙ୍କୁ ସାକ୍ଷାତ କରି…
Read More...

ଓଡିଶାର ୬ଟି ସହରରେ ଖୋଲିବ ୧୯ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍

ଡେସ୍କ: କେନ୍ଦ୍ର ସରକାର ଦେଶର ଅପହଞ୍ଚ ଇଲାକାକୁ ଯୋଡିବା ନିମନ୍ତେ ତଥା ସେଠାକାର ଲୋକମାନଙ୍କୁ ସୂଚନା ଦେବା ଲକ୍ଷ୍ୟରେ ୨୩୪ଟି ନୂଆ ସହରରେ ୭୩୦ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ଖୋଲିବା ନିମନ୍ତେ ଆଜି ଇ-ନିଲାମ ପ୍ରସ୍ତାବକୁ…
Read More...

୨୩୪ ସହରରେ ଖୋଲିବ ୭୩୦ଟି ଏଫ୍ଏମ୍ ଚ୍ୟାନେଲ୍, ଇ-ନିଲାମକୁ କ୍ୟାବିନେଟ୍ ଅନୁମୋଦନ

ଡେସ୍କ: ଦେଶର ଅପହଞ୍ଚ ଇଲାକାକୁ ଯୋଡିବା ନିମନ୍ତେ ତଥା ସେଠାକାର ଲୋକମାନଙ୍କୁ ସୂଚନା ଦେବା ଲକ୍ଷ୍ୟରେ ୨୩୪ଟି ନୂଆ ସହରରେ ୭୩୦ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ଖୋଲିବ। ଏଥିପାଇଁ ଇ-ନିଲାମ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍…
Read More...

ବାର୍ଡ ଫ୍ଲୁ ଆକ୍ରାନ୍ତ ସ୍ପଷ୍ଟ ହୋଇନି, ନମୁନା ସଂଗ୍ରହ କରାଯିବ – ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଡେସ୍କ: ରାଜ୍ୟରେ କେବଳ ୨ଜଣ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି, ସେମାନେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି। ବାର୍ଡ଼ ଫ୍ଲୁ ଲକ୍ଷଣ ଥିବା…
Read More...

ପ୍ରବଳ ବର୍ଷିବ, ୨୨ଟି ରାଜ୍ୟକୁ ସତର୍କତା

ଡେସ୍କ: ଦେଶର ୨୨ଟି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ସକାଳୁ ଦେଶର ଅନେକ ସ୍ଥାନରେ ବର୍ଷା ଜାରି ରହିଛି। ସୂଚନା ଅନୁଯାୟୀ, ଜମ୍ମୁ କଶ୍ମୀର ସମେତ ଉତ୍ତର ପଶ୍ଚିମରୁ ପଶ୍ଚିମ,…
Read More...

ରାତ୍ରି ଭୋଜନରେ ରୁଟି ପସନ୍ଦ, ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିପାରେ ଗହମ – ସୂର୍ଯ୍ୟବଂଶୀ ସୁରଜ

ଡେସ୍କ: ଏବେ ଲୋକମାନଙ୍କ ଖାଦ୍ୟପେୟ ଅଭ୍ୟାସରେ ପରିବର୍ତ୍ତନ ଘଟିଛି ଓ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଲୋକମାନେ ରାତ୍ରି ଭୋଜନରେ ରୁଟି ଖାଇବାକୁ ପସନ୍ଦ କରୁଛନ୍ତି ତେଣୁ ଖାଦ୍ୟ ସୁରକ୍ଷା ଯୋଜନାରେ…
Read More...

ସ୍ୱାଭାବିକ ହେଲା ବିଧାନସଭା ପ୍ରଶ୍ନକାଳ – ତାରା କହିଲେ, ଶାନ୍ତି, ମୈତ୍ରୀ ଓ ପ୍ରଗତି

ଡେସ୍କ: ଦୀର୍ଘ ଦିନ ହେବ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନରେ ହଟ୍ଟଗୋଳ ନେଇ ଅସ୍ୱାଭାବିକ ପରିସ୍ଥିତି ଲାଗି ରହିଥିବା ବେଳେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିବା ଜଣାପଡିଛି। ବୁଧବାର ଗୃହ କାର୍ଯ୍ୟ…
Read More...

୩ଟି ରେଳ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ, ୬୪୫୬ କୋଟି ଟଙ୍କା ବ୍ୟୟ ଅଟକଳ

ଡେସ୍କ: ରେଳ ମନ୍ତ୍ରଣାଳୟର ମୋଟ ୬ ହଜାର ୪୫୬ କୋଟି ଟଙ୍କା ବ୍ୟୟ ଅଟକଳର ୩ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ…
Read More...

ଜନଧନ ଯୋଜନାକୁ ପୁରିଲା ୧୦ ବର୍ଷ, ସାମିଲ ହେଲେଣି ୫୩ କୋଟି ହିତାଧିକାରୀ

ଡେସ୍କ: କେନ୍ଦ୍ର ସରକାରଙ୍କ ପ୍ରମୁଖ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନା 'ପ୍ରଧାନମନ୍ତ୍ରୀ ଜନଧନ ଯୋଜନା'କୁ ଆଜି ୧୦ ବର୍ଷ ପୂରିଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୫୩ କୋଟିରୁ ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ସେବା…
Read More...

ମାହାଙ୍ଗା ଡବଲ ମର୍ଡର ଘଟଣା – ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଡେସ୍କ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ଆଜି ରାୟ ଶୁଣାଇଛନ୍ତି। ଏହି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିବା ବେଳେ ଅରବିନ୍ଦ ଖଟୁଆଙ୍କୁ…
Read More...

ଦେଶର କୋଇଲା ଉତ୍ପାଦନ ୭.୧୨% ବୃଦ୍ଧି – ମନ୍ତ୍ରଣାଳୟ

ଡେସ୍କ: ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଦେଶର ମୋଟ କୋଇଲା ଉତ୍ପାଦନରେ ୭.୧୨ ପ୍ରତିଶତ ଅଭିବୃଦ୍ଧି ଘଟିଛି। କୋଇଲା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅଗଷ୍ଟ ୨୫ ତାରିଖ ସୁଦ୍ଧା ଚଳିତ ଆର୍ଥିକ ବର୍ଷପାଇଁ ମୋଟ କୋଇଲା…
Read More...

ବିହାରରେ ବନ୍ୟା, ୮ଟି ବ୍ଲକ ପ୍ରଭାବିତ

ଡେସ୍କ: ବିହାରର ଗଙ୍ଗା, ଗଣ୍ଡକ, କୋସି, ମହାନନ୍ଦା ସମେତ ଅନେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ୭ରୁ ଅଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭାଗଲପୁର, କଟିହାର, ଖଗରିଆ, ପାଟଣା ଓ ମୁଙ୍ଗେର…
Read More...

ବିସିସିଆଇ ସମ୍ପାଦକ ଜୟ ଶାହା ହେଲେ ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ

ଡେସ୍କ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ - ବିସିସିଆଇର ବର୍ତ୍ତମାନର ସମ୍ପାଦକ (ଅବୈତନିକ) ଜୟ ଶାହା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ - ଆଇସିସିର ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।…
Read More...

ତାତିଲା ବିଜେପି, ବୁଧବାର ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ

ଡେସ୍କ: ପଶ୍ଚିମବଙ୍ଗରେ ଆଜି (ମଙ୍ଗଳବାର) ରାଜ୍ୟ ସଚିବାଳୟ ଅଭିମୁଖେ ଯାତ୍ରା କରୁଥିବା ବିକ୍ଷୋଭକାରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବିଜେପି ଆସନ୍ତାକାଲି ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା…
Read More...

ସୁପ୍ରିମକୋର୍ଟଙ୍କ ଜାତୀୟ ଟାସ୍କ ଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ, ଆରମ୍ଭ ହେଲା ଏନଟିଏଫକୁ ପରାମର୍ଶ ପୋର୍ଟାଲ

ଡେସ୍କ: ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ସୁପାରିସ କରିବା ନିମନ୍ତେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ନ୍ୟାସନାଲ ଟାସ୍କ ଫୋର୍ସର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି।…
Read More...

କୋଲକାତାରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲେ ବିଜେପି ଅଧ୍ୟକ୍ଷ ନଡ୍ଡା

ଡେସ୍କ: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆଜି କୋଲକାତାରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା…
Read More...

ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଉଦଘାଟିତ

ରେଙ୍ଗାଲିକ୍ୟାମ୍ପ: ଲରମ୍ଭାରେ ନବନିର୍ମିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି ଆଜି ଅତାବିରା ବ୍ଲକ୍ ଅନ୍ତର୍ଗତ ଲରମ୍ଭକ୍ଷ ଠାରେ ୩୪ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ନବ ନିର୍ମିତ ରାଜସ୍ୱ ନିରୀକ୍ଷକ…
Read More...

ଲରମ୍ଭା କଲେଜର ପ୍ରତିଷ୍ଠା ଦିବସ ପାଳିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ଜନ୍ମାଷ୍ଟମୀ ଅବସରରେ କଲେଜ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବିନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ…
Read More...

ଅତାବିରା ଭଗବାନ କଲୋନୀରେ ଜନ୍ମାଷ୍ଟମୀ ଉତ୍ସବ ମୁଖର

ରେଙ୍ଗାଲିକ୍ୟାମ୍ପ: ଅତାବିରା ଶାସ୍ତ୍ରୀନଗର ସ୍ଥିତ ଭଗବାନ କଲୋନୀରେ ମଧ୍ୟ ଅତି ହର୍ଷ ଉଲ୍ଲାସରେ ପ୍ରତି ବର୍ଷ ଭଳି ପାଳିତ ହୋଇଛି ଜନ୍ମାଷ୍ଟମୀ। ଏହି ଜନ୍ମାଷ୍ଟମୀ ଅବସରରେ କଲୋନୀର କୁନି କୁନି ପିଲାମାନେ ଶ୍ରୀକୃଷ୍ଣ,…
Read More...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା କର୍ମଶାଳା ଉଦଘାଟିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ସ୍ଥାନୀୟ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଚ୍ଚଶିକ୍ଷା କ୍ରୀଡା ଯୁବ ବ୍ୟାପାର ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏକ…
Read More...

ସରସ୍ବତୀ ଶିଶୁମନ୍ଦିରରେ ରାଧାକୃଷ୍ଣ ବେଶ ପ୍ରତିଯୋଗିତା

ଆଠଗଡ: ଆଠଗଡ ସହରର ରାସରସିକପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ଅଦ୍ୱୈତ ଚରଣ ପଣ୍ଡାଙ୍କ ପୌରୋହିତ୍ୟରେ…
Read More...

ସଦସ୍ୟତା ଅଭିଯାନ ପାଇଁ ବିଜେପି ସାକ୍ଷୀଗୋପିନାଥ ମଣ୍ଡଳର ପ୍ରସ୍ତୁତି ବୈଠକ

ସମ୍ବଲପୁର: ଭାରତୀୟ ଜନତା ପାର୍ଟି ର ବର୍ତ୍ତମାନ ଦେଶ ବ୍ୟାପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ରେ ବର୍ତ୍ତମାନ ପ୍ରଥମେ ରାଷ୍ଟ୍ରୀୟ, ରାଜ୍ୟ, ଜିଲ୍ଲା ଓ ମଣ୍ଡଳ ସ୍ତରରେ ପ୍ରସ୍ତୁତି…
Read More...

ଜାତୀୟ ଚକ୍ଷୁଦାନ ପକ୍ଷ ପାଇଁ ପ୍ରତିଯୋଗିତା

ସମ୍ବଲପୁର: ଜାତୀୟ ଚକ୍ଷୁଦାନ ପକ୍ଷ ଉପଲକ୍ଷେ ସ୍କୁଲ କଲେଜର ଛାତ୍ର ଛତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ଚିତ୍ରାଙ୍କନ, ବକ୍ତ୍ରୁତା, ଏବଂ ସଙ୍ଗୀତ ଗାନ…
Read More...

ପାଟଣାର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳିତ

ସାହାରପଡା ବ୍ଲକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସ୍ବର୍ଣ୍ଣକ୍ଷେତ୍ର ଗଦଗଦିରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ପୁରୁମୁଣ୍ଡା ଗ୍ରାମ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପଟାବାରୀର ଭାରପ୍ରାପ୍ତ ପ୍ରଧାନ…
Read More...

ଚୌଦ୍ୱାରରେ ଜନ୍ମାଷ୍ଟମୀ ଉତ୍ସବ

ଚୌଦ୍ୱାର: ଚୌଦ୍ୱାରରେ ବିଭିନ୍ନ ସ୍ଥାନରେ ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇ ଯାଇଛି। ବଡବଜାର ସତ୍ୟ ନାରାୟଣ ପୂଜା ମଣ୍ଡପରେ ପ୍ରଭାତରୁ ସ୍ନାନ, ତପର୍ଣ ଓ ମଙ୍ଗଳ ଆରତୀ ସହିତ ଲକ୍ଷ୍ମୀ ନାରାୟଣ ଓ ଆଣ୍ଠୁଆ ଗୋପାଳଙ୍କ…
Read More...

ଗୋପୀନାଥଦେବ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଜନ୍ମାଷ୍ଟମୀ ପାଳିତ

ଗୁରୁଡ଼ିଝାଟିଆ: ଭାରତୀୟ ଗୌରବଜ୍ୱଳ ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ ରଖି ଆଧ୍ୟାତ୍ମିକ ଭାବ ପ୍ରଚାର କରିବା ନିମନ୍ତେ ଭଗବାନ କୃଷ୍ଣଙ୍କ ଜନ୍ମ ଉତ୍ସବ କୁମାରପୁର ଶାସନ ସ୍ଥିତ ଗୋପୀନାଥଦେବ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ…
Read More...

ଦକ୍ଷତା ବୃଦ୍ଧି ନିମନ୍ତେ ନାଲକୋ ପକ୍ଷରୁ ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ବର: ଭାରତ ସରକାରଙ୍କ ’ସ୍କିଲ୍ ଇଣ୍ଡିଆ ଇନିସିଏଟିଭର ଅଂଶବିଶେଷ ସ୍ୱରୂପ, ରାଷ୍ଟ୍ରୀୟ କୌଶଳ ତଥା ଯୋଗ୍ୟତା ଫ୍ରେମୱାର୍କ ଆଧାରିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପରିଚାଳନା ଦ୍ୱାରା ପୂର୍ବ ଶିକ୍ଷଣକୁ ସ୍ୱୀକୃତି…
Read More...

ଜନ୍ମାଷ୍ଟମୀରେ ଦୁର୍ଗା ଦେବୀଙ୍କ ଲାଗି ମାଟି ଅନୁକୂଳ

ଆଠଗଡ: ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆଠଗଡ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ମା ଦୁର୍ଗାଙ୍କ ପ୍ରତିମା ଲାଗି ମାଟି ଅନୁକୁଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାସରସିକପୁର ଦୁର୍ଗାପୂଜା କମିଟି ପକ୍ଷରୁ…
Read More...

ସୁରତରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାରକୁ ଭେଟି ସହାୟତା କଲେ ଛତ୍ରପୁର ବିଧାୟକ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ଗ୍ରାମର ଯୁବକ ସଦାନନ୍ଦ ପ୍ରଧାନ ସୁରତରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ଗତ ରବିବାର ଦିନ ଆକସ୍ମିକ ଭାବେ ସେ ମୃତ୍ୟୁବରଣ କରିଥିଲେ। ଜ୍ବରରେ…
Read More...

ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଥିବା ଜନସେବା କେନ୍ଦ୍ର ପରିଚାଳକମାନେ ନିଜ ନିଜ କେନ୍ଦ୍ର ନିକଟରେ ଗଛ ଲଗାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମା’ ପାଇଁ ଗଛଟିଏ‘ କାର୍ଯ୍ୟ…
Read More...

ମରଣଜନ୍ତା ପାଲଟିଛି ଲାଞ୍ଜିଗଡ ଶାନ୍ତି ନଗର ପଡା ରାସ୍ତା

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ପଞ୍ଚାୟତ ସ୍ଥିତ ଶାନ୍ତି ନଗରଠାରୁ ସାପ୍ତାହିକ ବଜାରକୁ ସଂଯୋଗ କରୁଥିବା ମାଟି ରାସ୍ତାଟି ଲୋକଙ୍କ ପାଇଁ ମରଣଜନ୍ତା ପାଲଟିଛି।ଏହାର ମରାମତି ପାଇଁ ଲାଞ୍ଜିଗଡ ପଞ୍ଚାୟତ…
Read More...

ରାଇକିଆରେ ପବିତ୍ର ଜନ୍ମାଷ୍ଟମୀ ପାଳିତ

ରାଇକିଆ: ରାଇକିଆ ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ପର୍ବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି। ସ୍କୁଲ ପ୍ରଧାନ ଆଚାର୍ଯ୍ୟ କାମଦେବ ବେହେରାଙ୍କ ତତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ…
Read More...

ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ବାଘ ଆତଙ୍କ

ହରଭଙ୍ଗା: ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ ଅର୍ନ୍ତଗତ ତଳଗାଁ ଫରେଷ୍ଟ ସେକସନର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ସମ୍ପ୍ରତି ବାଘ ଆତଙ୍କକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଗତ ଶନିବାର ସଂରକ୍ଷିତ…
Read More...

ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଫୁଲବାଣୀ: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ଆଚାର୍ଯ୍ୟ…
Read More...

ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପରମ୍ପରା ଅନୁଷ୍ଠିତ

ସମ୍ବଲପୁର: ସୋମବାର ଜିଲା ପ୍ରେକ୍ଷାଳୟ ତପସ୍ୱିନୀ ଠାରେ ବୁଢ଼ାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଗୁରୁଶିଷ୍ୟ ପରମ୍ପରା ଶୀର୍ଷକରେ ଏକ ଗୁରୁ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।…
Read More...

ମନ୍ଦିରରୁ ଚୋରି ହୋଇଥିବା ଅଳଙ୍କାର ଓ ମୂର୍ତ୍ତି ଉଦ୍ଧାର, ୨ ଗିରଫ

କଳାପଥର (ବାଙ୍କୀ): ଗତ କିଛି ଦିନ ଧରି କଟକ ଜିଲ୍ଲାର ବୈଦେଶ୍ୱର ଥାନା ଅଞ୍ଚଳରେ ଗ୍ରାମରେ ରହୁ ନ ଥିବା ଲୋକଙ୍କ ଘରର ତାଲା ଭାଙ୍ଗି ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା। ଚୋର ଗ୍ୟାଙ୍ଗ ମନ୍ଦିର ଉପରେ ଆଖି ପକାଇ ବିଭିନ୍ନ…
Read More...

କଣ୍ଟାବାଞ୍ଜି ପ୍ରେସ କ୍ଲବର ନିର୍ବାଚନ ଅନୁଷ୍ଠିତ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପ୍ରେସ କ୍ଲବର ୨୦୨୪-୨୫ ବର୍ଷ ପାଇଁ ନିର୍ବାଚନ ଶେଷ ହୋଇଯାଇଛି। ଚଳିତ ନିର୍ବାଚନରେ ସଭାପତି ଏବଂ ସମ୍ପାଦକ ପଦ ପାଇଁ ନିର୍ବାଚନ ହୋଇଥିଲା। ତେବେ ଏଥିରେ ନିର୍ଦ୍ୱନ୍ଦରେ…
Read More...

୩୨ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପ୍ରତିନିଧି ଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ

ଡେସ୍କ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଯୁଗ୍ମ ପରାମର୍ଶଦାତା କର୍ମଚାରୀ ଦଳର ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ୩୨ ଲକ୍ଷ କର୍ମଚାରୀଙ୍କ…
Read More...

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା – ଡାକ୍ତର ସନ୍ଦୀପ ଘୋଷଙ୍କ ବିରୋଧରେ ଏତଲା ଦାୟର କଲା ସିବିଆଇ

ଡେସ୍କ: ପଶ୍ଚିମବଙ୍ଗରେ ଆର୍ ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ସନ୍ଦୀପ ଘୋଷଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆର୍ଥିକ ଅନିୟମିତତା ମାମଲାରେ ଏତଲା ରୁଜୁ କରିଛି। ଡାକ୍ତର…
Read More...

ନିଶ୍ଚିତ ପେନସନ ପାଇବେ କେନ୍ଦ୍ର ସରକାରଙ୍କ କର୍ମଚାରୀ, କ୍ୟାବିନେଟରେ ନିଷ୍ପତ୍ତି

ଇ୩-ବାୟୋଟେକ୍ନୋଲୋଜି ନୀତି ଓ ବିଜ୍ଞାନ ଧାରା ଯୋଜନାକୁ କ୍ୟାବିନେଟ ଅନୁମୋଦନ ଡେସ୍କ: କେନ୍ଦ୍ର କ୍ୟାବିନେଟ ସରକାରୀ କର୍ମଚାରୀଙ୍କ ପାଇଁ ୟୁନିଫାଏଡ୍ ପେନସନ ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନାରେ ନିଶ୍ଚିତ ପେନସନର…
Read More...

ଶେଷ ପର୍ଯ୍ୟାୟରେ ମାଓବାଦୀଙ୍କ ବିରୋଧରେ ଲଢ଼େଇ – ଅମିତ ଶାହା

ଡେସ୍କ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ମାଓବାଦୀଙ୍କ ବିରୋଧରେ ଲଢ଼େଇ ଶେଷ ପର୍ଯ୍ୟାୟରେ ରହିଛି। ଛତିଶଗଡ଼ର ରାଜଧାନୀ ରାୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶାହା କହିଛନ୍ତି ଯେ ବାମପନ୍ଥୀ…
Read More...

କୁଆଡେ ଗଲେ ବିଗତ ଦିନର ଅଭିନେତା ସାଇନି ଆହୁଜା!

ଡେସ୍କ: ଏକଦା ବଲିଉଡର ଜଣାଶୁଣା ଅଭିନେତା ଥିବା ସାଇନି ଆହୁଜା ଗ୍ୟାଙ୍ଗଷ୍ଟର (୨୦୦୬), ଲାଇଫ୍ ଇନ୍ ଏ ମେଟ୍ରୋ (୨୦୦୭), ଭୁଲ ଭୁଲେୟା (୨୦୦୭) ଏବଂ ୱ ଲମହେ (୨୦୦୬) ଭଳି ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ କରି ଘରେ…
Read More...

ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ ଜନ୍ମାଷ୍ଟମୀ ଉତ୍ସବ

ଡେସ୍କ: କଟକ ବାରବାଟୀ ଷ୍ଟାଡିଅମ ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ଆୟୋଜନ ସହକାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରିୟଦର୍ଶୀ ନାୟକ ଶ୍ରୀ…
Read More...

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣା, ସଞ୍ଜୟ ରାୟ ନିର୍ଦୋଷ କହିଲେ ତାଙ୍କ ଓକିଲ

ଡେସ୍କ: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ପ୍ରଶିକ୍ଷାର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ସଞ୍ଜୟ ରାୟଙ୍କ ଓକିଲ କବିତା ସରକାର କହିଛନ୍ତି ଯେ ତାଙ୍କ ମହକିଲ ଯେଉଁ…
Read More...

ରେଳ ବିକାଶ ନିମନ୍ତେ ଅଣ୍ଟା ଭିଡ଼ିଲେ ବରିଷ୍ଠ

ସିମୁଳିଆ: ସିମୁଳିଆ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମାର୍କୋଣା ଷ୍ଟେସନର ବିକାଶ ନିମନ୍ତେ ଏକ ୪ଦଫା ସମ୍ବଳିତ ଦାବିପତ୍ର ଶନିବାର ଦିନ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଦ୍ରକ ସାଂସଦକୁ ତାଙ୍କ ବାସଭବନରେ ପ୍ରଦାନ କରାଯାଇଛି।…
Read More...

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ଗୁରୁତର: ଦେଖନ୍ତୁ ଭିଡିଓ

ଡେସ୍କ: ଗ୍ଲୋବାଲ ହେକ୍ଟ୍ରାର ଏକ ହେଲିକପ୍ଟର ଶନିବାର ପୁଣେ ଜିଲ୍ଲାର ପୌଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣାର ବୈଷୟିକ କାରଣ ଜଣାପଡ଼ିନାହିଁ। ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ସମୟରେ ଏହି ଘଟଣା…
Read More...

କୋଲକାତା ଘଟଣାର ପ୍ରତିବାଦରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ଶାନ୍ତି ଶୋଭାଯାତ୍ରା

ଡେସ୍କ: କଟକ ବାରବାଟୀ ଷ୍ଟାଡିଅମ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀମାନେ କୋଲକାତାରେ ଜଣେ କନିଷ୍ଠ ଡାକ୍ତରଙ୍କ ସହ ଘଟିଥିବା ଅମାନୁଷିକ ଘଟଣାର ପ୍ରତିବାଦରେ ଶାନ୍ତି ଶୋଭାଯାତ୍ରାରେ ସଚେତନତା ସୃଷ୍ଟି…
Read More...

ଓଡ଼ିଆ ଭାଷାରେ ବୈଷୟିକ ପାଠ୍ୟକ୍ରମ ଶିକ୍ଷାଦାନ ସଚେତନତା କାର୍ଯ୍ୟକ୍ରମ

ଡେସ୍କ: ଓଡ଼ିଆ ଭାଷାରେ ବୈଷୟିକ ପାଠ୍ୟକ୍ରମ ଶିକ୍ଷାଦାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କଲେଜ ଅଫ ଆଇଟି ଓ ମ୍ୟାନେଜମେଣ୍ଟ ଏଜୁକେଶନ-ସାଇମ ଠାରେ ଅନୁଷ୍ଠିତ ହୋଇଛି। ବିଜୁ ପଟ୍ଟନାୟକ ବୈଷୟିକ…
Read More...

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

ଆଠଗଡ: ଆଠଗଡ ବ୍ଲକର କଟକିଆସାହି ପଞ୍ଚାୟତ ଅଧିନ ପାଟେଣୀଗାଁ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରଠାରେ ଶୁକ୍ରବାର ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସେବା ଓ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୁଷ ବିଭାଗ ପକ୍ଷରୁ…
Read More...

ପାରଳା ମହାରାଜ ଇଞ୍ଜିନିୟରିଂ କଲେଜରେ ଆଲୋଚନା ଚକ୍ର

ଗୋପାଳପୁର: ନୂତନ କେନ୍ଦ୍ରୀୟ ଅର୍ଥ ବଜେଟ ଉପରେ ଏକ ଆଲୋଚନା ଚକ୍ର ପାରଳା ମହାରାଜ ଇଞ୍ଜିନିୟରିଂ କଲେଜ ପରିସରରେ ଏନ ଏସ ଏସ ପକ୍ଷରୁ ଆୟୋଜିତ କରାଯାଇଥିଲା। ଏହି ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର…
Read More...

ରାସରସିକପୁର ସ୍କୁଲରେ ଅନ୍ତରୀକ୍ଷ ଦିବସ

ଆଠଗଡ: ଆଠଗଡ ସହରର ରାସରସିକପୁର ୟୁଜିୟୁପି ସ୍କୁଲରେ ଶୁକ୍ରବାର ଜାତୀୟ ଅନ୍ତରୀକ୍ଷ ବା ମହାକାଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ପ୍ରଧାନଶିକ୍ଷକ ଦେବରାଜ ନାୟକ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ…
Read More...

ଆଠଗଡ ବୁଦ୍ଧିଜୀବୀ ସଙ୍ଘର ଅଗଷ୍ଟ ମିଳନ ଉତ୍ସବ

ଆଠଗଡ: ଆଠଗଡ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଙ୍ଘର ଅଗଷ୍ଟ ମିଳନ ଉତ୍ସବ ଶୁକ୍ରବାର ସଂଘ ସମ୍ମିଳନୀ କକ୍ଷରେ ସଭାପତି ଇଂ ଶିବ ପ୍ରସାଦ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ନିଖିଳ ଓଡିଶା ରାଜ୍ୟ…
Read More...

ମଣି ଗାୟତ୍ରୀ ପାଠାଗାର ଉଦଘାଟିତ

ଗଞ୍ଜାମ: ଗଞ୍ଜାମ ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳି ହାଇସ୍କୁଲ ପରିସରରେ ମଣି ଗାୟତ୍ରୀ ପାଠାଗାର ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ. ଶଙ୍କର ନାରାୟଣ ବେଜ଼ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି…
Read More...

ଅତାବିରା ବ୍ଲକରେ ପ୍ରୟୋଗ ପ୍ରଶିକ୍ଷଣ ଶିବିର ଉଦଯାପିତ

ରେଙ୍ଗାଲିକ୍ୟାମ୍ପ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଅତାବିରା ବ୍ଲକସ୍ତରୀୟ ତ୍ରି-ଦିବସୀୟ ପ୍ରୟୋଗ ପ୍ରଶିକ୍ଷଣ ଶିକ୍ଷକ ଶିବିର ଆଜି ଉଦଯାପିତ ହୋଇଯାଇଛି। ଏହି ତାଲିମ ଶିବିରର ପ୍ରଥମ ଦିବସରେ ପରିଚୟ…
Read More...

ବିଦ୍ୟାଳୟରେ ପ୍ରଥମ ଜାତୀୟ ମହାକାଶ ଦିବସ ପାଳିତ

ପାତ୍ରପୁର: ପାତ୍ରପୁର ବ୍ଳକ ତଣ୍ଡିପୂର୍ ପଞ୍ଚାୟତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୋଲାରାଜପୂର୍ ଠାରେ ପ୍ରଥମ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ୨୩.୮.୨୦୨୩…
Read More...

କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସିବିଆଇକୁ ମିଳିଲା ଅନୁମତି

ଡେସ୍କ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଆବଶ୍ୟକ ଅନୁମତି ମିଳିଛି ବୋଲି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କହିଛି।…
Read More...

ପାକିସ୍ତାନରେ ଖସି ପଡିଲା ଭାରତୀୟ ସେନାର ଡ୍ରୋନ୍

ଡେସ୍କ: ଭାରତୀୟ ସେନାର ଏକ ଛୋଟ ମାନବ ବିହୀନ ବିମାନ (ୟୁଏଭି) ଆଜି (ଅଗଷ୍ଟ ୨୩) ବୈଷୟିକ ତ୍ରୁଟି ଯୋଗୁ ପାକିସ୍ତାନ ଆକାଶମାର୍ଗରୁ ଖସି ପଡ଼ିଛି। ଭାରତୀୟ ସେନା ଏକ ବିବୃତ୍ତିରେ କହିଛି ଯେ ୟୁଏଭି ଏକ ପ୍ରଶିକ୍ଷଣ ମିଶନରେ…
Read More...

ଅଯୋଗ୍ୟ କ୍ରୁ ମେମ୍ବରଙ୍କ ସହ ବିମାନ ଚଳାଚଳ ପାଇଁ ଏୟାର ଇଣ୍ଡିଆ ଉପରେ ୧ କୋଟି ଟଙ୍କାର ଜରିମାନା

ଡେସ୍କ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଅଯୋଗ୍ୟ କ୍ରୁ ମେମ୍ବରଙ୍କୁ ନେଇ ବିମାନ ଚଳାଚଳ କରିଥିବାରୁ ଏୟାର ଇଣ୍ଡିଆ ଉପରେ ୯୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଏହାବ୍ୟତୀତ ଡିଜିସିଏ ଏୟାର…
Read More...

୫ ବର୍ଷ ପାଇଁ ଟ୍ରେଡିଂ କରିପାରିବେନି ଅନୀଲ ଅମ୍ବାନୀ, ୨୫ କୋଟି ଟଙ୍କା ଜରିମାନା କଲା ସେବି

ଡେସ୍କ: ଶିଳ୍ପପତି ଅନୀଲ ଅମ୍ବାନୀ ଏବଂ ରିଲାଏନ୍ସ ହୋମ୍ ଫାଇନାନ୍ସର ପୂର୍ବତନ ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟ ୨୪ଟି ସଂସ୍ଥାକୁ ସିକ୍ୟୁରିଟିଜ୍ ମାର୍କେଟରେ ୫ ବର୍ଷ ପାଇଁ ଅଂଶଗ୍ରହଣ କରିବାକୁ ଭାରତୀୟ ସିକ୍ୟୁରିଟିଜ୍…
Read More...

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ସିବିଆଇ ତଦନ୍ତ ପରିସରରେ ସେମିନାର ହଲର ‘ଭଙ୍ଗା କବାଟ ବୋଲ୍ଟ’

ଡେସ୍କ: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ-ସିବିଆଇ। ସିବିଆଇ ସମ୍ପୃକ୍ତ ମେଡିକାଲ କଲେଜର…
Read More...

ନିରପେକ୍ଷ କି ଉଦାସୀନ ନୁହେଁ, ସବୁବେଳେ ଶାନ୍ତି ସପକ୍ଷରେ ଭାରତ, କହିଲେ ମୋଦୀ

ଡେସ୍କ: ରୁଷ୍-ୟୁକ୍ରେନ ଯୁଦ୍ଧ ସମୟରେ ଭାରତ ନିରପେକ୍ଷ କିମ୍ବା ଉଦାସୀନ ନଥିଲା ଏବଂ ସବୁବେଳେ ଶାନ୍ତି ସପକ୍ଷରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। କିଭରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର…
Read More...

ରୁଷ-ୟୁକ୍ରେନ ଯୁଦ୍ଧ ସମାପ୍ତିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ମୋଦୀ – ଜାତିସଙ୍ଘ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁକ୍ରେନ ଗସ୍ତ ସେଠାରେ ଯୁଦ୍ଧ ସମାପ୍ତିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଜାତିସଙ୍ଘ ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ ଦୁଜାରିକ କହିଛନ୍ତି। ଯୁଦ୍ଧ ସମୟରେ…
Read More...

ପୋଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାର୍ସଠାରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କଙ୍କୁ ସାକ୍ଷାତ କରିଛନ୍ତି। ଫେଡେରାଲ ଚାନ୍ସଲରୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ପ୍ରଧାନମନ୍ତ୍ରୀଙ୍କୁ…
Read More...

କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ – ସିଜନ ୧, ୨୫ଟି ଚ୍ୟାଲେଞ୍ଜର ହେଲା ଶୁଭାରମ୍ଭ

ଡେସ୍କ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବିଶ୍ୱ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ୍‌ ସମିଟ (ୱେଭ୍ସ)ର 'କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ୍ - ସିଜିନ୍-୧’ର ଅଂଶ ବିଶେଷ ଭାବେ ୨୫ଟି…
Read More...

ଚିକିଟି ମଦ ମୃତ୍ୟୁ ଘଟଣା, ଆଜିବି କମ୍ପିଲା ବିଧାନସଭା

ଡେସ୍କ: ଚିକିଟି ମଦ ମୃତ୍ୟୁ ଘଟଣାକୁ ନେଇ ଆଜି ବିଧାନସଭାରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ ଫଳରେ ବାଚସ୍ପତିଙ୍କୁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡିଥିଲା। ଆଜି ପ୍ରଶ୍ନକାଳ ଆରମ୍ଭ ହେବା…
Read More...

ଡାକ୍ତରଙ୍କ ସୁରକ୍ଷା ପାଇଁ ଲାଗୁ ହେବ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ

ଡେସ୍କ: ରାଜ୍ୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଶୁକ୍ରବାର ସୁଦ୍ଧା ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ (ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରସିଜିୟୋର) ଆସିବ। ଡିଏମ୍‌‌ଇଟି ଡାକ୍ତର ସନ୍ତୋଷ କୁମାର ମିଶ୍ର…
Read More...

ବ୍ରହ୍ମପୁରରେ ନାଳରେ ଭାସିଯାଇ ନାବାଳକ ମୃତ୍ୟୁ – ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ…

ଡେସ୍କ: ବ୍ରହ୍ମପୁରରେ ନାଳରେ ଭାସି ଜଣେ ନାବାଳକର ଗତକାଲି ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିବା…
Read More...

ଚିକିଟି ମଦମୃତ୍ୟୁ ଘଟଣା – ଏମ୍‌କେସିଜି ମେଡିକାଲ ପରିଦର୍ଶନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଡେସ୍କ: ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଗସ୍ତ କରି ଚିକିଟି ମଦ ଘଟଣାରେ ଅସୁସ୍ଥ ବ୍ୟକ୍ତିଙ୍କୁ ଭେଟି ସ୍ଵାସ୍ଥ୍ୟବସ୍ଥା…
Read More...

ଓଡ଼ିଆ ପୁଅ ମହାକାଶ ବିଜ୍ଞାନୀ ଦିଗେନ୍ଦ୍ରନାଥ ସ୍ୱାଇଁଙ୍କୁ ମିଳିଲା ବିଜ୍ଞାନ ଯୁବ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର

ଡେସ୍କ: ମହାକାଶ ବୈଜ୍ଞାନିକ ଡଃ ଦିଗେନ୍ଦ୍ରନାଥ ସ୍ୱାଇଁଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜ୍ଞାନ ଯୁବ-ଶାନ୍ତି ସ୍ୱରୂପ ଭଟ୍ଟନାଗର ପ୍ରଦାନ କରିଛନ୍ତି। ଚଳିତ ବର୍ଷ ବିଜ୍ଞାନ ଓ ବିଜ୍ଞାନ ସମ୍ପର୍କିତ କ୍ଷେତ୍ରରେ…
Read More...

ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ୨୦୨୪ ପ୍ରଦାନ କଲେ ରାଷ୍ଟ୍ରପତି

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ବିଶିଷ୍ଟ ଓ ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି। ପ୍ରଫେସର ଗୋବିନ୍ଦରାଜନ ପଦ୍ମନାଭନଙ୍କୁ…
Read More...

ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ୨ ଭାଇ ଗିରଫ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଏକ ବର୍ଷ ପୂର୍ବେ ବିବାହର ପ୍ରଭୋଲନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଯୁବତୀ ଜଣଙ୍କ ଗର୍ଭବତୀ ପରେ ତାଙ୍କୁ ଗ୍ରହଣ ନକରିବାରୁ ସେ…
Read More...

୧୮ ଆଇଏଏସ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର

ଡେସ୍କ: ରାଜ୍ୟ ସରକାର ଆଜି (ବୁଧବାର) ଆଇଏଏସ ସ୍ଥରରେ ବଡ ଅଦଳବଦଳ କରିଛନ୍ତି। ସେହି ୧୮ ଜଣ ଆଇଏଏସ ଅଧିକାରୀଙ୍କୁ ସେମାନେ ପୂର୍ବରୁ ପାଇଥିବା ବିଭାଗ ସମେତ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ…
Read More...

ଜଙ୍ଗଲି ବାରହା ଜବତ, ୫ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଟିକାବାଲି ବନାଞ୍ଚଳ ପକ୍ଷରୁ ରାତ୍ର ପେଟ୍ରୋଲିଂ ବେଳେ ଦୁଇଟି ପୃଥକ ସ୍ଥାନରେ ଦୁଇଟି ବାରହା ଜବତ କରାଯିବା ସହିତ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଟକାବାଲି ବନାଞ୍ଚଳ ଅଧିକାରୀ…
Read More...

ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଶୁଭ ଉଦଘାଟନ

ସିମୁଳିଆ: ନୂତନ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ୍ ମାର୍କୋଣା ନୀଳକଣ୍ଠେଶ୍ବର ମନ୍ଦିର ପରିସରରେ ଜଗନ୍ନାଥ ମନ୍ଦିର…
Read More...

ପୁରୀରେ ଛୁରା ମାଡ଼, ଜଣେ ଆହତ

ଡେସ୍କ: ପୁରୀରେ ଜଣଙ୍କୁ ଛୁରା ମାଡ ହୋଇଥିବା ଜଣାପଡିଛି। ଛୁରା ମାଡରେ ଆହତ ହୋଇଥିବା ବ୍ୟକ୍ତି ହେଉଛନ୍ତି ଶଙ୍କରାନନ୍ଦ ମଠ ଟ୍ରଷ୍ଟି ଦୁର୍ଗା ପ୍ରସାଦ ମିଶ୍ର। ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ…
Read More...

ବଜ୍ରପାତରେ ଯୁବକ ମୃତ

ବାସୁଦେବପୁର: ଧାମରା କରଞ୍ଜମାଳ ପଞ୍ଚାୟତ ଶଶିକାଦେଇପୁର ଗାଁରେ ଅଘଟଣ। ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଯୁବକର ଜୀବନ ଯାଇଛି। ମୃତ ଯୁବକ ଜଣକ ଶଶିକାଦେଇପୁର ଗାଁର ଦୀପକ ବାରିକଙ୍କ ପୁଅ ସୌମ୍ୟରଂଜନ (୨୨) ବୋଲି…
Read More...

ମିନିଟ୍ରକ ସହିତ ୨୪ ଶହ ନିଶା କଫ ସିରପ ଜବତ, ୪ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲା ଦେଇ ନିୟମିତ ଅବୈଧ୍ୟ ରୂପେ ମାଦକ ଦ୍ରବ୍ୟ ଚାଲାଣ ହେଉଥିବାର ଅଭିଯୋଗ ହେଉଥିବା ବେଳେ ବୁଧବାର ଅବକାରୀ ବିଭାଗ ଦ୍ୱାରା ବିପୁଳ ମାତ୍ରାରେ ନିଶା କଫ ସିରପ ଜବତ କରାଯାଇଛି। ଅବକାରୀ ବିଭାଗର…
Read More...

ବଜ୍ରାଘାତରେ ୩ ଚାଷୀ ଆହତ

ସମ୍ବଲପୁର: ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ତବଲା ଗ୍ରାମ ଠାରେ ବୁଧବାର ସକାଳ ସମୟରେ କିଛି କୃଷକ ଚାଷ କାର୍ଯ୍ୟ କରୁଥିଲେ। ସେହ ସମୟରେ ଅଚାନକ ବଜ୍ରଘାତ ହେବାରୁ ୩ ଜଣ ଚାଷୀ ଗୁରୁତର ଆହତ ହୋଇଛନ୍ତି।…
Read More...

ଡାକ୍ତରୀ ଛାତ୍ରୀଙ୍କୁ ହତ୍ୟା ପ୍ରତିବାଦରେ ବୌଦ୍ଧରେ କ୍ୟାଣ୍ଡେଲ ଶୋଭାଯାତ୍ରା

ବୌଦ୍ଧ: ପଶ୍ଚିମବଙ୍ଗରେ ଜଣେ ଡାକ୍ତରୀଛାତ୍ରୀଙ୍କୁ ଅମାନୁଷିକ ଭାବରେ ବଳତ୍କାର ଓ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ଏହି ଘଟଣାରେ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଥିବା…
Read More...

ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ଫୁଲବାଣୀ: ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କନ୍ଧମାଳ ଜିଲା ବରିଷ୍ଠ ନାଗରିକ ସଂଘ ଫୁଲବାଣୀ ଶାଖାର ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ଜିଲା ସଭାପତି ସର୍ବେଶ୍ୱର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ଜନ୍ମାଷ୍ଟମୀକୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ବିଗତ ଦିନରେ ସ୍ୱାମୀ ଲକ୍ଷଣା ନନ୍ଦ ସରସ୍ବତୀଙ୍କ ଜନ୍ମାଷ୍ଟମୀରେ ଘଟିଥିବା ହତ୍ୟା ଘଟଣା ପରେ ଘଟିଥିବା ଦଙ୍ଗା ଭଳି ପରିସ୍ଥିତିକୁ ନେଇ ଆଜି ପର୍ଯ୍ୟନ୍ତ ଅଞ୍ଚଳରେ…
Read More...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ଭାରତୀୟ ବନସ୍ପତି ସର୍ବେକ୍ଷଣ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆଜି ଅପରାହ୍ନରେ ନୂତନ ସମ୍ମିଳନୀ କକ୍ଷ ଠାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ କଲିକତା ସ୍ଥିତ ବଟନିକାଲ ସର୍ଭେ ଅଫ ଇଣ୍ଡିଆ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଛି। ଏଥିରେ…
Read More...

ଡିଜିଟାଲ ଯୁଗରେ ଫଟୋ ସାମ୍ବାଦିକତା ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ

ଗୋପାଳପୁର: ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗ ଡିଜିଟାଲ ଯୁଗରେ ଫଟୋ ସାମ୍ବାଦିକତା ପ୍ରସଙ୍ଗରେ ଆଲୋଚନା ଚକ୍ର ସହ ଫଟୋ ପ୍ରଦର୍ଶନର ଆୟୋଜନ…
Read More...

ଝାରସୁଗୁଡା ଗଲେ କଳାହାଣ୍ଡିର ୮ କରାଟେ ପ୍ରତିଯୋଗୀ

ଲାଞ୍ଜିଗଡ: ଓଡ଼ିଶାର ଝାରସୁଗୁଡା ସ୍ଥିତ ବ୍ରଜରାଜନଗର ଏସଓସିପି ଡିଏଭି ପବ୍ଲିକ ସ୍କୁଲଠାରେ ଆସନ୍ତାକାଲି ୨୨ ଅଗଷ୍ଟ ୨୦୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଡିଏଭି କ୍ଲଷ୍ଟର ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ…
Read More...

ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ

କଣ୍ଟାବାଞ୍ଜି: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କ୍ରିୟାନୁଷ୍ଠାନ କମିଟି ତରଫରୁ ଗତ ଅଗଷ୍ଟ ୧ ତାରିଖ ଦିନ ଦେଶର ସର୍ବୋଚ୍ଚ ନ୍ୟାୟଳୟ ଅନୁସୂଚିତ ଜାତି, ଜନଜାତି ବର୍ଗ ପାଇଁ ସଂରକ୍ଷଣ ଉପରେ ଦେଇଥିବା ରାୟର ପ୍ରତିବାଦ…
Read More...

୨୦ ଜଣ ମହିଳାଙ୍କ ସମେତ ୪୮ ଜଣ ଓଏଏସ୍ ଶିକ୍ଷାନବୀଶଙ୍କ ପ୍ରଶିକ୍ଷଣ ଆରମ୍ଭ

ଡେସ୍କ: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଓଏଏସ୍ ୨୦୨୧ ବ୍ୟାଚ୍ ଶିକ୍ଷାନବୀଶଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଗୋପବନ୍ଧୁ ପ୍ରଶାସନ ଏକାଡେମୀର ମହାନିର୍ଦେଶକ ତଥା ଆଇଏଏସ୍ ଜି ମାଥି ବାଥନନ…
Read More...

ଆନ୍ଧ୍ରପ୍ରଦେଶ ଫାର୍ମା କମ୍ପାନିରେ ରିଏକ୍ଟର ବିସ୍ଫୋରଣ, ୭ ମୃତ

ଡେସ୍କ: ଆନ୍ଧ୍ରପ୍ରଦେଶର ଆନାକାପଲ୍ଲେସ୍ଥିତ ଏକ ରିଏକ୍ଟର ଫାର୍ମା ୟୁନିଟରେ ବୁଧବାର ଅପରାହ୍ନରେ ବିସ୍ଫୋରଣ ଘଟି ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତ ଦୁଇ ମୃତକ ହେଲେ ପୁଡ଼ି ମୋହନ ଓ…
Read More...

କୋଲକାତା ଦୁଷ୍କର୍ମ – ଇଡି ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲେ ସନ୍ଦୀପ ଘୋଷଙ୍କ ପୂର୍ବତନ ସହଯୋଗୀ

ଡେସ୍କ: କୋଲକାତା ଆର୍ ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ସନ୍ଦୀପ ଘୋଷ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଡାକ୍ତରଙ୍କ ଦ୍ୱାରା ହୋଇଥିବା ଆର୍ଥିକ ଅନିୟମିତତାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା…
Read More...

ଭାରତ ବନ୍ଦ – ଏସଡିଏମଙ୍କୁ ପିଟିଲେ ପୁଲିସ କର୍ମଚାରୀ, ଦେଖନ୍ତୁ ଭିଡିଓ

ଡେସ୍କ: ଭାରତ ବନ୍ଦ ସମୟରେ ସମର୍ଥକଙ୍କ ଉପରେ ଆଜି (ବୁଧବାର) ପୁଲିସ ଲାଠି ମାଡ କରୁଥିଲା ବେଳେ ଭୁଲ ବଶତଃ ପାଟଣା ଏସ୍ ଡିଏମ୍ ଶ୍ରୀକାନ୍ତ କୁଣ୍ଡଲିକ ଖାଣ୍ଡେକରଙ୍କ ଉପରେ ମଧ୍ୟ ଲାଠିଚାର୍ଜ ହୋଇଥିବା ଜଣାପଡିଛି। ସାମାଜିକ…
Read More...

କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା, ବୃତ୍ତି ପ୍ରମାଣପତ୍ର ପ୍ରଦାନ

ଗୁରୁଡ଼ିଝାଟିଆ: ବିଦ୍ୟାର୍ଥୀଙ୍କ ଲୁକାୟିତ ପ୍ରତିଭାକୁ ଉନ୍ମୋଚନ କରି ଆଗକୁ ଦେଶ ଗଠନରେ ବିନିଯୋଗ କରିବା ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବା ନିମନ୍ତେ ଜେ କେ ଲକ୍ଷ୍ମୀ ସିମେଣ୍ଟ କାରଖାନା ପକ୍ଷରୁ…
Read More...

ନିଗମାନନ୍ଦ ସରସ୍ୱତୀଙ୍କ ୧୪୫ତମ ଜନ୍ମୋତ୍ସବ

ଗୁରୁଡ଼ିଝାଟିଆ: ଖୁଣ୍ଟୁଣୀସ୍ଥିତ ନଗମାଆସନ ମନ୍ଦିର ଠାରେ ସ୍ୱାମୀ ନିଗମାନନ୍ଦ ସରସ୍ୱତୀଙ୍କ ୧୪୫ତମ ଜନ୍ମଉତ୍ସବ ପାଳିତ ହୋଇଛି। ସମାଜସେବୀ ଭାଗୀରଥି କର, ଖୁଣ୍ଟୁଣୀ-ରମ୍ପେଇ ଗ୍ରାମ୍ୟ କମିଟିର ମୁରବୀ ବିପିନ ବିହାରୀ…
Read More...